Odisha News Portal

ଏତେ ଦିନ ପରେ ମୁହଁ ଖୋଲିଲେ କରିସ୍ମା କପୁର ! ହନିମୁନ୍ ଦିନ ସ୍ବାମୀ ତାଙ୍କ ସାଙ୍ଗ ମାନଙ୍କ ସହ ରାତିରେ ଶୋଇବାକୁ ବାଧ୍ୟ କରିଥିଲେ , ତା ପରେ ତାଙ୍କ ସହ ଏମିତି ଘଟିଥିଲା….

ବଲିଉଡରେ ପ୍ରତ୍ୟେକ ଦିନ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହାକୁ କି ଆମର ପ୍ରଶଂସକ ମାନେ ଶୁଣି ବିଶ୍ବାସ କରିପାରିନ୍ତି ନାହିଁ । ତେବେ ଆଜି ଆମେ ବଲିଉଡ ସେହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ, ଯାହାଙ୍କୁ କି ସ୍ବାମୀ ହନିମୁନରେ ହିଁ କରି ଦେଇଥିଲେ ସୌଦା ଏବଂ ସାଙ୍ଗ ମାନଙ୍କ ସହ ଶୋଇବାକୁ କରିଥିଲେ ବାଧ୍ୟ । ତେବେ ଚାଲନ୍ତୁ ଜାଣିବା ତାପରର ଘଟଣା ବିଷୟରେ କଣ କହିଥିଲେ ଅଭିନେତ୍ରୀ । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡର ଦିଗଜ୍ ଅଭିନେତ୍ରୀ କରିଶ୍ମା କପୁର । କରିଶ୍ମା କପୁର ଚଳିତ ବର୍ଷ ମାର୍ଚ୍ଚ ଓ୍ବେବସୀରିଜ ‘ମେଣ୍ଟଲହୁଡ’ ରୁ ଡିଜିଟାଲ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମର ପ୍ରମୋଶନ ପାଇଁ କରିଶ୍ମା କାପୁର ମୁଭି ସହିତ ନିଜର ର୍ପସନା୍ଲ ଲାଇଫ ବିଷୟରେ କହିଥିଲେ । କରିଶ୍ମା କହିଥିଲେ କି ବିବାହ ପରେ ତାଙ୍କ ଜୀବନ ପୁରା ବରବାଦ ହୋଇ ଯାଇଥିଲା। ଶାଶୁଘର ଲୋକ ତାଙ୍କୁ ବହୁତ ପ୍ରତାରିତ କରିଥିଲେ ଏବଂ ଶେଷରେ କରିଶ୍ମାଙ୍କୁ ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବାକୁ ପଡିଲା। ସବୁଠାରୁ ବଡ କଥା କି ଶାଶୁଘର ଲୋକମାନଙ୍କ ସହିତ ସ୍ବାମୀ ସଞ୍ଜୟ କାପୁର ମଧ୍ୟ କରିଶ୍ମାଙ୍କୁ ପ୍ରତାରିତ କରୁଥିଲେ।


ଟାଇମ୍ସକୁ ଦେଇଥିବା ଇଣ୍ଟରଭିୟୁରେ କରିଶ୍ମା ନିଜର ର୍ପସନା୍ଲ ଲାଇଫ ବିଷୟରେ କହିଥିଲେ ଯେ, ଯେତେବେଳେ ଆମେ ଆମ ହନିମୁନରେ ଯାଇଥିଲୁ ସେତେବେଳେ ସଞ୍ଜୟ ମୋ ସହ ତାଙ୍କ ସାଙ୍ଗ ମାନଙ୍କର ମୂଲ୍ୟ କରିଥିଲେ । ସେ ତାଙ୍କ ସାଙ୍ଗ ମାନଙ୍କ ସହ ମତେ ରାତି କଟେଇବା ପାଇଁ ବାଧ୍ୟ କରିଥିଲେ। ଯେତେବେଳେ ମୁଁ ଏହା ପାଇଁ ରାଜି ନଥିଲି ସେତେବେଳେ ସଞ୍ଜୟ ମତେ ମାଡ ମାରିଥିଲେ।

ଏତିକି ହିଁ ନୁହେଁ କରିଶ୍ମାଙ୍କ ସହ ବିବାହ ପରେ ବି ସଞ୍ଜୟଙ୍କର ତାଙ୍କ ପ୍ରଥମ ସ୍ତ୍ରୀ ସହ ଫିଜିକାଲ ରିଲେସନଶିପରେ ଥିଲେ ଏବଂ ସେ ତାଙ୍କ ସହ ଲିଭ ଇନ ରିଲେସନଶିପରେ ଥିଲେ। କରିଶ୍ମାଙ୍କ ଅନୁସାରେ ତାଙ୍କୁ ସବୁଠାରୁ ଅଧିକ ଟର୍ଚ୍ଚର ହୋଇଥିଲା ଯେତେବେଳେ ସେ ପ୍ରଥମ ଥର ପ୍ରେଗନେଟ୍ ଥିଲେ । ସେହି ସମୟରେ କରିଶ୍ମାଙ୍କୁ ତାଙ୍କ ଶାଶୁଏକ ଡ୍ରେସ ଗିଫ୍ଟ କରି କହିଥିଲେ କି ଏହି ଡ୍ରେସ ପିନ୍ଧିବାକୁ। କିନ୍ତୁ ପ୍ରେଗନେଟ୍ ଥିବାରୁ ମୁଁ ସେ ଡ୍ରେସ୍ ପିନ୍ଧି ପାରିଲି ନାହିଁ ସେଥିପାଇଁ ସଞ୍ଜୟ ଏବଂ ତାଙ୍କ ମା ମୋର ଶାରିରୀକ ଶୋଷଣ କରିଥିଲେ ତା ସହିତ ଥାପଡ ମଧ୍ୟ ମାରିଥିଲେ।


ଶାଶୁଘରେ କରିଶ୍ମାଙ୍କର ଶାଶୁଙ୍କ ବ୍ୟବହାର ଭଲ ନଥିଲା। କଥାକଥାରେ ସେ କରିଶ୍ମା ଉପରକୁ ହାତ ଉଠାଉ ଥିଲେ ଏବଂ ସଞ୍ଜୟ ତାଙ୍କ ଭାଈଙ୍କୁ ମୋ ଉପରେ ନଜର ରଖିବାକୁ କହୁଥିଲେ। ସଞ୍ଜୟ ଛୋଟ ଛୋଟ କଥା ରେ ହାଇପର ହୋଇ ମାରପିଟ କରନ୍ତି । କରିଶ୍ମା ସଞ୍ଜୟଙ୍କୁ ଲଭ ମ୍ୟାରେଜ କରିଥିଲେ କିନ୍ତୁ ଏହା ସଫଳ ହୋଇପାରି ନଥିଲା। ହନିମୁୁନ ଠାରୁ ହିଁ ସଞ୍ଜୟ ଏବଂ କରିଶ୍ମାଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇଯାଇଥିଲା।


କରିଶ୍ମା ଅଚାନକ ଫିଲ୍ମରୁ ଦୂରେଇ ଦିଲ୍ଲୀର ବୀଜନେଶ ମ୍ୟାନ ସଞ୍ଜୟ କପୁରଙ୍କୁ 2003ରେ ବିବାହ କରିଥିଲେ । କିନ୍ତୁ ବାହାଘରର 5-6 ବର୍ଷ ପରେ ଏହି ଦୁଇ ଜଣ ଅଲଗା ହୋଇଯାଇଥିଲେ।ଶେଷରେ କରିଶ୍ମା 2012ରେ ନିଜର ବିବାହକୁ ଶେଷ କରିବାର ନିସ୍ପତି ନେଲେ ଏବଂ ନିଜର ଦୁଇ ପିଲା, ଝିଅ ସମାୟରା ଏବଂ ପୁଅ କିୟାନଙ୍କୁ ନେଇ ତାଙ୍କ ମା ବବିତାଙ୍କ ପାଖକୁ ଆସି ମୁମ୍ବାଇରେ ରହିଲେ। 4 ବର୍ଷ ପରେ ଦୁଇ ଜଣଙ୍କର ତଲାଖ ପରସ୍ପରଙ୍କ ସହମତିରେ ହୋଇଥିଲା । ସଞ୍ଜୟ ପିଲାମାନଙ୍କ ପାଇଁ ଦଶ କୋଟିର ଟ୍ରସ୍ଟ କରିଥିଲେ ଏବଂ କରିଶ୍ମାଙ୍କୁ ରହିବା ପାଇଁ ଏକ ବଙ୍ଗଳା ଦେଇଥିଲେ ଏବଂ ନିଜର ଦୁଇ ପିଲାଙ୍କର ପଢା ଖର୍ଚ୍ଚ ମଧ୍ୟ ବହନ କରନ୍ତି।