Odisha News Portal

ଖୁସି ଖବର ! କର୍କଟ ରୋଗ 10 ଦିନରେ ହେବ ଦୂର, ବୈଜ୍ଞାନିକ ମାନଙ୍କର ବଡ ସଫଳତା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ କ୍ୟାନସର ରୋଗ ବା ଯାହାକୁ ଆମେ ଓଡିଆରେ କର୍କଟ ରୋଗ ବୋଲି କହିଥାଉ ତାହା ବିଷୟରେ ଜାଣିଥିବେ , ତାହେଲେ ଜାଣିଥିବେ ଯେ ଏହି ରୋଗ କେତେ ଭୟଙ୍କର ମାରାତ୍ମକ ରୋଗ । ଆଉ ଏହି ରୋଗ ଯାହାକୁ ଥରେ ହୋଇଥାଏ ସେ ବଞ୍ଚିବାର ଆଶା ଖୁବ୍ କମ୍ ରହିଥାଏ କିମ୍ବା ଭଲ୍ ହେବାର ଆଶା ନରହିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ରୋଗ ତ ଏପରି ଏକ ରୋଗ ଯାହାର ନାମ ଶୁଣିବା ମାତ୍ରେ ଲୋକ ମାନେ ସମସ୍ତେ ବହୁତ ଭୟଭୀତ ହୋଇ ଯାଆନ୍ତି।

ଏହି ରୋଗ କୁ ଭଲ କରିବା ପାଇଁ ଲୋକ ମାନେ ଏହା ପଛରେ ବହୁତ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାଆନ୍ତି ହେଲେ ଲୋକ ମାନେ ଯେତିକି ଦିନ ଟଙ୍କା ଖର୍ଚ୍ଚ କରନ୍ତି ସେତିକି ଦିନ ମଣିଷ ଟି ବଞ୍ଚେ ଏବଂ ନହେଲେ ବି ଆଗରୁ ମରିଯାଏ।

ତେବେ ଏହି ଭୟଙ୍କର ରୋଗ ଟି ର କୌଣସି ଏକ ସଠିକ୍ ମେଡିସିନ ମଧ୍ୟ ନାହିଁ ଯାହାକୁ ଖାଇ ଜଣେ ଲୋକ ଏହି ରୋଗ ରୁ ମୁକ୍ତି ପାଇ ପାରିବ। ତେବେ ଜଣେ ଡକ୍ଟର ଦାବି କରିଛନ୍ତି ଯେ କ୍ୟାନସର ଭଳି ଭୟଙ୍କର ରୋଗ କୁ ମଧ୍ୟ ମାତ୍ର ଦୁଇ ଟଙ୍କା ରେ ଭଲ କରାଯାଇ ପାରିବ। ଏହା ପୁଣି ଏକ ଘରୋଇ ଉପଚାର , ଯାହାକି ଶହେ ପ୍ରତିଶତ ଲାଭ ଦାୟକ ଅଟେ।

ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ। ତେବେ ସେହି ଡାକ୍ତର ଜଣଙ୍କ ଏହା ମଧ୍ୟ ଦାବି କରିଛନ୍ତି କି ଏହି ରୋଗ ମାତ୍ର ଦଶ ଦିନରେ ପୁରା ପୁରି ଭଲ ମଧ୍ୟ ହୋଇଯିବ। ତେବେ କେବଳ ଦଶ ଟଙ୍କା ର ବେକିଙ୍ଗ୍ ସୋଡା ଦ୍ୱାରା ଏହି ରୋଗ ରୁ ମୁକ୍ତି ମିଳି ପାରିବ।

କ୍ୟାନସର ଏପରି ଏକ ରୋଗ ଯାହାର ନାମ ଶୁଣିଲେ ଲୋକ ମାନେ ବହୁତ ଡରି ଯାଆନ୍ତି କାରଣ ଏହି ରୋଗ ଥରେ ହେଲେ ଭଲ ହବାର ଚାନ୍ସ ବହୁତ କମ୍ ଏବଂ ଭଲ ବି ବହୁ ସ୍ଥାନରେ ହୋଇ ନଥାଏ,ହେଲେ ସେହି ଡକ୍ଟର ଜଣଙ୍କ ଦାବି କରିଛନ୍ତି କି କେବଳ 10 ଦିନରେ ଏବଂ ମାତ୍ର 10 ଟଙ୍କା ର ବେକିଙ୍ଗ୍ ସୋଡା ର ବ୍ୟବହାର ଦ୍ୱାରା ଏହି ରୋଗ ଭଲ ହୋଇଯିବ।

ଆହୁରି ମଧ୍ୟ ସେହି ଡାକ୍ତର ଜଣକ କହିଛନ୍ତି କି ସେ ଦୀର୍ଘ କୋଡିଏ ବର୍ଷ ହେବ ଏହି ବେକିଙ୍ଗ୍ ସୋଡା ଦ୍ୱାରା ହିଁ ସେ ଅନେକ କ୍ୟାନସର୍ ରୋଗୀ ମାନଙ୍କ ର ଚିକିତ୍ସା କରିଆସୁଛନ୍ତି ଏବଂ ଲୋକ ମାନେ ଭଲ ମଧ୍ୟ ହୋଇ ଯାଉଛନ୍ତି।

ସେହି ଡାକ୍ତର ଙ୍କ କହିବା ଅନୁଯାୟୀ କ୍ୟାନସର୍ ଚିକିତ୍ସା ପାଇଁ ଯେଉଁ ମେଡିସିନ୍ ଆସେ ସେହି ମେଡିସିନ ଶେଷରେ କେବଳ ନିଜର ପ୍ରଭାବ ପକେଇଥାଏ। ତେବେ ସ୍କିନ୍ କ୍ୟାନସର୍, ଆୟୋଡିନ୍ ଟିନ୍ତ୍, ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଅନେକ ପଦକ୍ଷେପ ରହିଛି। ଆହୁରି ମଧ୍ୟ ରିସର୍ଚ୍ଚ ରୁ ପ୍ରମାଣିତ ହୋଇଛି କି ଏହି ବେକିଙ୍ଗ୍ ସୋଡା ର ବ୍ୟବହାର ଅନେକ ପ୍ରଭାବ ଶାଳୀ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।