Odisha News Portal

କାନ୍ଦିବାର ଦିନ ହେଲା ଶେଷ ଆଉ ମାତ୍ର 24 ଘଣ୍ଟା ପରେ ଏହି 5ଟି ରାଶି ହେବାକୁ ଯାଉଛନ୍ତି କୋଟିପତି !

ପ୍ରଭୁ ଶନିଦେବଙ୍କର ନାମ ଶୁଣିବା ମାତ୍ରେ ହିଁ ଡର ଲାଗିଥାଏ ଏବଂ ଖୁସି ମଧ୍ୟ ଲାଗିଥାଏ । କାରଣ ଶନି ଦେବ କାହାକୁ ମଧ୍ୟ ରଙ୍ଗର ରାଜା କରିବାରେ ଡେରି କରନ୍ତି ନାହିଁ । ଏହା ସହିତ ଯଦି ଆପଣଙ୍କ ଉପରେ ରାଗିଯିବେ ତ ଶୀଘ୍ର ଦରିଦ୍ର ମଧ୍ୟ ବନେଇ ଦିଅନ୍ତି । ମାତ୍ର ଯଦି ଶନି ଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ତ ଆପଣଙ୍କର ଆକସ୍ମିକ ଧନଲାଭ ହୋଇଥାଏ । ଏହା ସହିତ ମଧ୍ୟ ବେପାରରେ ମଧ୍ୟ ଲାଭ ହୋଇଥାଏ । ଚଳିତ ମାସରେ ଶନି ଦେବ ମାର୍ଗୀ ହେବାକୁ ଯାଉଛନ୍ତି । ଯାହାର କାରଣରୁ କେତୋଟି ରାଶିର ଅତ୍ୟନ୍ତ ଲାଭ ହେବ । ଶନି ଦେବ ଏମାନଙ୍କ ଜୀବନରେ ଖୁସି ଭରିଦେବେ । ଆପଣଙ୍କର ଜୀବନର ସମସ୍ତ ସମସ୍ୟାକୁ ଦୂରେଇ ଦେବେ । ତେବେ ଆସନ୍ତୁ ଜାଣିବା କି ସେହି ବାଗ୍ୟସାଲୀ ରାସି ଗୁଡିକ କଣ କଣ ଅଟନ୍ତି ।

1–ତୁଳା ଏବଂ କୁମ୍ଭ

ଏହି ରାଶିର ଲୋକମାନଙ୍କୁ ବହୁତ ଶୀଘ୍ର ହିଁ ଲାଭ ପ୍ରାପ୍ତ ହେବାର ଅଛି ମିତ୍ର ମାନଙ୍କ ସହଯୋଗରୁ କୌଣସି ବଡ କାର୍ଯ୍ୟ ସମ୍ଭବ ହେବ । ଆପଣ ମାନେ ଦୂର ଯାତ୍ରା କରିପାରନ୍ତି ଯାହା ଆପଣ ମାନଙ୍କ ପାଇଁ ଶୁଭ ହେବ । ଅଚାନକ ଧନ ପ୍ରାପ୍ତ ହେବାକୁ ଯାଉଛି । ଆଚାନକ ହିଁ ଅଟକି ରହଥିବା ଧନ ମିଳିବାକୁ ଲାଗିବ । କୁମ୍ଭ ରାଶି ଉପରେ ଶନି ଦେବ ପ୍ରସନ୍ନ ରହୁଛନ୍ତି ।

ଆପଣ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟାପାର ସହିତ ଜଡିତ ଲୋକମାନଙ୍କୁ ଆର୍ଥିକ ଧନ ଲାଭ ହେବାର ଯୋଗ ବନୁଅଛି । ଶନି ଦେବ ଆପଣ ମାନଙ୍କ ସମସ୍ତ କଷ୍ଟକୁ ଦୂର କରିବେ । ଲଭ ଲାଇଫ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିପାରେ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ମାନଙ୍କର ଅନ୍ତ ଘଟିବ । ଆପଣ ମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି ।

2–ସିଂହ ଏବଂ ବୃଷ


ଶନି ଦେବଙ୍କର କୃପାରୁ ଆପଣଙ୍କୁ ଚାକିରୀ ଏବଂ ବ୍ୟବସାୟରେ ବହୁତ ବଡ ସଫଳତା ପ୍ରାପ୍ତ ହେବ । ଚିକିତ୍ସା ଏବେ କାନୁନକୁ ଜଡିତ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଆପଣ ମାନେ ଚାହିଁବେ ତ ଏହି ସମୟରେ ଯୋଜନାର ଯାତ୍ରା ମଧ୍ୟ ବନେଇ ପାରିବେ । ସମାଜରେ ଆପଣ ମାନଙ୍କର ମାନ ସମ୍ମାନ ବଢିବ । ଏହା ସହିତ ପରୋପକାର କରିଲେ ଆପମ ମାନଙ୍କ ପାଇଁ ତାହା ବହୁତ ହିଁ ଭଲ ହେବ ।

3–ବିଛା ରାଶି


ଆପଣ ମାନଙ୍କୁ ଶନି ଦେବଙ୍କ କୃପାରୁ ଏହି ସମୟରେ ସଫଳତା ମିଳିବାର ଯୋଗ ବନୁଆଛି । ବ୍ୟାପାରରେ ବା ବାଣିଜ୍ୟରେ ହଠାତ ଧନଲାଭ ହେବାର ଯୋଗ ରହିଛି । ଆପଣ ମାନଙ୍କର ଯେଉଁ ଆର୍ଥିକ ସମସ୍ୟା ରହିଛି ତାହା ଏବେ ଦୂର ହୋଇଯିବ । ଏହି ସମୟରେ ଆପଣ ମାନଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି । ଆପଣ ମାନେ ଧ୍ୟାନ ସହକାରେ ସମସ୍ତ କାର୍ଯ୍ୟ କରିବା ଦରକାର । ଯାହା ଦ୍ୱାରା ଆପଣ ମାନଙ୍କୁ ସଫଳତା ପ୍ରାପ୍ତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।