କାଲି ରାତିସାରା ଆମେ ନଶୋଇ… ଦେଖନ୍ତୁ Video

ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଘଟଣା ଦେଖିବା ପାଇଁ ପାଉଥିବେ। ପ୍ରତିଦିନ ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ହତ୍ୟା, ଡ଼କାୟତ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଧିରେ ଧୀରେ ଆମ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି।ବିଶେଷ କରି ଅନ୍ୟ ସ୍ଥାନ ଅପେକ୍ଷା ଆମ ରାଜ୍ୟ ଓଡ଼ିଶାରେ ଅନେକ ଏଭଳି ଘଟଣା ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିବା ମାତ୍ରେ ଆପଣ ବି ଆଶ୍ଚର୍ଯ୍ୟ ହେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସାବିତ୍ରୀ ଓଷା ଦିନ ସ୍ତ୍ରୀ କୁଆଡେ ପଳେଇ ଯାଇଥିଲା।

ତେବେ ବର୍ତ୍ତମାନ ସମୟରେ ବୋହୂ ଘରକୁ ଫେରିଛି। ଆଉ କାଲି ରାତି ଗୋଟେ ଯାଇଛି ସେ ନିଜେ କଣ କହୁଛନ୍ତି ଆସନ୍ତୁ ଜାଣିବା। ନିକଟରେ ଏକ ଘଟଣା ଘଟି ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଚର୍ଚ୍ଚା ଧରିଥିଲା। ସେହି ଘଟଣା ଟିରେ ଦୁଇ ପ୍ରେମୀ ଯୁଗଳ ପ୍ରେମ କରିବା ପରେ ଵିଵାହ କରିବା ନେଇ ନିଷ୍ପତ୍ତି ନେଇଥିଲା ଯାହା ଜାଣିବାକୁ ମିଳିଛି। ଦୁହିଙ୍କ ପରିବାର ସହମତି ରେ ମଧ୍ୟ ବିବାହ କରି ନ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରି ଦୁହେଁ ମିଶି କରି ଥିଲେ ଯାହା ଶୁଣିବାକୁ ମିଳିଛି ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀ ସ୍ତ୍ରୀ କି ଛାଡିବାକୁ କଲେଜ କୁ ଯାଇଥିବା ବେଳେ ସ୍ତ୍ରୀ ସେଠାରେ ଫେରାର ହୋଇ ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଥିଲା।

ଏବେ ଏଠାରେ ସେହି ଯୁବତୀ ଜଣଙ୍କ ପୁଣି ଥରେ ତାଙ୍କ ସ୍ୱାମୀ ପାଖକୁ ଫେରି ଆସିଛନ୍ତି ଯାହା ଏବେ ଦେଖିବାକୁ ମିଳିଛି। ଆଉ ସେହି ଯୁବତୀ ଜଣଙ୍କ ବର୍ତ୍ତମାନ ବହୁତ ଖୁସି ଥିବା ନେଇ କିଛି ଏଠାରେ କହିଛନ୍ତି। ଆଉ ମଧ୍ୟ ସେ ଏତେ ଦିନ ଛାଡି ସାଡେ ରହି ଯାଇଥିଲେ ଯାହା ସବୁ ଘଟି ଯାଇଛି ସେ ସମ୍ପର୍କରେ ଏଠାରେ ସେ କିଛି କହିଛନ୍ତି ଯାହା ସୂଚନା ଯୋଗ୍ୟ। ଆଉ ସେ ଆସିବାପରେ ତାଙ୍କ ଶଶୁର ଘର ର ସମସ୍ତେ ବହୁତ ଖୁସି ଥିବା ନେଇ ଏଠାରେ ସ୍ତ୍ରୀ କହିଛନ୍ତି ଯାହା ଜାଣିବାକୁ ମିଳିଛି। ଆଉ ସେହି ଦିନ ଫେରାର ପରେ ଯାହା ସବୁ ଘଟି ଯାଇଛି ସେ ସମ୍ପର୍କରେ ଆସିବା ପରେ ନିଜ ସ୍ୱାମୀ ଙ୍କୁ ସବୁ ଜଣେଇଛନ୍ତି ଯାହା ଏବେ ଭାଇରଲ ଜୋର ଧରିଛି।

ଆଉ ନିଜର ସ୍ୱାମୀ,ଶଶୁର,ଶାଶୁ ଙ୍କୁ ପୁଣି ଥରେ ପାଇବା ପରେ ବହୁତ ଖୁସି ହୋଇ ଯାଇଛନ୍ତି ଏବଂ ସେମାନଙ୍କର ଦୁଃଖ ପୁଣି ଫେରି ଯାଇଛି ଯାହା ଏଠାରେ କହିଛନ୍ତି। ଯାହା ବି ହେଉ ସେହି ସଯୁବତୀ ଜଣଙ୍କ ଫେରିବା ପରେ ସମସ୍ତେ ମିଠା ଖାଇଛନ୍ତି ଏବଂ ତାଙ୍କର ପୁଣି ଖୁସି ଫେରି ଆସିଛି ଯାହା ସବୁ ଭିଡ଼ିଓ ଏବେ ଭାଇରଲ ହୋଇଛି। ଆଉ ସେହି ଘଟଣା ସମ୍ପର୍କରେ ସେହଜ ଯୁବତୀ ସବୁ ଜଣେଇଛନ୍ତି।।ତାଙ୍କ ସହିତ ଯାହା ସବୁ ଘଟି ଯାଇଛି ତାହା ସବୁ ସ୍ୱାମୀ ଙ୍କୁ ଜଣେଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ଙ୍କୁ ଅବଗତ କରିବା ସମ୍ପର୍କରେ ଠିକ ଭାବରେ କିଛି କହି ନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment