ବେଳେ ବେଳେ ଏମିତି ଘଟଣା ସବୁ ଆଜି ପହଞ୍ଚି ଥାଏ ଯାହା ସୋସିଆଲ ମିଡ଼ିଆରେ ଦେଖିବା ପରେ ଦୁଃଖ ଲାଗିଥାଏ। ଆଉ ଏଠାରେ ସେହିପରି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ନଜରକୁ ଆସିଛି ଯାହା ଥିଲା ସେହି ସମୟରେ ଅତି ଦୁଃଖନୀୟ ଘଟଣା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଏହିଠାରେ ଭିଡ଼ିଓ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ମିଳିଛି। ଆଉ ଏବେ ଏକ ଅଭାବନୀୟ ଘଟଣା ଯାହା ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।
ଆଉ ଏଠାରେ ଏକ ଦୁଃଖଦ ଘଟଣା ସାରା ରାଜ୍ୟରେ ଖେଳି ଯାଇଛି ଯାହା ଅଳ୍ପକେ ବର୍ତ୍ତିଗଲା ଜୀବନ। ଏମିତି ସମୟ ଆସିବ ବୋଲି ସେମାନେ କେହି ଜାଣି ନଥିଲେ ଯାହା ଏମିତି କିଛି ଏଠାରେ ଘଟିଗଲା। ଏଠାରେ କାଳ ବୈଶାଖୀ ର କିଛି ତାଣ୍ଡବ ସେଠାରେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ଜୋର ଧରିଛି ଯାହା ଏଠି ଘଟି ଯାଇଛି। ଏଠାରେ ଦେଖିବାକୁ ମିଳିଛି କିଛି ଲୋକଙ୍କ ଦୁଃଖ ଘଟଣା ଯାହା ଅତି ଶୋଚନୀୟ ଅଵସ୍ଥା ଦେଖା ଦେଇଥିଲା। ଆଉ ଏଠାରେ ସମସ୍ତ ଲୋକ ମାନେ କାଳ ବୈଶାଖୀ ରେ ଫସି ଯାଇଥିଲେ ଯାହା ତାଙ୍କର ରହିଥିଲା ଖରାପ ର ସମୟ। ଆଉ ସମସ୍ତେ ଯାଇଥିଲେ ଚିଲିକା ଭିତରକୁ ମାଛ ଧରିବା ପାଇଁ ଶେଷରେ ତାଙ୍କ ସହିତ ଏମିତି କିଛି ଘଟିଗଲା ଯାହା ବୋଧ ହୁଏ ଆଗରୁ କେବେ ଘଟି ନଥିବ।
ଆଉ ସେହି ମାନେ ମାଛ ମାରିବା ପାଇଁ ଯିବା ସମୟରେ ସଂଗେ ସଂଗେ ଜୋର ରେ ପବନ ବହିଥିଲା ଏବଂ ସେମାନେ ସେହିଠାରେ ଡଙ୍ଗା ରୁ ଖସି ପଡ଼ିଥିଲେ ପାଣି ଭିତରକୁ ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ ଏଠାରେ। ଆଉ ସେଠାରେ ଅଧିକ ଲୋକ ମଧ୍ୟ ରହିଥିଲେ ଯାହା ଆପଣ ମାନେ ମଧ୍ୟ ଭିଡ଼ିଓ ରେ ନଜରକୁ ଆସିଥିବେ ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।
ଏଠାରେ କିଛି ଲୋକ ଜାଲ ନେଇ ଚିଲିକା ନଦୀ ଭିତରକୁ ଯାଇଥିଲେ ଡଙ୍ଗା ରେ ଆଉ ସେଠାରେ ମାଛ ଧରିବା ସମୟରେ ହଠାତ କାଳ ବୈଶାଖୀ ଆସି ପହଂଚି ଥିଲା ତାହା ପରେ ଏମିତି କିଛି ଘଟି ଯାଇଥିଲା। ଆଉ ସଂଗେ ସଂଗେ ଡଙ୍ଗା ଟି ପାଣି ଭିତରେ ଓଲଟି ଯାଇଥିଲା ଆଉ ସେମାନେ ସମସ୍ତେ ପାଣି ଭିତରେ ପଡି ଗଲେ ଏବଂ ପରେ ସେମାନେ ପହଁରି ପହଁରି କୁଳ କୁ ଆସିଥିଲେ ଯାହା ଥିଲା ସେମାନଙ୍କର ସଂଘର୍ଷ ପୂର୍ଣ୍ଣ ସମୟ। ଆଉ ତାଙ୍କର ସେହି ଘଟଣା ପରେ ବର୍ତ୍ତମାନ ତାଙ୍କର ଡଙ୍ଗା ସବୁକୁ ଖୋଜା ଚାଲିଛି ଯାହା ଏଠାରେ ଜାଣିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।