କନ୍ନଡ଼ ସୁପରଷ୍ଟାର Puneeth Rajkumar ନିଜ ପୁଅ ଝିଅ ସହିତ ବିତାଇଥିବା ଶେଷ ଭିଡ଼ିଓ, ସୋସିଆଲ ମିଡ଼ିଆ ରେ ହେଉଛି ଭାଇରାଲ…ଦେଖନ୍ତୁ ଭିଡ଼ିଓ

ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ହେଉ ବା ଜଣେ ଯେତେ ବଡ଼ ସେଲିବ୍ରେଟି ହେଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ହେଲେ ବି ଅଟକାଇ ପାରନ୍ତି ନାହିଁ। ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଇଥାଉ, ମୃତ୍ୟୁ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ପୁନିତ ରାଜ କୁମାର, ମୃତ୍ୟୁ ପୂର୍ବରୁ ତାଙ୍କ ପୁଅ, ଝିଅ ଓ ପରିବାର ଲୋକ ମାନଙ୍କ ସହିତ ସମୟ ବିତେଇଥିବା ଭିଡ଼ିଓ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ କନ୍ନଡ଼ ପାୱାର ଷ୍ଟାର ପୁନିତ ରାଜ କୁମାର ଜିମରେ ଏକ୍ସରସାଇଜ କରୁଥିବା ସମୟରେ ତାଙ୍କ ଛାତିରେ ଖୁବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରର ବିକ୍ରମ ମେଡିକାଲରେ ନେଇ ଭର୍ତ୍ତି କରା ଯାଇ ଥିଲା ଓ ସେଠାରେ ଡାକ୍ତର ତାଙ୍କ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କର ଏହି ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ସେ ଜଣେ ଭଲ ଅଭିନେତା ଥିଲେ ଓ ସେ ସୁନ୍ଦର ଅଭିନୟ କରିବା ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରି ରହି ଯାଇଛନ୍ତି। ତାଙ୍କୁ ଦର୍ଶକ ମାନେ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି। ସେ ପର ଉପକାରୀ ବ୍ୟକ୍ତି ଥିଲେ ଓ ସେ କାହାରି ଦୁଃଖ ଦେଖି ସହି ପାରନ୍ତି ନାହିଁ ଓ ଅନ୍ୟ ମାନଙ୍କୁ ସବୁବେଳେ ସାହାଯ୍ୟ କରିବା ପାଇଁ ଆଗକୁ ଚାଲି ଆସି ଥାଆନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁଅ ଓ ଝିଅଙ୍କ ଓ ପରିବାର ସହିତ ମିଶି ଏକ ଲାଷ୍ଟ ଭିଡ଼ିଓ ସେମାନଙ୍କ ସହିତ ବନାଇ ଥିଲେ। ସେଥିରେ ସେ ତାଙ୍କ ପରିବାର ଲୋକ ମାନଙ୍କ ସହିତ ବହୁତ ଖୁସିରେ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି।

ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଦେଖି ତାଙ୍କ ପୁଅ,ଝିଅ ଓ ପରିବାର ଲୋକ ମାନେ ମନେ ପକାଇ ତାଙ୍କୁ ବହୁତ ମନ ଦୁଃଖ କରିବା ସହିତ କାନ୍ଦି ପକାଇଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ତାଙ୍କ ପ୍ରସଂଶକ ମାନେ ମଧ୍ୟ ଦେଖି ଦୁଃଖରେ ଭାଙ୍ଗି ପଡିବା ସହିତ ତାଙ୍କ କଥା ସବୁ ମନେ ପକାଇ କାନ୍ଦୁଛନ୍ତି। ଭଗବାନଙ୍କ ନିକଟରେ ଏତିକି ପାର୍ଥନା, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment