Odisha News Portal

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଏହି 6 ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହେବାକୁ ଯାଉଛି ମହା ପରିବର୍ତ୍ତନ ! ଆପଣଙ୍କ ରାଶି ଅଛି କି ?

0 4

ଚଳିତ ବର୍ଷ ନଭେମ୍ବର 30 ତାରିଖରେ ପଡିବାକୁ ଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମା ପର ଠାରୁ ଏହି 6ଟି ରାଶିର ଭାଗ୍ୟ ସଂମ୍ପୂର୍ଣ୍ଣ ରୂପରେ ବଦଳିଯିବ । ଏହି ଛଅଠି ରାଶିର ଲୋକମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ବିଶେଷ ଆଶିର୍ବାଦ ରହିବ . । କାର୍ତ୍ତିକ ପୂର୍ଣ୍ଣମୀ ପରଠାରୁ ହିଁ ଏହି ଛଅଟି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀ , ଭଗବାନ ବିଷ୍ଣୁ ଏବଂ ମାଁ ତୁଳସୀ ଙ୍କର କୃପା ମିଳିବ ।

1. ବୃଷ ରାଶି – ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲି ଠାରୁ ବୃଷ ରାଶିର ଲୋକମାନଙ୍କର ଭାଗ୍ୟ ସଂମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଖୁବ ଶିଘ୍ର ଏମାନଙ୍କ ଜୀବନରେ ସୁଖଶାନ୍ତି ଏବଂ ସମୃଦ୍ଧି ଆସିଯିବ । ଭାଗ୍ୟସହ ସେମାନଙ୍କ ଜୀବନରେ ବଡ ବଡ ସଫଳତା ମିଳିପାରେ ।ଏହି ରାଶିର ଜାତକ ଥିବା ବ୍ୟକ୍ତି ଏକ ସଫଳ ଜୀବନ ଅତିବାହିତ କରିବେ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ରହିବ ।

2.କନ୍ୟା ରାଶି –

ଏମାନଙ୍କ ଜୀବନରୁ ଆସନ୍ତା କାଲିଠାରୁ ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ମାତା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡିବା କାରଣରୁ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଏହାସହିତ ଆପଣଙ୍କର ଧନଧାନ୍ୟର ବୃଦ୍ଧି ହେବାକୁ ଯାଉଛି ।

3.ସିଂହ ରାଶି –
ଏହି ରାଶିର ଭାଗ୍ୟ ଆସନ୍ତା କାଲିଠାରୁ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏବଂ ଏମାନେ ବର୍ତ୍ତମାନ ସଫଳ ଜୀବନ ଅତିବାହିତ କରିବେ । ଏମାନଙ୍କ ଜୀବନରେ ଏବେ ଖରାପ ସମୟ ଶେଷ ହୋଇ ସାରିଛି ଏବଂ ଧନର ଆଗମନ ହେବେ । ଏମାନଙ୍କ ଜୀବନରୁ ଏବେ ସବୁ ସମସ୍ୟା ଭଗବାନ ବିଷ୍ଣୁ ଏବଂ ମାତାଲକ୍ଷ୍ମୀଙ୍କ କୃପାରୁ ସମାପ୍ତ ହୋଇଯିବ ।

4.ତୁଳା ରାଶି –

ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଆସନ୍ତା କାଲିଠାରୁ ଅନ୍ତ ହେବାକୁ ଯାଉଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

5. ମକର ରାଶି –

ଆପଣଙ୍କର ଅଧୁରା ଇଚ୍ଛା ସବୁ କାଲିଠାରୁ ପୂରଣ ହେବାକୁ ଲାଗିବ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ ।

6. କୁମ୍ଭ ରାଶି –

ଏହି ରାଶି ଥିବା ବ୍ୟକ୍ତିଙ୍କୁ ଭଗବାନ ବିଷ୍ଣୁଙ୍କ କୃପାରୁ ଚାକିରି କ୍ଷେତ୍ରରେ ବହୁତ ବଡ ଉନ୍ନତି ମିଳିବାର ଅଛି । ଏହାସହିତ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ । ସମସ୍ତ ନକରାତ୍ମକତା ମାତା ଲକ୍ଷ୍ମୀଙ୍କ କୃପାରୁ ଦୂର ହୋଇଯିବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସକରାତ୍ମକତା ବୃଦ୍ଧି ପାଇବ । ସବୁଥିରେ ସଫଳତା ପ୍ରାପ୍ତି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।