Odisha News Portal

କାଗଜରେ ଏହା ଲେଖି ଜଳାଇ ଦିଅନ୍ତୁ ! ଏହି ଉପାୟ କରିବା ଦ୍ୱାରା ସମସ୍ତ ସମସ୍ୟା ଖୁବ୍ କମ୍ ସମୟରେ ଦୂର ହେବ

0 27

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ସରଳ ଏବଂ ଭିନ୍ନ ଉପାୟ ବିଷୟରେ କହିବୁ , ଏହାକୁ କରିବା ଦ୍ୱାରା ଆପଣ ନିଜ ଜୀବନର ସମସ୍ତ ଅସୁବିଧାକୁ କମ କରିପାରିବେ । ଏହା ସହିତ ଯଦି ଆପଣଙ୍କର ମନରେ କୌଣସି ଇଚ୍ଛା ବା ମନସ୍କାମନା ରହିଛି ତେବେ ତାହା ମଧ୍ୟ ପୂରଣ ହେବ । ଏହ ଉପାୟକୁ ଆପଣ ମାନଙ୍କୁ ସନ୍ଧ୍ୟା ସମୟରେ କରିବାକୁ ପଡିବ । ଯଦି ଆପଣ କିଛି ସମୟ ବାହାର କରି ଶାନ୍ତିର ସହିତ ଏହି ଉପାୟ କରିବେ ତାହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ପ୍ରତ୍ୟେକ ମନୁଷ୍ୟର କୌଣସି ନା କୌଣସି ଅସୁବିଧାରେ ରହିଥାଏ ।

ତେବେ ସେହି ଅସୁବିଧା ପାଇଁ ବ୍ୟକ୍ତି ବହୁତ ଦୁଃଖ ପାଇଥାଏ ସର୍ବଦା ଟେନସନରେ ରହିଥାଏ ଯେଉଁଥିପାଇଁ ସେ କୌଣସି କାମକୁ ଠିକରେ କରିପାରିନଥାଏ ବା ଭଲରେ ରହିପାରିନଥାଏ । ଆଜି ଆମେ ଆପଣ ମାନଙ୍କୁ ୟେଉଁ ଉପାୟ ବିଷୟରେ କହିବୁ ତାହା କରବା ଦ୍ୱାରା ଆପଣଙ୍କର କୌଣସି ଅସୁବିଧା ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆପଣ ମାନେ ଏହି ଉପାୟ କରିବା ପାଇଁ ପ୍ରଥମେ ଆପଣ ନିଜର ମନସ୍କାମନା ନିଜର ଇଚ୍ଛାକୁ ଏହି ଉପାୟ ଦ୍ୱାରା ଏକ ଧଳା କାଗଜରେ ଲେଖିଦେବେ । ଏହା ପରେ କୌଣସି ଗୁଗୁଳ ବା ଝୁଣା ଦାନି ନେଇ କରି ଜଳାନ୍ତି । ଏହାକୁ ଜଳାଇବା ଦ୍ୱାରା ଏହା ସେହିଭଳି ଜଳିଥାଏ ୟେପରି ଝୁଣା ଦୀପ ଜଳିଥାଏ । ଏହି ଝୁଣା ସହିତ ଆପଣ ନିଜର ମନର ଇଚ୍ଛାକୁ ଯେଉଁ କୀାଗଜରେ ଲେଖିଥିଲେ ତାହାକୁ ମଧ୍ୟ ଜଳାଇ ଦିଅନ୍ତୁ ।

ଏହା ସହ ଏହି ପ୍ରୟୋଗକୁ ଆପଣ ମାନେ ନିଜ ଘର ଭିତରେ ହିଁ କରନ୍ତୁ ଏବଂ ଏହି ଉପାୟ କରିବା ସମୟରେ ଆପଣ ମାନେ ଭଗବାନଙ୍କର ଫଟୋକୁ ସାମ୍ନାରେ ରଖି କରି କରନ୍ତୁ । ଏହି ଫଟୋ ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର ହୋଇଥିବା ଦରକାର ।

ଯେତେବେଲେ ଆପଣ ମାନେ ଏହି ଧୂଆଁ ଜଳାଇବେ ସେହି ସମୟରେ ନିଜର ଦୁଇ ଆଖି ବନ୍ଦ କରି ଯାହାବି କାଗଜରେ ଲେଖିଛନ୍ତି ତାହାକୁ ନିଜ ମନରେ ପୁଃବାର ପଢିଦେବେ । ଏହା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ସେହି କଥାକୁ ନିଜ ମନରେ ଦୋହରାନ୍ତୁ । ଯଦି ଆପଣ ମାନେ ଚାହିଁବେ ତେବେ ଏହାକୁ 15 ମିନିଠ ପର୍ଯ୍ୟନ୍ତ ମଧ୍ୟ କରିପାରିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିବ ।

ଆପଣଙ୍କର ଜୀବନରେ ସୁଖ , ସମୃଦ୍ଧି ଜୀବନକୁ ଆକର୍ଷିତ ହେବାକୁ ଲାଗିବ । ଏହା ସହ ଆପଣଙ୍କର ଯାହା କିଛି ମଧ୍ୟ ଇଚ୍ଛା ରହିଛି ତାହା ସବୁ ପୂରଣ ହୋଇଯିବ । ଆପଣଙ୍କର ଅସୁବିଧା ସମସ୍ତ ସମସ୍ୟା , ଦୁଃଖ ଦୂର ହୋଇଯିବ । ଯଦି ଆପଣ ମାନେ ଏପରି କିଛି ସମସ୍ୟାରେ ରହିଛନ୍ତି ତେବେ ନିଶ୍ଚିତ ରୂପରେ ଏହି ଉପାୟକୁ ଆପଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।