Odisha News Portal

Exclusive : କଥା ବଦଳାଉଛି ଟୁଙ୍ଗୁରୁ ଭୋଳ, ବର୍ଷାଙ୍କ ପ୍ରେମ ସହ ଖେଳୁଛି ଟୁଙ୍ଗୁରୁ..ପୁଣି କରୁଛି ମନା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବର୍ଷା ଓ ଟୁଁଙ୍ଗୁରୁ ଭୋଳ ଙ୍କର ପ୍ରେମ କାହାଣୀ କାହାକୁ ଵା ଅଛପା |ବେଶ କିଛି ଦିନ ହେବ ବହୁ ଚର୍ଚ୍ଚା ରେ ଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ |ଟୁଁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ ଯାହା ଏବେ ସାରା ଓଡିଶା ରେ ଘରେ ଘରେ ପରିଚିତ ହୋଇ ସାରିଲେଣି| ତେଣୁ ଭାଇରାଲ ବୟ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଏବେ ପୁରା ସେଲିବ୍ରେଟି ପାଲଟିଯାଇଛନ୍ତି କହିଲେ କିଛି ଭୁଲ ହେବ ନାହିଁ|ଅଟୋ ଚାଳକ ଟୁଙ୍ଗୁରୁ ଭୋଳ |ଯିଏ ଏବେ ବର୍ଷାଙ୍କ ପ୍ରେମିକା ନା ରେ ବେଶ ଜଣାଶୁଣା, ତାଙ୍କର ଭଲ ପାଇବା ର କାହାଣୀ ଏବେ ସମସ୍ତ ଙ୍କୁ ଜଣା |ସେଥିପାଇଁ ଆଜି ତାଙ୍କ ନାଁରେ ଓ ତାଙ୍କ ର ଭଲ ପାଇବା ବିଷୟରେ ବିଭିନ୍ନ ଗୀତ ମଧ୍ୟ ବାହାରିଥିବା , ବେଳେ ଟୁଁଙ୍ଗୁରୁ ଭୋଳ ଙ୍କର ଚାଲାକି ଏବେ ଜଣା ପଡିଛି | ତାହେଲେ ଆସନ୍ତୁ ଟୁଁଙ୍ଗୁରୁ ଭୋଳ ଙ୍କର ମିଛ କଥା ଓ ଚାଲାକି ବିଷୟରେ ଜାଣିବା |

ଟୁଁଙ୍ଗୁରୁ ଭୋଳ ଙ୍କୁ ଅମର ଜଣେ ରିପୋର୍ଟର ଭାଇ ଫୋନ କରିଥିଲେ ଓ ବର୍ଷା ଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ ସମସ୍ତ ଘଟଣା ଓ ସେ ମଧ୍ୟ ଟୁଁଙ୍ଗୁରୁ ଭୋଳ ଙ୍କୁ ପଚାରିଥିଲେ କିଛି ଏମିତି କଥା | ରିପୋର୍ଟର ଭାଇ ଜଣଙ୍କ ଟୁଁଙ୍ଗୁରୁ ଙ୍କୁ ପଚାରି ଥିଲେ କି ସେ ବର୍ଷା ସହିତ ବାହା କେବେ ହେଉଛନ୍ତି ଆଉ ସତରେ କେବେ ବାହା ହେବ ବର୍ଷା ଙ୍କୁ | ତେବେ ରିପୋର୍ଟର ଭାଇ ଜଣଙ୍କର ଏହିପରି ପ୍ରଶ୍ନ ଶୁଣି ରାଗିଯାଇଥିଲେ ଟୁଁଙ୍ଗୁରୁ ଆଉ କହିଥିଲେ କି ମୁଁ ତାଙ୍କୁ କେବେ ବି ବାହା ହେବି ନାହିଁ |

କିନ୍ତୁ ଆଉ ଗୋଟିଏ ରେକର୍ଡିଙ୍ଗ ରେ ଟୁଁଙ୍ଗୁରୁ ଭୋଳ ସ୍ପଷ୍ଟ ଭାବରେ କହିଥିଲେ କି ସେ ବର୍ଷା ଙ୍କୁ ଭଲ ପାଆନ୍ତି ଓ ତାଙ୍କୁ ବାହା ହେବାକୁ ମଧ୍ୟ ଚାହୁଁଛନ୍ତି | ଯେତେବେଳେ ଟୁଁଙ୍ଗୁରୁ ବର୍ଷା ଙ୍କ ହାତ କାଟିଦେବ କଥା ଓ ତାଙ୍କର ଏହିଭଳି ଚରିତ୍ର କୁ ନେଇକି ପ୍ରଶ୍ନ ଉଠୁଥିବା ସମସ୍ତ କଥା ବର୍ଷା ପ୍ରକାଶ କରିବାରୁ ଟୁଁଙ୍ଗୁରୁ ଭୋଳ କହିଥିଲେ କି, ବର୍ଷା କୁ ବ୍ୟସ୍ତ ହୋଇ ହାତ ନ କାଟିବା ପାଇଁ, ଆଉ ତାଙ୍କୁ ବାହାହେବେ ବୋଲି ମଧ୍ୟ କହିଥିଲେ ଓ ବିଭିନ୍ନ ପ୍ରକାରର ପ୍ରତିଶୃତି ଦେଇଥିଲେ |

ଯାହା ବର୍ଷା ଙ୍କ ମୋବଇଲେ ରେ ରେକଡ଼ିଂ ଅଛି କିନ୍ତୁ ମିଡ଼ିଆ ଭାଇ ଯେତେବେଳେ ବିବାହ ର କଥା ଟୁଁଙ୍ଗୁରୁ ଙ୍କୁ ପଚାରିଲେ , ସେତେବେଳେ ସେ ରାଗିଯାଇଥିଲେ ଓ ତାଙ୍କୁ ଫୋନ ରଖିଵା ପାଇଁ କହିବା ସହିତ ତାଙ୍କ ପାଖକୁ ଆଉ କଲ କରିବାକୁ ମନା କରିଥିଲେ | ଯାହା ଏବେ ସେସିଆଲ ମିଡିଆରେ ଟୁଁଙ୍ଗୁରୁ ଭୋଳ ର ଚାଲାକି ଓ ସମସ୍ତଙ୍କୁ ଏମିତି ଠକାଉ ଥିବା ଘଟଣାଟି ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।