Kacha Badam ଗୀତର ଗାୟକାରଙ୍କ ଆୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହେବେ ! ଦେଖନ୍ତୁ ଏବେ ସେ କେତେ ସମ୍ପତ୍ତିର ମାଲିକ…

ନମସ୍କାର ବନ୍ଧୁଗଣ, ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ଯାହାକି ରାତା ରାତି ଭାଇରାଲ ହୋଇଯାଇଥାଏ। ଅନେକ ଅଛନ୍ତି ଯେଉଁମାନେ ଯେତେ ଶୀଘ୍ର ଭାଇରାଲ ହୋଇ ଫେମୋସ ହୋଇଯାଆନ୍ତି। ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ କି ନିଜର ଅହଂକାର ପାଇଁ ନିଜେ ନିଜକୁ ବହୁତ ତଳକୁ ଚାଲିଯାନ୍ତି।

ଅତୀତରେ ଅନେକ ଏହିଭଳି ସେଲିବ୍ରେଟି ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ କାଚା ବାଦାମ ଗୀତ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେଉଛି। ଚାରି ଆଡ଼େ ତାଙ୍କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ତାଙ୍କର ଧନ ସମ୍ପତି ନେଇ ଅନେକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଧନ ସମ୍ପତ୍ତି ବିଷୟରେ। ‘କାଚା ବାଦାମ’ ଗୀତ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡରେ ଅଛି। ସମସ୍ତେ ଏହା ଉପରେ ରିଲ୍ ତିଆରି କରୁଛନ୍ତି। ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତରେ 3.5 ଲକ୍ଷ ରିଲ୍ ତିଆରି କରାଯାଇଛି।

କାରଣ ଏହା ଉପରେ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡିଓ ଦେଖିବା ପାଇଁ ମିଳୁଛି। ତେବେ ଗୀତକୁ ନ ବୁଝି ପାରିଲେ ମଧ୍ୟ ଏହାକୁ ସମାନ ଭାବରେ ଅନୁସରଣ କରୁଛନ୍ତି। ପ୍ରଶ୍ନ ହେଉଛି, ଏହି ଗୀତ କେଉଁଠୁ ଆସିଲା ? ଏହା କେଉଁ ଚଳଚ୍ଚିତ୍ରରୁ ଆସିଛି ଏବଂ କିଏ ଏହାକୁ ଗାଇଛନ୍ତି ? ତେବେ ସୂଚନା ପାଇଁ, ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ଗୀତଟି ପଶ୍ଚିମବଙ୍ଗର କିନ୍ତୁ ଏହା କୌଣସି ଚଳଚ୍ଚିତ୍ରର ନୁହେଁ କିମ୍ବା ଏହା କୌଣସି ବଡ ଗାୟକ ଗାଇ ନାହାନ୍ତି। କାଚା ବାଦାମ ଗାୟକ ଭୁବନ ବାଦକର ଏହାକୁ ଗାଇଛନ୍ତି।

ସେ ବାଦାମ ବିକ୍ରି କରିବା ସମୟରେ ସେ ଏହି ଗୀତକୁ ଗାଉଥିଲେ। ଯାହାକି ତାଙ୍କର ଗୀତକୁ ରାତା ରାତି ଭାଇରାଲ ହୋଇଗଲା। ସଂଗେ ସଂଗେ ସେ ଫେମୋସ ହୋଇଗଲେ। ତାଙ୍କୁ ବହୁତ ବଡ଼ ବଡ଼ ଗୀତ କମ୍ପାନୀ ଗୁଡିକ ଗୀତ ଗାଇବା ପାଇଁ ଅଫର କରୁଛନ୍ତି। ସେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସେଥିରୁ ପାଉଥିବା ଦେଖିବା ପାଇଁ ମିଳିଛି। ଯାହାବି ହେଉ ସୋସିଆଲ ମିଡ଼ିଆ ରେ ଗୀତଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ଗୀତଟିକୁ ଗାଉଥିବାର ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment