ହଁ ଦର୍ଶକ ବନ୍ଧୁ ବେଳେ ବେଳେ ମଣିଷ ନିଜର ଇଚ୍ଛା କୁ ପୂରଣ କରିବା ପାଇଁ ନୂଆ ନୂଆ ଟେକନାଲୋଜି ର ବ୍ୟବହାର କରୁଛି | ଏହା ବ୍ୟତୀତ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ଆଜି କାଲି ଲୋକ ମାନେ ସୁନ୍ଦର ସୁନ୍ଦର ଭୟଙ୍କର ସ୍ଥାନରେ ଫୋଟ ସୁଟ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି | ଏହା ସହିତ ବିବାହ ପୂର୍ବରୁ ଆଜି କାଲି ଯୁବକ ଆଉ ଯୁବତୀ ମାନେ ଫୋଟ ସୁଟ କରିଥାନ୍ତି | ମିଳିଥିବା ସୂଚନା ଅନୁସାରେ ସେହିଭଳି ଫୋଟ ସୁଟ କରୁଥିବା ସମୟରେ ହଠାତ ମାଡ଼ି ଆସିଥିଲା ଝରଣା ପାଇଁ | ଆଉ ଯୁବକ ଓ ଯୁବତୀ ଙ୍କ ସହିତ କ୍ୟାମେରା ମେନ କୁ ଭୋସେଇ ନେଇଥିବା କଥା ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
କେତେବେଳେ କାହା ପାଖକୁ କାଳ ଗୋଟେଇ ଆସିବ ସେ କଥା କିଏ ବା କହି ପାରିବ | ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ରାଜସ୍ଥାନ ରେ | ଆଉ ସେଠାରେ ଦୁଇ କପୁଲ ଝରଣା ମଝିରେ ଫଟୋ ଉଠାଉ ଥିବା ସମୟରେ ହଠାତ ପାଣି ଦୁହିଁଙ୍କ ଆଡ଼କୁ ମାଡ଼ି ଆସି ଥିଲା ଯାହାଦ୍ୱାରା ପରିସ୍ଥିତି ଭୟଙ୍କର ହୋଇ ଯାଇଥିବା କଥା ମଧ୍ୟ କୁହାଯାଉଛି | ତେବେ ସେହି ଦୁଇ କପୁଲ ପ୍ରି ୱେଡିଙ୍ଗ ସୁଟ ପାଇଁ ଆସିଥିଲେ ବୋଲି କୁହାଯାଇଛି |ଆଉ ଯାହା କୁହାଯାଇଛି କି ରାଜସ୍ଥାନର ଚିତର ଗଡ଼ ସହରର କୋଟାରେ ରେ ବାସ କରୁଥିବା ଆଶିଷ ଗୁପ୍ତା ଙ୍କ ସହିତ ଶିଖ ପ୍ରାବଧ ଘାଟ ସହରରେ ଥିବା ଏକ ଝରଣା ପାଖକୁ ସୁଟିଂ ପାଇଁ ଯାଇଥିଲେ |
ଆଉ ଯାହା କୁହାଯାଉଛି କି ଯେତେବେଳେ ସେମାନେ ଫୋଟ ସୁଟ କରୁଥିଲେ ସେତେବେଳେ ରାଣାପ୍ରତାପ ସାଗରରେ ଥିବା ଡ୍ୟାମର ଗେଟ ଖୋଲି ଦିଆ ଯାଇଥିଲା | ଆଉ ଯାହା ଫଳରେ ଝରଣା ର ପାଣି ଦ୍ରୁତ ଗତିରେ ଅଧିକ ପରିମାଣରେ ମାଡ଼ି ଆସିଥିଲା |ଆଉ ଯାହା ଫଳରେ ସେହି ପାଣି ର ସ୍ରୋତ ରେ ଉଭୟ ଯୁବକ ଯୁବତୀ ଙ୍କ ସହିତ କ୍ୟାମେରା ମେନ ମଧ୍ୟ ଭାସି ଯାଇଥିଲେ | ଆଉ କଷ୍ଟେ ମଷ୍ଟେ କ୍ୟାମେରା ମେନ ଜଣଙ୍କ ଉପରକୁ ଉଠି ପୋଲିସ ପାଖକୁ ଯାଇ ଘଟଣା ବିଷୟରେ ଖବର ଦେଇଥିଲେ |
ତେବେ ପୋଲିସ ସମସ୍ତ ଘଟଣା ର ଖବର ପାଇବା ପରେ ଉଦ୍ଧାର କାରୀ ଟିମ କୁ ନେଇକି ଯୁବକ ଯୁବତୀ ଙ୍କୁ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଥିଲେ | ଆଉ ସେମାନଙ୍କୁ ଉଦ୍ଧାର ମଧ୍ୟ କରିଥିଲେ ଭାସି ଯାଉଥିବା ଅବସ୍ଥାରେ | ତେବେ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।