କାନ୍ଦ_ଲାଗୁଛି_ଏ_ଦୃଶ୍ୟ_ଦେଖି “ପାଣି ଥାଇ ବି ମରୁଭୂମି ପାଲଟିଛି ମହାନଦୀ, କାନ୍ଦ ଲାଗୁଛି ଏ ଦୃଶ୍ୟ ଦେଖି “… ଡେ଼ଇଖାନ୍ତୁ Video

ସମୟ ଏମିତି ବିଭିନ୍ନ ସମୟରେ କିଛି ନା କିଛି ଘଟଣା ସୋସିଆଲ ମିଡ଼ିଆରେ ଆପଣ ଙ୍କ ପାଖରେ ପହଞ୍ଚି ଥାଏ। ଆଉ ପାଣି ଏମିତି ଏକ ଜିନିଷ ଯାହା ସମସ୍ତଙ୍କର ଜୀବନ ଶୈଳୀ ଭିତରେ ଆବଶ୍ୟକ ପଡିଥାଏ। ଆଉ ଏବେ ମହାନଦୀ ର ଏହି କରାଳ ରୂପ ସାମ୍ନାକୁ ଆସିଛି ଯାହା ଆପଣ ମାନେ ଏଠାରେ ଜଣେ ବ୍ୟକ୍ତିଙ୍କର ମୁହଁରୁ ଶୁଣି ପାରିବେ। ଏହିଠାରେ ଏକ ଘଟଣା ସୋସିଆଲ ମିଡ଼ିଆରେ ବହୁଳ ଭାଵରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ଏହି ଭିଡ଼ିଓ ରେ ଆମ ରାଜ୍ୟର ବଡ଼ ନଦୀ ସମ୍ପର୍କରେ କିଛି ଜାଣିବାକୁ ମିଳିଛି। ଆପଣ ମାନେ ତ ଜାଣିଥିବେ ମହାନଦୀ ସମ୍ପର୍କରେ ଯାହା ହେଉ ଅଳ୍ପ ବହୁତ।

ହେଲେ ସେହି ନଦୀ ଏତେ ବଡ଼ ଯେ ସେଥିରେ ଡ୍ୟାମ ମଧ୍ୟ କରା ଯାଇଛି ଯାହା ଆପଣ ମାନେ ଜାଣିଥିବେ। ବିଭିନ୍ନ ସମୟରେ ଏହି ନଦୀ କୁ ନେଇ ଅନେକ ବିବାଦ ମଧ୍ୟ ଦେଖା ଯାଇଥାଏ ଯାହା ସବୁ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଥାଏ। ଆଉ ଏବେ ସେହି ଘଟଣା କୁ ନେଇ ବିଭିନ୍ନ ମହଲ ରେ ମଧ୍ୟ ନିନ୍ଦା କରିଥିବାର ନଜରକୁ ଆସିଥାଏ। ଏହି ଭିଡ଼ିଓ ଟିରେ ଜଣେ ବ୍ୟକ୍ତି ଏମିତି କିଛି କହିଛନ୍ତି ମହାନଦୀ କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ମହାନଦୀ ରେ କିଛି ବର୍ଷ ପୂର୍ବେ ଛତିଶଗଡ଼ ରେ ଏକ ଡ୍ୟାମ ହୋଇଥିଲା ଯାହା କୁ ନେଇ ବିବାଦ ବିଭିନ୍ନ ସମୟରେ ସ୍ୱର ଉଠିଥାଏ ଯାହା କୁ ନେଇ ସୋସିଆଲ ମିଡ଼ିଆରେ ବହୁଳ ଭାଇରଲ ହୋଇଥାଏ। ଏବେ ଏଠାରେ ପାଣି କୁ ନେଇ ବିଭିନ୍ନ ମହଲ ରେ ବିଭିନ୍ନ ସମୟରେ ବିବାଦ ଦେଖା ଦେଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ମହାନଦୀ ଯଦି ପାଣି ଶୁଖି ଯାଏ ତେବେ ବିଭିନ୍ନ ଅସୁବିଧା ମଧ୍ୟ ସମ୍ମୁଖୀନ କରିବାକୁ ପଡିବ ଯାହା ସମସ୍ତଙ୍କୁ ଜଣା ପଡିଛି। ସେହି ଘଟଣା କୁ ନେଇ ବିଭିନ୍ନ ସମୟରେ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ମଧ୍ୟ ହୋଇଥାଏ।

ଏହି ଭିଡ଼ିଓ ରେ ଜଣେ ବ୍ୟକ୍ତି ଏମିତି କିଛି କହିଛନ୍ତି ମହାନଦୀ ର ଏମିତି ଅବସ୍ଥା ଦେଖି ଯାହା ଅତି ଶୋଚନୀୟ ହୋଇ ପଡିଛି।ଆଉ ଏବେ ସେହି ମହୀନଦୀ ର ଏମିତି ପରିସ୍ଥିତି ଦିନେ ଦେଖିବାକୁ ପଡିବ ବୋଲି କେହି ଭାବି ନଥିବେ ଯାହା ଏଠାରେ ସେହି ମହାନ ବ୍ୟକ୍ତି ଜଣଙ୍କ କହିଛନ୍ତି। ଆଉ ମହାନଦୀ ରେ ଜଳ ଭଣ୍ଡାର ରହିଛି ହେଲେ ଓଡିଶା ରେ ନାହିଁ ସବୁ ଛତିଶଗଡ଼ ରେ ରହିଛି ଯାହା ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି। ଆଉ ମହାନଦୀ ଏପଟେ ପୁରା ମରୁଭୂମି ପରି ହୋଇ ଗଲାଣି।ଆଉ ଶୁଖିଲା ହୋଇ ଧୀରେ ଧୀରେ ପାଣି ର ଅଭାବମଧ୍ୟ ସୃଷ୍ଟି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment