Odisha News Portal

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ଆସିଛି ସୁନା ରେଟ୍ କୁ ନେଇ , ଧନତେରସ ରେ ସରକାର ସସ୍ତା କଲେ ସୁନା ,ବହୁତ ମାତ୍ରାରେ ହ୍ରାସ ପାଇଛି…..

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ଆସିଛି ସୁନା ରେଟ୍ କୁ ନେଇ । ଯଦି ଆପଣ ମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଧନତେରସ ପୂର୍ବରୁ ସୁନା କିଣି ଆଣନ୍ତୁ । କାହିଁକି ନାଁ ଆପଣ ମାନଙ୍କ ପାଇଁ ବହୁତ ବଡ ଖୁସିର ଖବର ଯାହାକି ଧନତେରସ ରେ ସୁନା ଅଫର ଆସିଛି । ଧନତେରସ ରେ ସୁନା ଶସ୍ତା ହୋଇଛି । ତେବେ ଚାଲନ୍ତୁ ଜାଣିନେବା ଆଜିର ସୁନା ରେଟ୍ କେତେ ଅଛି ଆଉ କଣ ପୂରା ଡିଟେଲସ୍ । ତେବେ ସେଥିପାଇଁ ଆପଣ ମାନେ ଆମର ଏହି ଛୋଟିଆ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା ।


ଧନତେରସ ପୂର୍ବରୁ ସୁନା କିଣିଲେ ରିଷ୍ଠ ଖଣ୍ଡନ ହେବା ସହ ଶୁଭ ଲକ୍ଷଣ ବୋଲି ଅନେକ ଭାବନ୍ତି । ଏହି ଦିନରେ ସୁନା କିଣିବା ପାଇଁ ଲୋକମାନେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି । ତେବେ ଏହାରି ଭିତରେ ଗ୍ରାହକ ମାନଙ୍କ ପାଇଁ ଆସିଛି ଖୁସି ଖବର । ଧନତେରସ ପୂର୍ବରେ ଶସ୍ତା ହେବ ସୁନା ଦର ।

ଅର୍ଥାତ ଏଥର ଧନତେରସ ରେ କମ୍ ଦର ସୁନା କିଣିବା ପାଇଁ ମଉକା ଦେବେ ସରକାର । ଏଥିପାଇଁ ନଭେମ୍ବର 9 ତାରିଖ ରୁ କେନ୍ଦ୍ର ସରକାର ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ସାଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ । ଏହା ଦ୍ବାରା ଆପଣ ସିଧା ସଳଖ ସୁନା କିଣି ପାରିବେ ନାହିଁ ସତ କିନ୍ତୁ ଗ୍ରାମ ପିଛା ସୁନା ଦର ଅନୁସାରେ ଆପଣ ସେତିକି ପରିମାଣରେ ଟଙ୍କା ନିବେଶ କରି ପାରିବେ ।


ତେବେ ନିବେଶ ପାଇଁ ଏହା ସବୁ ଠାରୁ ଭୟ ସୁଯୋଗ ହୋଇ ପାରେ । ତେବେ ଏହି ସ୍କିମ୍ ରେ ଆପଣ ବଣ୍ଡ କିଣି ସେ ମାଧ୍ୟମରେ ନିବେଶ କରି ପାରିବେ । ବଣ୍ଡ ମାଧ୍ୟମରେ ଆପଣ ସର୍ବନିମ୍ନ ଏକ ଗ୍ରାମ ସୁନା ଦର ରୁ ଆରମ୍ଭ କରି ଏବଂ ସର୍ବାଧିକ 4 କିଲୋ ସୁନା ଦର ଅନୁସାରେ ଟଙ୍କା ନିବେଶ କରି ପାରିବେ , ଯାହାକି ବଜାର ମୂଲ୍ୟ ଠାରୁ ବହୁତ କମ୍ । ତେବେ ଏହାର ସମୟ ସୀମା ରହିବ 8 ବର୍ଷ । 8 ବର୍ଷ ପରେ ଆପଣ ବଜାର ଦର୍ ଅନୁସାରେ ସୁନାର ମୂଲ୍ୟ ଯାହା ଥିବ ସେତିକି ପରିମାଣରେ ଟଙ୍କା ପାଇଁ ପାରିବେ ।

ତେବେ ଗାଇଡ ଲାଇନ୍ ଅନୁସାରେ 5 ବର୍ଷ ପରେ ମଧ୍ୟ ଏହାକୁ ବନ୍ଦ କରି ପାରିବେ । ତେବେ ତରିଜର୍ଭ ବ୍ୟାଙ୍କର ଗାଇଡ୍ ଲାଇନ୍ ଅନୁସାରେ ଏଥର ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି 51 ହଜାର ଟଙ୍କାରେ ରହିଛି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ ।

ଅନଲାଇନରେ ଆବେଦନ କରୁଥିବା ଗ୍ରାହକ ମାନଙ୍କ ପାଇଁ ଗ୍ରାମ ପିଛା ଅଧିକ 50 ଟଙ୍କା ଲେଖାଏଁ ରିହାତି ମିଳିବ । ଅର୍ଥାତ ଅନଲାଇନ୍ କିମ୍ବା ନେଟ୍ ବ୍ୟାକିଂ ମାଧ୍ୟମରେ ଆବେଦନ କରୁଥିବା ଗ୍ରାହକ ମାନଙ୍କୁ 51,027 ଟଙ୍କା ଜମା କରିବାକୁ ପଡିବ । ଅବଧି ପୂରଣ ହେବା ପରେ ଗ୍ରାହକ ବଜାରରେ ସୁନା ଦାମ୍ ଅନୁଯାୟୀ ଯେତିକି ପରିମାଣରେ ଟଙ୍କା ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।