Odisha News Portal

କାନରେ ପାଣି ପଶିଗଲେ କ’ଣ କରିବେ ! Dr. Smita Surana

ମଣିଷ ଶରୀର କର୍ଣ୍ଣ ହେଇଛି ଏପରି ଗୋଟିଏ ଅଙ୍ଗ ଯାହା ଦ୍ଵାରା ଆମେ ଅନ୍ୟ କେହି କହୁଥିବା କଥା ଶୁଣିପାରୁ, ଯଦି ଏହି କର୍ଣ୍ଣ ଟି ଆମର ଖରାପ ହେଇଯାଏ ତାହାଲେ ଆପଣ ମାନେ ଭାବିଛନ୍ତି କଣ କରିବେ କଣ ହବ ଆମର ଅସୁବିଧା ତାହାଲେ ଆସନ୍ତୁ ଜାଣିବା କାନରେ ପାଣି ପୋସିଗିଲେ କଣ କରିବା ଦରକାର ବୋଲି ଡ଼କ୍ଟର ଦୀପ୍ତିମାନ ବଳିୟାର ସିଂହ କହିଛନ୍ତି |

କାନ ରେ ପାଣି ପୋଷିବା ଆମ ପାଇଁ ଗୋଟିଏ ସାଧାରଣ କଥା ହେଲେ ବି ଏହାକୁ ସାଧାରଣ ଭାବିବା ଠିକ ନୁହଁ କାରଣ, ମଣିଷ ଶରୀର କାନ ଏପରି ଏକ ଅଙ୍ଗ ଯାହା ଦ୍ୱାରା ଆମେ ଶୁଣିପାରୁ, ତାହାଲେ ଦର୍ଶକ ବନ୍ଧୁ ଆପଣ କେବେ ଭାବିଛନ୍ତି ଯଦି ଆପଣଙ୍କ ର କୌଣସି କାରଣ ରୁ ଆପଣଙ୍କୁ ଶୁଭାଗଲାଣି ତାହେଲେ ଆପଣ ନିଶ୍ଚୟ ଭାବିବେ କଣ ପାଇଁ ଏମିତି ହୋଉଛି, ସେଥିପାଇଁ ପାଇଁ କୁହା ଯାଉଛି କି ଆମ ଶରୀର ପ୍ରତେକ ଅଙ୍ଗ ର ସଠିକ ଧ୍ୟାନ ନିୟନ୍ତୁ |

ଆମେ ସାଧାରଣତଃ ପୋଖରୀରେ ଗାଧେଇଲା ବେଳେ ବା କୌଣସି କାରଣ ରୁ ଆମ କାନ ରେ ପାଣି ପଶିଯାଇଥାଏ, ପାଣି ପୋଷିବାର କିଛି ସମୟ ପରେ ଆମେ ତାକୁ କେମିତି ବାହାର କରିବୁ ସେ କଥା ଚିନ୍ତା କରିଥାଉ ଓ ବିଭିନ୍ନ ପ୍ରକାରର ଚେଷ୍ଟା ମଧ୍ୟ କରିଥାଉ ପାଣି ବାହାର କରିବା ପାଇଁ, ଏମିତି କି ଏର ଷ୍ଟିକ, ଯେକୌଣସି ପର, ଏମିତି ଯିଏ ଯେମିତି ଉପାୟ ପାଇଲା ସେ ସେ ଉପାୟ ଅବଳମ୍ବନ କରିଥାଏ, ହେଲେ ପ୍ରକୁତ ରେ ଏମିତି କରିବା ଆଦୁ ଉଚିତ ନୁହେଁ, ଏହା କରିବା ଦ୍ୱାରା କାନ ରେ ଫୁଂଗସ ତିଆରି ହେଇଥାଏ ଯାହା ଦ୍ୱାରା କାନ, ପଚିବା, କାନ ରୁ ପାଣି ବାହାରିବ ଭଳି ସମସ୍ୟା ଦେଖା ଦେଇ ଥାଏ, ଓ ଏମିତି ହେଲେ ସାଧାରଣ ଲୋକ ମାନେ ପ୍ରଥମେ କାନ ରେ ତେଲ ଦେଇଥାନ୍ତି ଯାହା କି ଆଦୁ କରିବା କଥା ନୁହଁ, ଏମିତି କରିବା ଦ୍ୱାରା କାନ ରେ ଫଙ୍ଗୋସ ତିଆରି ହେଇଥାଏ ଯାହା ଦ୍ୱାରା ସେ କାନ କୁ ପାଚିବାରେ ସାହାଯ୍ୟ କରେ | ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କର କାନ ର ନଳୀ ପ୍ରଶସ୍ଥ ଥାଏ ଯାହା ଦ୍ୱାରା କାନ ରେ ପାଣି ଅତି ସହଯୋରେ ପୋଷି ଯାଇଥାଏ ବୋଲି କୁହାଯାଏ|

ତେଣୁ ଦର୍ଶକ ବନ୍ଧୁ କୌଣସି କାରଣ ରୁ ଯଦି ଆପଣଙ୍କ କାନ ରେ ପାଣି ପୋସିଗଲା ପରେ ଯଦି କାନ ରେ କିଛି ଅସୁବିଧା ଆପଣ ଅନୁଭବ କରୁଛନ୍ତି ତାହାଲେ ଡ଼କ୍ଟର ଙ୍କ ପରାମର୍ଶ ନିୟନ୍ତୁ, ଅଯଥା ରେ କାନ ରେ, ଏଆର ଷ୍ଟିକ, ପର ବା ତେଲ ଛାଡ଼ନ୍ତୁନି ଯାହା ଦ୍ୱାରା ଆପଣଙ୍କ କାନ ର ଶ୍ରବଣ ଶକ୍ତି ହୋରେଇ ପାରନ୍ତି ବୋଲି କହିଛନ୍ତି ଡ଼କ୍ଟର ଦୀପ୍ତିମାନ ବଳିୟାର ସିଂ, ଓ ଅନ୍ୟ ବେଶେଷଂଜ୍ଞ ମାନେ ତେଣୁ କରି ଡ଼କ୍ଟର ଙ୍କ ବିନା ପରାମର୍ଶ ରେ ବାହାରୁ କୌଣସି ଔଷଧ କାନ ରେ ଛାଡ଼ନ୍ତୁ ନାହଁ ଯାହା ଦ୍ୱାରା ଆପଣ ଅସୁବିଧା ରେ ପଡିବେ | ଏମିତି ସମସ୍ତ କଥା ଜାଣିବା ପାଇଁ ଆମ ଲେଖା କୁ ପଢନ୍ତୁ ଧନ୍ୟବାଦ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।