Odisha News Portal

ଦେଖନ୍ତୁ Live ଭିଡ଼ିଓ – କାହିଁକି ବାହାଘରର ୧୭ ଦିନ ପରେ ପ୍ରଥମ ଥର ଏତେ ରାତିରେ Live ଆସିଲେ ସବ୍ୟ – ଅର୍ଚ୍ଚିତା ଭିଡ଼ିଓ ଭାଇରାଲ

ବନ୍ଧୁଗଣ ଦୀର୍ଘଦିନ ଧରି ଓଲିଉଡର ବହୁ ଚର୍ଚ୍ଚିତ ଯୋଡ଼ି ଏବଂ ଓଡ଼ିଶା ଦର୍ଶକଙ୍କ ପ୍ରଥମ ପସନ୍ଦର ଯୋଡ଼ି ଭାବରେ ପରିଗଣିତ ହେଉଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଯୋଡ଼ି।ସବ୍ଯସାଚୀ ଓ ଅର୍ଚ୍ଚିତା ଅନେକ ଫିଲ୍ମ୍ ରେ ଏକାଠି କାମ କରିଛନ୍ତି ନାୟକ ଓ ନାୟିକା ଭୂମିକାରେ। ଏହି ଯୋଡ଼ି ବିବାହ ପୂର୍ବରୁ ମଧ୍ୟ ବହୁତ୍ ଲୋକପ୍ରିୟ ଥିଲେ ଏବଂ ଦର୍ଶକ ମାନଙ୍କ ପସନ୍ଦର ଯୋଡ଼ି ଭିତରୁ ଅନ୍ୟତମ ରହି ଆସିଥିଲେ। ଫିଲ୍ମ୍ ରେ ସେ ଦୁଇଜଣ ଙ୍କ କେମେଷ୍ଟ୍ରୀକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି। କାରଣ ସେମାନେ ଅଭିନୟ ରେ ତାଙ୍କର ଯାଦୁ ଦେଖାଇ ଥାଆନ୍ତି ନାୟକ ଓ ନାୟିକା ଭୂମିକାରେ।

ଅନେକ ଦିନରୁ ପ୍ରାୟତଃ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିବା ଦିନଠାରୁ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଓଡ଼ିଶାର ଦର୍ଶକ ମହଲରେ।ତେବେ ସେମାନଙ୍କ ର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି ନାୟିକ ନାୟିକା ଭାବରେ। ଓଡ଼ିଆ ସିନେମା ଜଗତରେ ତାଙ୍କର ଅଭିନୟର ଝଲକ୍ ଦେଖାଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି ଏହି ଯୋଡ଼ି।ବିବାହ ପରେ ସେମାନେ ଉଭୟ ବହୁତ ଖୁସିରେ ଥିବାର ନଜର ଆସୁଛନ୍ତି।

ଆପଣ ତ ଜାଣିଛନ୍ତି ରାଜସ୍ଥାନର ଉଦୟପୁରରେ ଥିବା ଏକ ବିଳାସପୂର୍ଣ୍ଣ ପାଲାସ ରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ଆଉ ବିବାହ ପରେ ଅନେକ ସମୟରେ ସେମାନଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ମଧ୍ୟ ଅର୍ଚ୍ଚିତା ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ, ତରଙ୍ଗ ସିନେ ଆୱାର୍ଡ଼ ରେ ପ୍ରଦର୍ଶନ ହେବାକୁ ଥିବା ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ଡାନ୍ସ ର ରିହାର୍ସଲ କରା ଯାଉଛି। ଏହି ଆୱାର୍ଡ଼ ଶୋ ରେ ନିଜର ଫାଇନାଲ ପର୍ଫର୍ମେନ୍ସ ଦେବା ପୂର୍ବରୁ ଯେଉଁ ରିଆର୍ସଲ ହେଉଥିଲା ତାର ଏକ ଝଲକ୍ ଦେଖାଇଛନ୍ତି ଅର୍ଚ୍ଚିତା ଏହି ଭିଡିଓ ମାଧ୍ୟମରେ।

ଷ୍ଟେଜ ରେ ନୃତ୍ୟ ପରିବେଷଣ କରିବା ପାଇଁ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ଯେଉଁ ରିଆର୍ସଲ କରିଥିଲେ ବା ଅଭ୍ୟାସ କରିଥିଲେ ତାର ଏକ ଭିଡିଓ ର ଝଲକ ସେ ଆଗରୁ ଥରେ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ। ଯାହା ସୋସିଆଲ ମିଡ଼ିଆ ଜରିଆରେ ଦର୍ଶକ ଦେଖିବାକୁ ପାଇଥିଲେ। ସବ୍ୟ ଅର୍ଚ୍ଚିତାଙ୍କ ବିବାହରେ ଅନେକ ଉପସ୍ଥିତ ହୋଇ ପାରିନଥିବା ବେଳେ ତାଙ୍କର ବିବାହର ଏକ ସିନ୍ ଏଠାରେ କ୍ରିଏଟ କରାଯାଇଛି। ଯାହାକୁ କରିବା ସମୟରେ ଅର୍ଚ୍ଚିତା ସାମାନ୍ୟ ନର୍ଭସ୍ ହୋଇ ପଡ଼ିଥିଲେ ବୋଲି ସେ କହିଛନ୍ତି।

ଏକ ଭିଡିଓ ସେୟାର କରିବା ପରେ ଅନେକ ଜଣ ଏହି ଭିଡିଓ କୁ ଦେଖି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।