Odisha News Portal

ଦେଖନ୍ତୁ ଭିଡ଼ିଓ – କଳଙ୍କିତ ମାମୁଁ, ବାହା ନ ହୋଇ ଭାଣିଜୀଙ୍କ କୋଳରେ ୩ ଛୁଆ ! ମାମୁଁ ମୋତେ ପ୍ରେଗନେଣ୍ଟ କଲେ ଆଉ ମୋ ବାପା ମୋତେ……

ବେଳେବେଳେ ଏ ଦୁନିଆର କିଛି ଚରିତ୍ର ଆମକୁ ଅଜିବ ଧାରଣା ଦେଇଥାଏ। ସେତେବେଳେ ମଣିଷ ଦ୍ଵନ୍ଦ ରେ ପଡ଼ିଯାଏ କି ସେ କଣ କରିବ ଆଉ କଣ କରିବ ନାହିଁ। ଆମେ ଆଜି ଯେଉଁ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ ତାହା ସାଧାରଣରେ ବିଶ୍ବାସ କରିବା ସମ୍ଭବପର ନୁହଁ କାରଣ ଘଟଣାଟି କିଛି ସେହିପରି। ବାସ୍ତବରେ ଆମେ ସମସ୍ତେ ଜାଣିଛୁ ମାଆ ହେଉଛନ୍ତି ଭଗବାନ ଙ୍କ ର ଏହି ଦୁନିଆର ଶ୍ରେଷ୍ଠ ସୃଷ୍ଟି। ମାଆ ଏମିତି ଜଣେ ଚରିତ୍ର ଯିଏକି ତାର ଶିଶୁ ପାଇଁ କିଛି ବି କରିପାରେ ଏବଂ ଦୁନିଆ ସହିତ ଲଢେଇ କରି ତାର ଶିଶୁ କୁ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ନିଜ ଭିତରେ ରୋପଣ କରିଥାଏ।

ତେଣୁ ମା’ ର ସ୍ଥାନ କେହି ନେଇ ପାରିବା ସମ୍ଭବ ନୁହେଁ। ମାଆ ବିନା ବଞ୍ଚିବା, ମାଆ ବିନା ବଡ଼ ହେବା ବହୁତ କଷ୍ଟସାଧ୍ୟ ଏବଂ ଅସମ୍ଭବ ଭଳି ଲାଗିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଶୈଶବ ରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯେଉଁ ଜୀବନରେ ମାଆ ର ସ୍ନେହ ବୋଳା ହାତ ଦେହରେ ବାଜି ନାହିଁ ତାହେଲେ ସେ ଜୀବନର ମାନେ ଆଉ କିଛି ନାହିଁ। ଛୋଟ ପିଲାକୁ ବଡ଼ କରିବା, ତାର ଅଳି ଅଝଟ ସହି ତାକୁ ଲାଳନ ପାଳନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରିପକ୍ଵ କରାଇବା ଜଣେ ମାଆ ଦ୍ବାରା ହିଁ ସମ୍ଭବପର ହୋଇଥାଏ। ମାଆ ବିନା ଏସବୁ ଭାରି ମୁସ୍କିଲ ହୋଇପଡେ ଏବଂ ଯାହା ର ଜୀବନରେ ମାଆ ନାହିଁ ସେ ଜୀବନ ଅଧୁରା ହୋଇ ରହି ଯାଇଥାଏ।

ତେବେ ଏହି ମାଆ ଯିଏକି ନିଜର ସନ୍ତାନ ପାଇଁ ସବୁ କିଛି କରିବାକୁ ଚେଷ୍ଟା କରିଥାଏ ସବୁ ବାଧାବିଘ୍ନ ସହିବାକୁ ରାଜି ହୋଇ ଯାଇଥାଏ ସେହି ମାଆ ପୁଣି ନିଜ ସନ୍ତାନର ଅମଙ୍ଗଳ ଚାହିଁବା କଥା ଶୁଣିବା ପରେ ଏହା ସହଜରେ ପ୍ରାୟତଃ ବିଶ୍ୱାସ ହୋଇ ନଥାଏ। ସେହିପରି ଏକ ଘଟଣା ନିକଟରେ ଘଟିଛି। ଯେଉଁ ଘଟଣାରେ ନିଜ ଜନ୍ମ କରିଥିବା ମାଆ ନାମରେ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ। ଝିଅଙ୍କ ଅଭିଯୋଗ ଅନୁସାରେ ମାଆ ତାଙ୍କ ଭାଇଙ୍କ ସହ ଅର୍ଥାତ୍ ଝିଅର ମାମୁଁ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ସେ ତାଙ୍କ ମାମୁଁ ଙ୍କ ଘରେ ବହୁତ ଅତ୍ୟାଚାରିତ ଓ ନିଷ୍ପେସିତ ହୋଇ ରହୁଥିଲେ। ଏକଥା ମାଆ ଜାଣି ମଧ୍ୟ ପ୍ରତିବାଦ କରୁ ନଥିଲେ।ସବୁ କିଛି ଜାଣିବା ପରେ ମଧ୍ୟ ମାଆ ଜୋର୍ ଜବରଦସ୍ତି ତାଙ୍କ ଭାଇଙ୍କ ପାଖକୁ ଝିଅକୁ ପଠାଇ ଦେଉଥିଲେ। ସେଠାରେ ତାଙ୍କୁ ଘୋଡ଼ା ପରିସ୍ରା ପିଇବାକୁ ବାଧ୍ୟ କରା ଯାଉଥିଲା ଏବଂ ଗୋବର ପାଣିରେ ଗାଧୋଇ ଦିଆ ଯାଉଥିଲା। ଏସବୁ କୁ ସହ୍ୟ କରି ନପାରି ଶେଷରେ ଝିଅ ସେଠାରୁ ପଲାଇ ଆସି ଅଭିଯୋଗ କରିବା ସହିତ ତାଙ୍କ ସହିତ ଘଟିଥିବା ସବୁ କଥାକୁ ସେ ଗଣମାଧ୍ୟମ ସମ୍ମୁଖରେ ବଖାନିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।