କରନ୍ତୁ ଏହି ୫ଟି ବ୍ୟାୟାମ – କମିବ ଓଜନ ୧୦୦% ଗ୍ୟାରେଣ୍ଟି । Dr Aditya Agrowal

ଖାଦ୍ୟରେ ଅନିୟମିତତା ବା ଘରେ ସର୍ବଦା ବସି ରହିବା ଯୋଗୁଁ ଶରୀରରେ ମୋଟପା ଆସିଥାଏ । ଯାହା ଆମ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଏ , ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଘରୋଇ ଏକ୍ସାସାଇଜ ନେଇ କରି ଆସିଛୁ । ଯାହାକୁ ପ୍ରତିଦିନ କରି ଆପଣ ମାନେ ଆପଣଙ୍କ ବଡିକୁ ଆକର୍ଷଣୀୟ ଓ ଫ୍ୟାଟ ଲସ୍ କରିବା ରେ ସାହାର୍ଯ୍ୟ କରିବ । ଏଥିପାଇଁ ଆପଣଙ୍କୁ ଗୋଟିଏ ଛଟିଆ ଖୋଲା ଜାଗାର ଆବଶ୍ୟକତା ପଡିବ , ତଳେ ଗୋଟେ ଅତି ପତଳା ମ୍ୟାଟ , କାରପେଟ ଯାହା ବି କିଛି ପକାଇ ପାରିବେ । ତେବେ ଆସନ୍ତୁ ଦେଖିବା ଫ୍ୟାଟ କମ କରିବା ପାଇଁ 5 ଟି ହେଲ୍ପଫୁଲ ଏକ୍ସାସାଇଜ୍ ।

1. ଲେ ଡାଉନ ସ୍ ଷ୍ଟାଣ୍ଡଆପ :-

ଗୋଟିଏ ମ୍ୟାଟ ଉପରେ ସିଧା ଛିଡା ହୁଅନ୍ତୁ , କୌଣସି ପଟେ ଆପଣ ଲମ୍ୱ ହୋଇ ଶୋଇଯାଆନ୍ତୁ । ଏହାପରେ ଲେଫ୍ଟ ସାଇଟ୍ କୁ ମୁହଁ କରି ତଳେ ମୁହଁ ମାଡି ଶୋଇଯାଆନ୍ତୁ , ପୁଣି ସେହିପରି ରାଇଟ୍ ସାଇଡ୍ କୁ ମୁହଁ କରି ତଳେ ମୁହଁ ମାଡି ଶୋଇଯାଆନ୍ତୁ । ଶ୍ୱାସକ୍ରିୟା ସାଧାରଣ ରଖନ୍ତୁ , ଏହାକୁ ଅତିକମରେ 10 ଥର କରନ୍ତୁ ।

2. ମାଉନଟେନ କ୍ଲାଇମିଙ୍ଗ :-

ଏଥିପାଇଁ ଆପଣ କାରପେଟ ବା ମ୍ୟାଟ ଉପରେ କୁଶ ପଜିସନ ରେ ରହିବେ ଏବଂ ଗୋଟିଏ ଗୋଡ ଆଗରେ ରଖିବେ । ପ୍ରତି ଗୋଡ ଅଲଟ୍ରାନେଟଲି ଚେଞ୍ଜ କରିବେ , ବ୍ରିଥ ପୁରା ଫ୍ରିଲି ନେବେ । ଆରମ୍ଭରୁ ଆପଣ 20 ଥର କରି ପାରିବେ , ଧୀରେ ଧୀରେ ଆପଣ ଗୋଟିଏ ସେଟ ରେ 50 ମଧ୍ୟ କରି ପାରିବେ ।

3. ଅଲଟ୍ରାନେଟ ଲେଗ ଟଚ :-

ପ୍ରଥମେ କୁଶ ପଜିସନ ନିଅନ୍ତୁ , ଏହାପରେ ଷ୍ଟ୍ରେଚ ହୋଇଯାଆନ୍ତୁ ହିପ ଟିକୁ ଉପରକୁ ଆଣି ଗୋଟିଏ ହାତରେ ଅଲଟ୍ରା ନେଟ ଲେଗ ର ନି ଟଚ୍ କରନ୍ତୁ । ଏହି ଏକ୍ସାସାଇଜଟିକୁ କଣ୍ଟିନ୍ୟୁ କରିବେ ଏହାକୁ 3 ଷ୍ଟେମ କରିବେ ଏବଂ ମଝିରେ 15 ମିନିଟ ରେଷ୍ଟ ମଧ୍ୟ ନେବେ ।

4. ହିପ ଟଚ :-

ଏଥିରେ ସିଧା ଗୋଡ ଲମ୍ୱା କରି ବସିଯାଆନ୍ତୁ ଏବଂ ନିଶ୍ୱାସ ନେବା ସହ ପେଟ ପରସନଟିକୁ ଉପରକୁ ଉଠେଇବେ । ନିଶ୍ୱାସ ନେଇ ଏକା ସଙ୍ଗରେ ଆଣ୍ଠୁ ଟି ଭାଙ୍ଗି କରି ମୁଣ୍ଡ ପଛ ପଟକୁ କରିବେ ।

5. ସ୍ପଟ ଜଗିଙ୍ଗ :-

ଏହି ଏକ୍ସାସାଇଜରେ ଆପଣ ଗୋଟେ ଜାଗାରେ ବଡି ପୂରା ରିଲାକ୍ସ ରଖି ପାଦ ଭୂମିରୁ ଟିକେ ଟିକେ ଉପରକୁ ଉଠାଇବେ । ଶ୍ୱାସକ୍ରିୟା ନରମାଲ ରଖିବେ ଏବଂ ବଡି ସମ୍ପୂର୍ଣ୍ଣ ଢିଲା ରଖିବେ । ଏମିତି ଆପଣ 30 ସେକେଣ୍ଡ ରୁ 60 ସେକେଣ୍ଡ ଡେଇଁବେ । , ପୁଣି 10 ସେକେଣ୍ଡ ରେଷ୍ଟ ନେଇ ପୁଣି ଡେଇଁବା ଆରମ୍ଭ କରିବେ । ଏମିତି 3 ରାଉଣ୍ଡ କରିବେ

ଏହି 5 ଗୋଟି ଏକ୍ସାସାଇଜ ଆପମଙ୍କର ଫ୍ୟାଟନେସ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ , ତେଣୁ ଆପଣ ମାନେ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment