ତେବେ ଆଜି କାଲି ସମାଜରେ ଯେଉଁଠି ଦେଖିବ ସେହି ଗୋଟିଏ କଥା ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପରକ୍ରିୟା ପ୍ରୀତି | ସେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରିକି ଫେସବୁକ ସବୁ ଆଡ଼େ ସେହି ଗୋଟିଏ କଥା ଆଉ ଗୋଟିଏ ଖବର ଦେଖିବାକୁ ମିଳୁଛି ତାହା ହେଉଛି ପରକ୍ରିୟା ପ୍ରୀତି କୁ ନେଇକି କିଛି ଖବର | ତେବେ ଏହୁ ଭଳି ଆଜିର ସମାଜରେ କାହିଁକି ଦେଖିବାକୁ ମିଳୁଛି | ଆଉ ଏହି ଭଳି ଘଟଣା ଘଟିବା ପଛରେ ମୁଖ୍ୟ ଉଦେଶ୍ୟ କଣ ରହିଛି ସେ ବିଷୟରେ ଗଣ ମାଧ୍ୟମ ସାମ୍ନା ରେ ଆମ ପବ୍ଲିକ ମାନେ କଣ ସବୁ ପ୍ରତିକ୍ରିୟା ରଖିଛନ୍ତି, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା
ତେବେ ପରକ୍ରିୟା ପ୍ରୀତି ବିଷୟରେ ଜଣେ ବୟସ୍କ ଲୋକ କହିଛନ୍ତି କି ଆଜି କାଲି ପିଲା ମାନେ ସବୁ ବାହାରେ ରହୁଛନ୍ତି | ଆଉ ପିଲା ମାନଙ୍କୁ ଯିଏ ଟିକିଏ ମିଠା କଥା କହିଲା ଜିନିଷ ପତ୍ର ର ଲୋଭ ଦେଖାଇଲା ସେମାନେ ତା ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି | ଆଉ ଯାହା ଫଳରେ ପରକ୍ରିୟା ପ୍ରୀତି ଦିନକୁ ଦିନ ବଢ଼ିବାରେ ଲାଗିଛି | ତେବେ ସେହି ଭଳି ଆଉ ଜଣେ ପ୍ରତିକ୍ରିୟା ରଖିଛନ୍ତି କି ବ୍ରହ୍ମପୁର ଘଟଣା ହେଉ ବା ଆଉ କେଉଁଠି ସବୁ ଜାଗାରେ ପରକ୍ରିୟା ପ୍ରିତି ପାଇଁ ଦାୟୀ ହେଉଛନ୍ତି ସେମାନେ ନିଜେ |
ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ନିଜର ଇଚ୍ଛା ନ ଥିବ, ତାହେଲେ କେହି ବି ଚାହିଁଲେ ଆପଣ ଙ୍କ ସହିତ କିଛି ବି ଖରାପ କରିପାରିବ ନାହିଁ ବୋଲି କହିଛନ୍ତି | ତେବେ ଏହି ପରକ୍ରିୟା ପ୍ରୀତି କୁ ନେଇକି ଜଣେ ମହିଳା କହିଛନ୍ତି କି ସବୁବେଳେ ନିଜ ସ୍ୱାମୀ ସ୍ତ୍ରୀ ଓ ପିଲା ଙ୍କ କଥା ଭାବିବା କଥା | କାରଣ ସେମାନେ ବିପଦ ସମୟରେ ଆସିକି ପାଖରେ ଛିଡା ହେବେ ନହେଲେ ପରକ୍ରିୟା ପ୍ରୀତି ଯେତେ ରଖିଥାଅ ତାର କିଛିବି ପ୍ରଭାବ ପକାଇ ନଥାଏ ଆପଣ ଙ୍କର ଦରକାରୀ ସମୟରେ |
ତେବେ ସେହି ପରକ୍ରିୟା ପ୍ରୀତି କୁ ନେଇକି ଆଉ ଗୋଟିଏ କଥା ଶୁଣିବାକୁ ମିଳୁଛି, ଆଉ ଯେଉଁଠି ଯୁବକ ଜଣଙ୍କ ଏହି ସବୁ ପାଇଁକି ସରକାର ଙ୍କୁ ଦାୟୀ କରିଛନ୍ତି | କାରଣ ସରକାର ପରକ୍ରିୟା ପ୍ରୀତି ଅପରାଧ ନୁହଁ ବୋଲି ଘୋଷଣା କରିଦେଲେ ଆଉ ଯାହା ଫଳରେ ଏହିଭଳି ଭାବରେ ଦୁର୍ନୀତି ବଢ଼ିବାରେ ଲାଗୁଛି | ତେବେ ଜଣେ ମହିଳା କହିଛନ୍ତି କି ଯଦି ପଇସା କମେଇବାର ଅଛି ତାହେଲେ ବହୁତ ଉପାୟ ଅଛି, ସେ ସବୁ କୁ ଆପଣଇକି ତମେ ପଇସା କମେଇ ପାରିବ | କିନ୍ତୁ ଏହି ଭଳି ପରକ୍ରିୟା ପ୍ରୀତି ରେ ପଇସା କମାଇବା ଭୁଲ ଅଟେ |ତେବେ ପରକ୍ରିୟା ପ୍ରୀତି କୁ ନେଇକି ପବ୍ଲିକ ମାନଙ୍କ ର ଏହି ସବୁ କଥା ବର୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗୁଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।