Odisha News Portal

କରୋନା ସମୟରେ ପୁଣି ମୋଦୀ ସରକାର ଙ୍କର ନୂଆ ଯୋଜନା ! ଠକିଲେ ମିଳିବନି ଦରମା । ଏଣିକି ଯେମିତି କାମକୁ ସେମିତି ଦରମା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0 5

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ ଯୋଜନା ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି କି ଭଗବାନ କହିଛନ୍ତି କର୍ମ ଅନୁସାରେ ଫଳ ଅର୍ଥାତ ଯେମିତି କାମ କରିବ ସେହି ରୂପରେ ଫଳ ପ୍ରାପ୍ତ ହେବ । ଭଲ କାମ କଲେ ଭଳ ଫଳ ଏବଂ ଖରାପ କାମ କଲେ ଖରାପ ଫଳ ମିଳିବ । ତେବେ ଆମେ ଆପଣ ମାନଙ୍କୁ ସେହି କର୍ମ କଥା କହୁନାହିଁ ମାତ୍ର ସେହିପରି କିଛି କଥା ବିଷୟରେ କହିବୁ , ତେବେ କଥାଟି ହେଉଛି କି ଏବେ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ଯେଉଁ ଯୋଜନା ଅନୁସାରେ ଆପଣ ମାନେ ଯେମିତି ପରିମାଣର କାମ କରିବେ ସେତିକି ପରିମାଣର ଟଙ୍କା ଆପଣ ମାନଙ୍କୁ ପ୍ରଦାନ କରାଯିବ ।

ଏହା ସହିତ ଯେଉଁ ଲୋକମାନେ କାମରେ ଓଭର ଟାଇମ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ତୁରନ୍ତ ଓଭର ଟାଇମ ମିଳିବ ଏବଂ ସଂଙ୍ଗେ ସଂଙ୍ଗେ ତାହାର ପଇସା ମଧ୍ୟ ପ୍ରାପ୍ତ ହେବ । ତେବେ ଏହି ଯୋଜନାଟି କାହା ପାଇଁ ଏବଂ ଏଥିରେ କମ ସବୁ ପାଇଦା ରହିଛି ଆସନ୍ତୁ ଜାଣିବା ତାହା ବିଷୟରେ ।


ଆସନ୍ତା ବର୍ଷ ରୁ କର୍ମଚାରୀ ଙ୍କ ଗ୍ରାଯୁଟି ଏବଂ ପିଏଫ୍ ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ଏହା ବ୍ୟତୀତ ଓଭର ଟାଇମ୍ କାମ କରୁଥିବା କର୍ମଚାରୀ ମାନଙ୍କୁ ଅଧିକ ଦରମା ପ୍ରଦାନ କରାଯିବ । ଏହା କେବଳ ସରକାରୀ କର୍ମଚାରୀ ନୁହେଁ ବରଂ ସମସ୍ତ କର୍ମଚାରୀ ମାନଙ୍କ ପ୍ରତି ପ୍ରଯୁଜ୍ୟ ହେବ । ଆସନ୍ତା ବର୍ଷ ଏପ୍ରିଲ ମାସ ଠାରୁ ନୂଆ କମ୍ପେନେସେଶନ ଲାଗୁ କରା ଯିବ ବୋଲି ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଗତ ବର୍ଷ ସାଂସଦ ରେ ପାଳିତ ହୋଇ ଥିବା ୱେଜ୍ କୋନ ର ଏହା ଏକ ଅଂଶ ।

କାମ ସମୟ ରେ ଅତିରିକ୍ତ ସମୟ ଦେଉ ଥିବା କର୍ମଚାରୀ ଏଇ କୋଡ ଅଫ୍ ୱେଜ 2019 ଲ ଲାଗୁ ହେବା ପରେ ଓଭର ଟାଇମ୍ ନେବା ପାଇଁ ବି ଯୋଗ୍ୟ ବିବେଚିତ ହେବେ । ସୂଚନା ଯୋଗ୍ୟ କି ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ ଏହି ନୂତନ ନିୟମ ଟି ପ୍ରଣୟନ ହେବା ପରେ କମ୍ପାନୀ ର ଅଧିକାଂଶ ପେ ସ୍ତ୍ରକ୍ଚର ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ ।

ଉଭୟ କର୍ମଚାରୀ ଓ କମ୍ପାନୀ ର ପିଏଫ ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ଅନ୍ୟପକ୍ଷରେ ଚାକିରି ରୁ ଅବସର ନେବା ପରେ graduity ର ପରିମାଣ ବୃଦ୍ଧି ପାଇବ । ଏହା ଛଡ଼ା ପିଏଫ ର ଅବଦାନ ବୃଦ୍ଧି ଓ graduity ର ଅଧିକ ଦେୟ ହେତୁ କମ୍ପାନୀ ର ମୂଲ୍ୟ ବୃଦ୍ଧି ହୋଇପାରେ । ବର୍ତ୍ତମାନ 30 ମିନିଟ୍ ରୁ ଅଧିକ ଟାଇମ୍ କୁ ଓଭର ଟାଇମ୍ ବୋଲି ଉଲ୍ଲେଖ କରାଯାଉ ନାହିଁ ।ସେହିପରି ନୂତନ ନିୟମ ଅନୁଯାୟୀ କମ୍ପାନୀ କୌଣସି କର୍ମଚାରୀ ମାନଙ୍କୁ 5 ଘଣ୍ଟା ରୁ ଅଧିକ କାମ କରାଇ ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।