Odisha News Portal

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ କେମିତି ହୋଇଥାନ୍ତି ଭଲ ନାଁ କରାଫ ? ଜାଣନ୍ତୁ ତାଙ୍କ ବ୍ୟକ୍ତିତ୍ବ ଓ ସ୍ବଭାବ ସମ୍ପର୍କରେ….

ଏପରି ଅନେକ ଝିଅ ଅଛନ୍ତି ଯେଉଁ ମାନେ କି ଅନେକ ସମୟରେ କାନ୍ଦିଥାନ୍ତି । ଆପଣ ମାନେ ଦେଖିଥିବେ କି ଏପରି ଝିଅ ମାନେ ରହିଛନ୍ତି ଯେଉଁ ମାନେ କି ଟିକେ ଟିକେ କଥାରେ କାନ୍ଦିଥାନ୍ତି । ଯେତେ ବଡ ଛୋଟ କଥା କହୁ ନା କାହିଁକି ସେମାନେ ଟିକେ କଥାରେ କାନ୍ଦି ଯାଆନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଟିକେ ଟିକେ କଥାରେ କାନ୍ଦୁଥିବା ଝିଅ ମାନଙ୍କ ବିଷୟରେ ଜାଣିବା , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କେବଳ ନିଜର ନିରୀହ ଗୁଣ ଯୋଗୁଁ ସେମାନେ ଟିକେ ଟିକେ କଥାରେ କାନ୍ଦି ପକାନ୍ତି । ଯାହା ଦ୍ୱାରା କି ଲୋକମାନେ ସେମାନଙ୍କର ମଜାକ ଉଡାଉଥାନ୍ତି । ଯଦି ଆପଣ ମାନେ ଭାବୁଥିବେ କି କଥା କଥାରେ କାନ୍ଦି ପକାଉଥିବା ଝିଅ ମାନେ ଡରପୋକ ବା କମଜୋର ହୋଇଥାନ୍ତି ତେବେ ଆଜି ଆପଣଙ୍କର ସେହି ଭ୍ରମଟି ମନରୁ ଦୂର ହୋଇଯିବ । ଟିକେ ଟିକେ କଥାରେ କାନ୍ଦି ପକାଉଥିବା ଝିଅ ମାନେ ଦୁର୍ବଳ ହୋଇନଥାନ୍ତି ବରଂ ବହୁତ ସାହସୀ ହୋଇଥାନ୍ତି ।

ପ୍ରଥମତଃ ଯେଉଁ ଝିଅ ମାନେ ଟିକେ ଟିକେ କଥାରେ କାନ୍ଦି ପକାନ୍ତି ସେମାନେ ବହୁତ ହିଁ ଷ୍ଟ୍ରଙ୍ଗ ହୋଇଥାନ୍ତି । ସେମାନେ ସମସ୍ତ ଦୁଃଖ କଷ୍ଟକୁ ସହ୍ୟ କରିପାରନ୍ତି । ଯେତେ ପ୍ରକାର ଅସୁବିଧା ଆସିଲେ ମଧ୍ୟ ସେମାନେ ତାହାକୁ ବହୁତ ସହଜରେ ସମାଧାନ କରିଥାନ୍ତି ।

ଦ୍ୱିତୀୟତଃ ସେମାନେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ହୋଇଥାନ୍ତି । କାରଣ ମୁଣ୍ଡରେ ଯାହା ମଧ୍ୟ ଦୁଃଖ ଚିନ୍ତା ରହିତାଏ କାନ୍ଦିବା ଦ୍ୱାରା ତାହା ସମସ୍ତ ଦୂର ହୋଇଯାଏ । ଟିକେ ଟିକେ କଥାରେ କାନ୍ଦିଲେ ସେମାନଙ୍କର ସ୍ୱାସ୍ଥ୍ୟ ସଠିକ ରହିଥାଏ ।

ତୃତୀୟତଃ ସେହି ଝିଅ ମାନେ ହୃଦୟରୁ ବହୁତ ହିଁ ଭଲ ହୋଇଥାନ୍ତି । ସେମାନେ ଅନ୍ୟର ଦୁଃଖ କଷ୍ଟକୁ ଅନୁଭବ କରିପାରନ୍ତି । ଯଦି କେହି ଦୁଃରେ ପଡିଥାଏ ତେବେ ସେମାନେ ତାହାର ଦୁଃଖ ଦୂର କରିବା ପାଇଁ ବହୁତ ହିଁ ଚେଷ୍ଟା କରିଥାନ୍ତି । ସେମାନେ କେବେବି ଦେଖନ୍ତି ନାହିଁ କି କେଉଁ ମାନେ ତାଙ୍କର ଶତ୍ରୁ ଏବଂ କେଉଁ ମାନେ ତାଙ୍କର ମିତ୍ର ବୋଲି । ସେମାନ କାହାର ମଧ୍ୟ ଦୁଃଖ ଦେଖିପାରନ୍ତି ନାହିଁ । ଏଥିପାଇଁ ସେମାନେ ଟିକେ ଦୁଃଖ ଦେଖିଲେ ତାଙ୍କର ଆକିରୁ ଲୁହ ଝରିପଡେ ଟିକେ ଟିକେ କଥାରେ କେହି ଟିକେ ଗାଳିଦେଳେ ସେମାନେ କାନ୍ଦି ପକାନ୍ତି ।

ଚତୁର୍ଥତଃ ଏହି ଝିଅ ମାନେ କେବେବି କାହାକୁ ଛାଡନ୍ତି ନାହିଁ ଏମାନେ ସର୍ବଦା ସମସ୍ତଙ୍କ ସାଥିରେ ରହିଥାନ୍ତି ଓ ଏହା ସହିତ ଯାହାକୁ ପ୍ରେମ କରିଥାନ୍ତି ତା ପାଇଁ ବହୁତ ହିଁ କିଛି କରିଥାନ୍ତି ଏବଂ ପରିବାର ପାଇଁ ଜୀବନ ଦେବାକୁ ମଧ୍ୟ ପଛନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।