Odisha News Portal

୩ ଥରରେ ଆଳସ୍ୟ,ଆଣ୍ଠୁ ଗଣ୍ଠିରେ କଷ୍ଟ,ରକ୍ତର ଅଭାବ ଦୂର ହୋଇଯିବ , କେବଳ ଏହି ଘରୋଇ ଉପାୟକୁ ସେବନ କରିବା ଦ୍ବାରା ?

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆଣ୍ଟୁଗଣ୍ଟିରେ କଷ୍ଟ , ହାଡରେ କଷ୍ଟ ଏବଂ କମରରୁ କଷ୍ଟରୁ ଆପଣ ମାନଙ୍କୁ ବହୁତ ହିଁ ଆରାମ ମିଳିବ । ଆଜି ଆମେ ଆପଣ ମାନଙ୍କୁ ପାଇଁ ଅତ୍ୟଧିକ ଶସ୍ତା ଏବଂ ସରଳ ଉପାୟ ନେଇକରି ଆସିଛୁ । ତେବେ ଆପଣ ମାନେ ଏହାକୁ ନିତାନ୍ତ ଭାବରେ ସେବନ କରନ୍ତୁ । ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ ।ଏହିଠାରେ ଆମେ ପ୍ରଥମ ସାମଗ୍ରୀ ବାଦାମକୁ ନେଇଛୁ , ବାଦାମକୁ ଆପଣ ମାନେ ଚୋପା ସହିତ ସେବନ କରନ୍ତୁ । ବାଦାମରୁ ଆମ ମାନଙ୍କୁ ବହୁତ ଅଧିକ ମାତ୍ରାରେ ଫାଇବର ମିଳିଥାଏ ।

ବାଦାମରେ ବହୁତ ଅଧିକ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ ଡି ମିଳିଥାଏ । ଆମ ହାଡକୁ ମଜବୁତ କରିଥାଏ ବାଦାମ ଏହା ସହିତ କବଜ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହିତ ଆପଣଙ୍କର ପାଚନ ତନ୍ତ୍ରକୁ ମଧ୍ୟ ଉତ୍ତମ ରଖିଥାଏ । ଏଠାରେ ଦ୍ୱିତୀୟ ସାମଗ୍ରୀ ଆମେ ମାନେ ଚଣାର ବ୍ୟବହାର କରୁଛୁ ।

ଚଣା ଆମର ଶରୀର ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିଥାଏ । ଏହାର ଅର୍ଥ ଡାଇବେଟିସ ଥିବା ଲୋକମାନଙ୍କୁ ଚଣାର ସେବନ କରିବା ନିତାନ୍ତ ଆବଶ୍ୟକ ଅଟେ । ଚଣା ଆପଣଙ୍କର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ଏବଂ ଓଜନକୁ ଠିକ ରଖିଥାଏ । ଆମ ଆଖିର ଆଲୋକ ପାଇଁ ମଧ୍ୟ ବହୁତ ସୁନ୍ଦର କାମ କରିଥାଏ ଚଣା । ଚଣାରେ ବହୁତ ଅଧିକ ମାତ୍ରାରେ ଫାଇବର , କ୍ୟାଲସିୟମ ଏବଂ ମିନେରାଲ୍ସ ମିଳିଥାଏ ।

ଏହା ରକ୍ତ ଅଭାବ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହାର ସେବନ ଦ୍ୱାରା ଆପଣଙ୍କର କେଶ ଝଡିବା ବହୁତ କମ ହୋଇଥାଏ । କେଶ ଜନିତ ସମସ୍ତ ସମସ୍ୟା ପାଇଁ ଏହା ବହୁତ ଅଧିକ ଲାଭ ଜନକ ଅଟେ । ଏଠାରେ ଆମେ ତୃତୀୟ ସାମଗ୍ରୀ କିସମିସର ପ୍ରୟୋଗ କରୁଛୁ । କିସମିସ କ୍ୟାଲସିୟମର ଭଣ୍ଡାର ଅଟେ ।

କିସମିସରେ ବହୁତ ଅଧିକ ମାତ୍ରାରେ ଆଇରନ , ପଟାସିୟମ ଏବଂ କ୍ୟାସସିୟମ ରହିଥାଏ । ଏହା ଆମର ପେଟକୁ ସଫା ମଧ୍ୟ କରିଥାଏ । କବଜ ଭଳି ସମସ୍ୟାକୁ ଶେଷ କରିଥାଏ ଏବଂ ଆମର ହାଡକୁ ମଜବୁତ ମଧ୍ୟ କରିଥାଏ । ଆଣ୍ଟୁଗଣ୍ଟି କଷ୍ଟ ଏବଂ କମର କଷ୍ଟରୁ ଆରାମ ଦେଇଥାଏ କିସମିସ । ଏଥିରେ ଆଣ୍ଟିଅକ୍ଟିଡେଣ୍ଟ ମିଳିଥାଏ ଯାହା ଆକିର ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ । ଶରୀରରେ ରୋଗକୁ ଲଢିବାର କ୍ଷମତାକୁ ବଢାଇଥାଏ ।

ଆପଣ ମାନେ ରାତିରେ ଏହି ତିନିଟି ସାମଗ୍ରୀକୁ ପାଣିରେ ବିଜେଇକି ରଖିବେ । ମାତ୍ର ପାଣିରେ ଭେଦିବା ପୂର୍ବରୁ ଏହାକୁ 2 ରୁ 3 ଥର ଧୂଆଇ ନେବେ । ଆପଣ ମାନେ ସକାଳୁ ଉଠି କରି ଆପଣ ମାନେ ସେହି ଜିନିଷକୁ ଚୋବାଇ ଖାଇନିଅନ୍ତୁ ଏବଂ ପରେ ପାଣିକୁ ପିଇ ନିଅନ୍ତୁ । ଏହା ପରେ ଦେଖିବେ ଆପଣଙ୍କର ଶରୀରେ ଆଳସ୍ୟ ଏବଂ ଦୁର୍ବଳତା ଦୂର ହୋଇଯିବ । ଏହାର ସେବନ ଦ୍ୱାରା ଆମ ଶରୀରେ କ୍ୟାଲସିୟମର ପୂର୍ତ୍ତି ହୋଇଥାଏ । ଏହାର ସେବନ ଦ୍ୱାରା ଆପଣ ମାନେ ବହୁତ ସାରା ରୋଗରୁ ବଞ୍ଚକରି ରହିବେ । ଏହାର ସେବନ ଆପଣ ମାନେ ନିଶ୍ଚିତ ବାବରେ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।