Odisha News Portal

କାର୍ତ୍ତିକ ମାସ ଭୁଲରେ ବି କରନ୍ତୁ ନାହିଁ ଏହି ୫ ଟି କାମ , ନଚେତ୍ ଶାରୀରିକ ଏବଂ ଆର୍ଥିକ ସମସ୍ୟା ଆସେପାରେ….

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବର୍ଷର ଗୋଟିଏ ମାସ ରହିଛି ଯାହାକୁ ଆମେ ପବିତ୍ର ମାସ ବୋଲି କହିଥାଉ । ବର୍ଷର ଏହି ମାସଟିକୁ ବହୁତ ପବିତ୍ର ତଥା ଧାର୍ମିକ ମାସ ବୋଲି ମାନା ଯାଇଥାଏ । ତେବେ ସେହି ମାସଟି ହେଉଛି କାର୍ତ୍ତିକ ମାସ ଆଉ ଯେଉଂ ମାସ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି । ଏହି ମାସରେ ଅନେକ କାର୍ତ୍ତିକ ସ୍ନାନ ବ୍ରତ ମଧ୍ୟ କରିଥାନ୍ତି । ଚାରିଆଡେ କେବଳ ଧର୍ମର ବାଣୀ ଶିଣିବାକୁ ମିଳିଥାଏ । ଘରର ସ୍ତ୍ରୀ ଲେକମାନେ ଏହି ମାସକୁ ବିଶେଷତଃ ଅଧିକ ଗୁରୁତ୍ବ ତଥା ମହତ୍ବ ଦେଇଥାନ୍ତି । ଏହି ମାସକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରା ଯାଇଛି ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ଏହି ମାସରେ ଅନେକ ପର୍ବ ପର୍ବାଣୀ ମଧ୍ୟ ପାଳନ କରାଯାଏ । ତେବେ ଏହି ମାସରେ ଧର୍ମକର୍ମ ଆଦି କରିଲେ ବହୁତ ଶୁଭ ଫଳ ମିଳିଥାଏ କିନ୍ତୁ କିଛି ଏପରି କାମ ରହିଛି ଯାହା କରିବା ଦ୍ବାରା ଘର ପରିବାରରେ ଅଶନ୍ତି ତଥା ଦରଦ୍ରତା ଲାଗି ରହିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚଟି କାର୍ଯ୍ୟ ବିଷୟରେ ଯାହା ଏହି ମାସରେ କରିବା ଆଦୌ ଉଚିତ ନୁହେଁ ।


1. କାର୍ତ୍ତିକ ମାସରେ କୌଣସି ବି ବ୍ୟକ୍ତି ଏବଂ ଗୁରୁଜନ ମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । ଏହାର ଫଳ ସଂମ୍ପୂର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡି ଥାଏ ।

2. ଉତ୍ତମ ସ୍ବାସ୍ଥ୍ୟ ପାଇଂ ସମସ୍ତ ପ୍ରକାର ବୃକ୍ଷ ଲତା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମାସରେ ବୃକ୍ଷଲତା ମାନଙ୍କର 7ତି କରିବା ଉଚିତ ନୁହେଁ । ବୃକ୍ଷ ଲତାଙ୍କର କ୍ଷତି କରିବା ଦ୍ବାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆପଣ ମାନେ ଏହି ମାସରେ ନିଜ ଘର ଅଗଣାରେ ବୃକ୍ଷ ରୋପଣ କରନ୍ତୁ । ଏହାଦ୍ବାରା ଆପଣଙ୍କର ପରିବାରରେ ସମସ୍ତେ ସୁସ୍ଥ ରହିଥାନ୍ତି ।

3 . ଏହି ମାସରେ ମଦ୍ୟପାନ କରିବା ମଧ୍ୟ ଅନୁଚିତ ହୋଇଥାଏ । ଆମେ ସମସ୍ତେ ଜାଣିଛନ୍ତି ଯେ ମଦ୍ୟପାନ କରିବା ଆମ ସ୍ବାସ୍ଥ୍ୟ ପ୍ରତି ହାନୀ କାରକ ହୋଇଥାଏ । ତେଣୁ କେବଳ କାର୍ତ୍ତିକ ମାସ ନୁହେଁ ବରଂ କୌଣସି ବି ଦିନ ମଦ୍ୟପାନ ବା ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । 4. ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ବାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ । ଏମିତି କହିବାକୁ ଗଲେ କୌଣସି ବି ଦିନ ଜୀବଜନ୍ତୁଙ୍କୁ ହତ୍ୟା କରିବା ଉଚିତ ହୋଇ ନଥାଏ । କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

5. ଏହି ମାସରେ କୌଣସି ବ୍ୟକ୍ତିଙ୍କ ସହିତ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଠ କରିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ବାରା ଆପଣ ମାନଙ୍କୁ ପାପ ସହିତ ସମାନ ଦଣ୍ଡ ଭୋଗ କରିବାକୁ ପଡିଥାଏ । ତେବେ ଏହି ମାସରେ କାହାର ଅନିଷ୍ଠ ଚିନ୍ତା କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।