Odisha News Portal

ହେ ଭଗବାନ ! କାନ୍ଦିଲା ପୂରା ଗାଁ ଏକାଥରେ ଜଳିଲା ୫ ଜୁଇ, ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସି ଯିବ….

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଘଟଣା ଗୁଡିକ ମଧ୍ୟରେ କେତେକ ଘଟଣା ଆମକୁ ଖୁସି ଦେଉଥିବା ବେଳେ ଆଉ କେତେକ ଘଟଣା ଏମିତି ଅଛି ଯାହା ଆମ ମନରେ ଆଣିଦେଇଥାଏ ଦୁଃଖ | ତେବେ ସେହିଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଉଛି କି ଏକ ସଡ଼କ ଦୁର୍ଘଟଣା ରେ ଗୋଟିଏ ଗାଁ ରେ ପାଞ୍ଚ ପାଞ୍ଚ ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି | ଆଉ ଗୋଟିଏ ଗାଁ ରେ ଗୋଟିଏ ସାଙ୍ଗରେ ପାଞ୍ଚଟି କୋକେଇ ଉଠିଛି | ତାହେଲେ ଆସନ୍ତୁ ସେହି ଛାତିଥରା, ଦୃଦୟ ବିଦାରକ ଦୃଶ୍ୟ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ସୂଚନା ମିଳିଛି କି ଅର୍ଥ ଉପାର୍ଜନ ପାଇଁ ନୂଆ ଅଟୋ କିଣିକି ଯାଉଥିଲେ ଗୋଟିଏ ଗାଁ ରୁ 5 ଜଣ ଲୋକ | ଆଉ ଯେଉଁଥିରେ ଜଣା ପଡିଛି କି ଅଟୋ ରେ ଯାଉଥିବା ସମୟରେ କାମାକ୍ଷା ନଗର ନାମକ ସ୍ଥାନରେ ଘଟିଥିଲା ସଡ଼କ ଦୁର୍ଘଟଣା | ଆଉ ଯେଉଁ ଦୁର୍ଘଟଣା ରେ ଟ୍ରକ ଟି ଆସିକି ଧୋକା ଦେଇଥିଲା ଅଟୋ ଟିକୁ | ଆଉ ଯାହା ଫଳରେ ଅଟୋ ଟି ସମ୍ପୂର୍ଣ୍ଣ ଭାବରେ ଚାଲିଯାଇଥିଲା ଟ୍ରକ ର ଚକ ତଳକୁ | ଆଉ ଯେଉଁଥିରେ ଅଟୋ ରେ ଯାଉଥିବା 5 ଜଣ ଲୋକଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଯାଇଥିଲା |

ତେବେ ଏଭଳି ଏକ ଅଭାବ ନିୟ ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି | ଆଉ ଯେଉଁ ଦୁର୍ଘଟଣା ରେ ପାଞ୍ଚ ଟି ପରିବାର ତାର ରୋଜଗାର କ୍ଷମ ଲୋକଙ୍କୁ ହରାଇଛି | ଆଉ ଯାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଅଟେ | କାରଣ ଗୋଟିଏ ଗାଁ ରେ ପାଞ୍ଚ ପାଞ୍ଚ ଟି କୋକେଇ ଜଳିବାକୁ ଲାଗିଛି | ଆଉ କେଉଁଠି ପରିବାର ଟି ତାର ବାପା ଙ୍କୁ ହରାଇଥିବା ବେଳେ, କେଉଁ ପରିବାର ତାର ଭାଇ , ଆଉ କେଉଁ ପରିବାର ଟେ ସ୍ତ୍ରୀ ତାର ସ୍ୱାମୀ ଙ୍କୁ ହରାଇ ଦୁଃଖ ଭୋଗୁଛି |

ତେବେ ଏଭଳି ଏକ ଘଟଣା ଟି ଯିଏ ବି ଶୁଣୁଛି ତାର ଆଖିରେ ପାଣି ଆସି ଯାଉଛି | ଆଉ ମନରେ ଆଶା ଥିଲା କିଛି ଟଙ୍କା ରୋଜଗାର କରିବେ ପରିବାର କୁ ଟିକିଏ ଭଲରେ ରଖିବେ | କିନ୍ତୁ ସେମାନଙ୍କର ସମସ୍ତ ଆଶା ଆଶାରେ ହିଁ ରହି ଗଲା | ଆଉ ଗୋଟିଏ ଝଟକା ରେ ଚାଲିଗଲା ଗୋଟିଏ ଗାଁ ର ପାଞ୍ଚ ଜଣଙ୍କର ନିରୀହ ଜୀବନ | ଆଉ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ଆଉ ଏହି ଘଟଣା କୁ ଯିଏ ବି ଶୁଣୁଛି ତାର ଛାତି ଥରି ଉଠୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।