Health ଟିପ୍ସ- କାନରେ ବଥା ,ଦରଜ ସଂକ୍ରମଣ: କେମିତି ଭଲ କରିବେ ଜଣାନ୍ତୁ ? Dr. Smitha T

ତେବେ ଆମେ ମାନେ ଜାଣିଛୁ କି ମଣିଷ ଶରୀର ସବୁବେଳେ ସୁସ୍ଥ ହୋଇକି ଣ ଥାଏ | କିଛି ନା କିଛି ସମସ୍ୟା ମାନ ସବୁବେଳେ ଦେଖା ଯାଇଥାଏ ମଣିଷ ର ଶରୀରରେ | ତେବେ ସେହି ସମସ୍ୟାରେ ପଡିଲେ ମଣିଷ କଷ୍ଟ ପାଇଥାଏ ଓ ଶେଷରେ ଡକ୍ଟର ଙ୍କର ପରାମର୍ଶ ଲୋଡିଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେହି ଭଳି ଏକ ସମସ୍ୟା ବିଷୟରେ କହିବାକୁ ଯାଉଛି ତାହା କେଉଛି ଆମର କାନରେ ଦେଖା ଯାଉଥିବା ସମସ୍ୟା ବିଷୟରେ ସୂଚନା | ତେବେ ଏହି କାନ ଜନିତ ସମସ୍ୟା ହେବାର କାରଣ ଗୁଡିକ କଣ ରହିଛି | ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ ସବୁ ରହିଛି ଚିକିତ୍ସା ଉପାୟ ଆସନ୍ତୁ ସେ ବିଷୟରେ ଜାଣିବା

କାନ ଜନିତ ସମସ୍ୟା ର କାରଣ ଗୁଡିକ କଣ ରହିଛି :-

ତେବେ ଯାହା କୁହାଯାଉଛି କି ଆମ କାନରେ ଥିବା ଭେଣ୍ଟିଲେଟରି ଟିୟୁବ ଯଦି ବ୍ଲକ ହୋଇଯାଏ ତାହେଲେ ମଧ୍ୟ ଅନେକ ସମୟରେ ଆମର କାନ ଜନିତ ସମସ୍ୟା ମାନ ଦେଖା ଯାଇଥାଏ ବୋଲି କୁହାଯାଉଛି | ଆମେ ଜାଣିଛୁ କି ଆମ ର ସେମିସାରକୁଲାର କେନାଲ ଜନିତ ଜଡିତ ହୋଇକି ସବୁ ରହିଥାଏ ତେବେ ସେହି ଥିରେ କିଛି ବି ବ୍ୟତିକ୍ରମ ଦେଖା ଗଲେ ଆମ କାନ ରେ ସମସ୍ୟା ଦେଖା ଯାଏ |

ତେବେ ଆମର କାନରେ 3 ଟି ଲେୟାର ରହିଛି ତାହା ହେଉଛି ଆଉଟର ପାର୍ଟ, ମିଡିଲ ପାର୍ଟ ଓ ଇନର ପାର୍ଟ ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ଇନର ପାର୍ଟ ରେ ଆମର ବେଲେନ୍ସ ଅରଗାନ ରହିଥାଏ ବୋଲି କୁହାଯାଉଛି , ଆଉ ଯେଉଁଥିରେ ଭେଣ୍ଟି ଗୁଲାର ଥାଏ ଯାହା ଆମ ବ୍ରେନ କୁ ସିଗନାଲ ଦିଏ | ସେହିଭଳି ମିଡିଲ ରେ ରହିଥାଏ ଆମର କାନରେ ପରଦା ଆଉ ଯଦି କୌଣସି କାରଣରୁ କାନରେ ପରଦା ରେ ପାଣି ଜମା ହୁଏ ତାହେଲେ ସେଥିରେ ପୂଜ ହୋଇଥାଏ ଓ କେତେକ ସମୟରେ କାନ ର ପରଦା ଫାଟି ଯାଇଥାଏ ବୋଲି ମଧ୍ୟ କୁହାଯାଉଛି | ଏହା ବ୍ୟତୀତ କାନ ରେ ଆଉଟର ପାର୍ଟ ରେ ଫୋଙ୍ଗାଲ ହେଲେ ବା ୱାକ୍ସ ହେଲେ ମଧ୍ୟ କାନ ରେ ଶୁଭେ ନାହିଁ ଓ ମୁଣ୍ଡ ପିନ୍ଧିବା ଭଳି ସମସ୍ୟା ଦେଖାଯାଏ |

କାନ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ ସବୁ ଚିକିତ୍ସା ରହିଛି :-

ତେବେ କାନ ରେ ଯଦି ଆପଣଙ୍କର ପୁଜ ବାହାରିଥାଏ ତାହେଲେ ଡାକ୍ତର ଙ୍କ ପାଖକୁ ଯିବା ତେବେ ତାହା ପରଦା ଫାଟିବା ଯୋଗୁ ହେଉଛି ବା ହାତ ଫାଟିବା ଫଳରେ ହେଉଛି ତାହାକୁ ଲକ୍ଷ୍ୟ କରିବା | ତାହା ପରେ କାନ ର ପୁଜ କୁ ପରୀକ୍ଷା କରି ତାହା କେଉଁ ଫୋଙ୍ଗଲ କାରଣରୁ ହେଉଛି ତାହା ଜାଣିବା ପରେ କାନ ଡ୍ରପ ଓ ଆଣ୍ଟି ବୟୋଟିକ ଦେବା | ତାହା ସହିତ ସର୍ଜରୀ, ମାଇକ୍ରୋସକପି, ଲେଜର ଚିକିତ୍ସା, ଏଣ୍ଡ ସ୍କୋପିକ ଓ ମାଇକ୍ରୋ ଏଣ୍ଡୋସ୍କପିକ ମଧ୍ୟ କରି ଚିକିତ୍ସା କରିବା |
କାନ ସମସ୍ୟା କୁ ରୋକିବା କେମିତି :-

ଆପଣଙ୍କ ର କାନରେ ପାଣି ପୁରେଇବାକୁ ଦେବନି, ତାହା ସହିତ କୌଣସି ତେଲ କୁ କାନ ରେ ପକାଇବା ନାହିଁ ଓ କାନ ଜନିତ ସମସ୍ୟା ଦେଖା ଦେଲେ ତୁରନ୍ତ ଡକ୍ଟର ଙ୍କ ପାଖକୁ ଯିବା |ତେବେ ଏହା ଥିଲା କାନ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment