Odisha News Portal

ପୁଣି LIVE ଆସି ରାକ୍ଷୀ କିଛି ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଟପ ଲେସ ନଜର ଆସିଛନ୍ତି ! ହେଲେ ଏଥର…..

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଜମେ ଷ୍ଟାରଙ୍କ ବିଷୟରେ କହିବୁ । ତେବେ ଆପଣ ମାନେ ତ ଜାଣନ୍ତି କି ବଲିଉଡର ଷ୍ଟାର ମାନଙ୍କ କଥା ତ ବହୁତ ପ୍ରକାର ହୋଇଥାଏ । କେତେବେଳେ ସେ ତାଙ୍କର ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିବାର ସୂଚନା ପ୍ରଦାନ କରିଥାନ୍ତି ତ ପୁଣି କେତେବେଳେ ସେମାନେ ତାଙ୍କର ଫ୍ୟାନ ମାନଙ୍କୁ ରଗେଇ ମଧ୍ୟ ଦେଇଥାନ୍ତି । ତେବେ ବଲିଉଡର ଷ୍ଟାର ମାନଙ୍କର ସବୁବେଳେ ନିଆରା କଥା ଦେଖିବାକୁ ମିଳେ । ଏହା ସହିତ ସେମାନେ ନିଜର ଲୁକ ଏବଂ ସୁନ୍ଦରତା ପାଇଁ ସମସ୍ତଙ୍କୁ ତାଙ୍କର ଦିୱାନା କରିଥାନ୍ତି ।

ଏହା ସହିତ ସେମାନେ ନିଜର ଫ୍ୟାନ ମାନଙ୍କ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ହୋଇ ରହିଥାନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ହେଇ ଟିକଟକ ଭିଡିଓ ହେଉ ସବୁଥିରେ ସେମାନେ ନିଜର ଫେନ ମାନଙ୍କ ପାଇଁ କିଛି ନିଆରା ଅନ୍ଦାଜରେ କାମ କରିଥାନ୍ତି

ଯାହା ଦ୍ୱାରା ତାଙ୍କର ଫେନ ମାନେ ତାଙ୍କୁ ଲାଇକ କରିବା ସହ ବହୁତ କମେଣ୍ଟ ମଧ୍ୟ କରିଥାନ୍ତି । ତେବେ ଆଡି ଆମେ ଆପଣ ମାନଙ୍କୁ ସେହିପରି ଏକ ବଲିଉଡର ଡ୍ରାମା କୁଇନଙ୍କ କଥା କହିବୁ । ଯିଏ କି ଟିକଟିକ ଭିଡିଓ କରି ନିଜର ଫ୍ୟାନ ମାନଙ୍କୁ ବହୁତ ଆକର୍ଷିତ କରିଛନ୍ତି ଏହା ସହିତ ବହୁତ କମେଣ୍ଟ ମଧ୍ୟ ତାଙ୍କୁ ମିଳିଛି । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ସେ ଡ୍ରାମା କୁଇନ ।

ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାବତ ଏବେ ନିଜର ଫଟୋ ଏବେ ବୋଲ୍ଡ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରାକ୍ଷୀ କିଛି ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଟପ ଲେସ ନଜର ଆସିଛନ୍ତି । ତେବେ ତାଙ୍କର ଫ୍ୟାନ ମାନଙ୍କୁ ଏହି ଫଟୋ ବହୁତ ପସନ୍ଦ ଆସିଛି । ରାକ୍ଷୀ ସେୟାର କରିଥିବା ମୋଟ ପାଞ୍ଚଟି ଭିଡିଓରେ ହଜାର ହଜାର ସଂଖ୍ୟାରେ ଲାଇକ ମିଳିଛି ।

 ସୋସିଆଲ ମିଡିଆରେ ବାଇରାଲ ହୋଇତିବା ଏହି ଭିଡିଓରେ ସେ ଏକ ଆକ୍ଟ କରୁଥିବାର ଦେଖିବାକୁ ମିଲିଛି । ସମସ୍ତ ପାଞ୍ଚଟି ଯାକ ଭିଡିଓ ଟିକଟକ ଭିଡିଓ ବୋଲି ଜଣାପଡିଛି । ସବୁଥିରେ ରାକ୍ଷୀ ଟପଲେସ ଅଛନ୍ତି ଏବଂ ନିଜକୁ ଏକ କମ୍ବଳରେ ଘୋଡାଇ ରଖିଛନ୍ତି । ରାକ୍ଷୀଙ୍କର ଏଭଳି ଅନ୍ଦାଜ ଦେଖି ୟୁଜର ମାନେ ବହୁତ କମେଣ୍ଟ ଦୋଇଛନ୍ତି । କିଛି ୟୁଜର ମାନେ କହିଛନ୍ତି ଆପଣ କଣ ଏହି ଗୀତ ନିଜ ସ୍ୱାମୀଙ୍କ ପାଇଁ ଗାଉଛନ୍ତି ।

ମାତ୍ର ଏଥିରେ ରାକ୍ଷୀଙ୍କର କୌଣସି ମଧ୍ୟ ପ୍ରତିକ୍ରିୟା ଆସିନାହିଁ । ଏପରିକି ସେ କ୍ୟାପସନରେ ନିଜ ସ୍ୱାମୀଙ୍କ ବିଷୟରେ ମଧ୍ୟ କିଛି ଲେଖି ନାହାନ୍ତି । ତେବେ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ରାକ୍ଷୀଙ୍କର ଫ୍ୟାନ ମାନେ ତାଙ୍କର ସ୍ୱାମୀଙ୍କ ବିଷୟରେ ଜାଣିବା ପାଇଁ ଉଚ୍ଛୁକ ଅଛନ୍ତି ।PIଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।