Odisha News Portal

ପୁଣି ଆସିଲା ନୂଆ ଖୁଲାସା ! କାହିଁକି ଏମିତି ଲେଖିଲେ ବର୍ଷା ? ପୁରା ଘଟଣା ଜାଣିଲେ ହୋସ ଉଡିଯିବ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଶୁଣିବା ପାଇଁ ମିଳିଥାଏ।ମଣିଷ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ବର୍ତ୍ତମାନର ଆଧୁନିକ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଏଥି ସହିତ ବିଶେଷ କରି ପରିବାର କଳହ ବେଶୀ ସମସ୍ୟା ଦେଖା ଦେଇଥାଏ। ମିଳୁଛି। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ। ଦୁନିଆରେ ଏପରି କୌଣସି ଲୋକ ନାହାନ୍ତି ଯେଉଁ ମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସି ନଥାଏ। କିନ୍ତୁ ବର୍ତ୍ତମାନ ସମାଜରେ ସବୁବେଳ ପାଇଁ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି। ଯେମିତି ସାଧାରଣ ମଣିଷଙ୍କର ସମସ୍ୟା ଆସିଥାଏ। ଠିକ ସେମିତି ଯେତେ ବଡ଼ କଳାକାର ହେଉ ପଛକେ ସେମାନଙ୍କ ନିକଟରେ ମଧ୍ୟ ସମସ୍ୟା ଦେଖା ଯାଇଥାଏ। ତେବେ ଠିକ ସେମିତି ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବୋଲି ସୂଚନା ରହିଛି। ତେବେ ସେ ଏଭଳି କାହିଁକି ଲେଖିଛନ୍ତି ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଗତ କିଛି ଦିନ ଧରି ହେବ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଛି, ଯାହାକି ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ତେବେ ସେ ଦୁଇ ଜଣ ପ୍ରତିଦିନ ତାଙ୍କର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ତେବେ ଗତ କିଛି ଦିନ ତଳେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ ସ୍ପାଉସ କାର୍ଡର ଦୁରୂପଯୋଗ କରିଥିଲେ ଅନୁଭବ ମହାନ୍ତି ଅଭିଯୋଗ ଆଣିଛନ୍ତି।

ତେବେ ଏମିତିକି ଅଭିନେତ୍ରୀ ଫର୍ଜରୀ କରିଛନ୍ତି ବୋଲି ଅଭିନେତା କହିଥିଲେ। ଏହା ପରେ ପରେ ସମସ୍ୟା ଠାରୁ ଅଧିକ ଶକ୍ତିଶାଳୀ ହେବା ପାଇଁ ଅଭିନେତ୍ରୀ ସୋସିଆଲ ମିଡିଆରେ କିଛି ଲେଖି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଚାନ୍ଦ ବି ଏକୁଟିଆ ସେ ବି ଅନ୍ଧାର ରାତିରେ ଝଲସି ଉଠେ। ଏଥି ସହିତ ଅଭିନେତ୍ରୀ କହିଛନ୍ତି ଯେ, ଯଦି ଆପଣ କୌଣସି ଜିନିଷ କରିପାରିବେ ବୋଲି ନିଜ ଭିତରେ ବିଶ୍ୱାସ ରଖୁଛନ୍ତି, ତା’ହେଲେ ଆପଣ ବି ତାହା କରି ପାରିବେ। ଅଭିନେତ୍ରୀଙ୍କ ଏହି ଲେଖା କେଉଁ ଉଦେଶ୍ୟରେ ସେ ପୋଷ୍ଟ କରିଛନ୍ତି କେବଳ ସେ ହିଁ ନିଜେ କହି ପାରିବେ। ସେ ଏଭଳି କାହିଁକି ଲେଖିଛନ୍ତି ବୋଲି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।