Odisha News Portal

ଶରୀର ରଏହି ସ୍ଥାନରେ କଳାଯାଇ ଥିବା ଲୋକମାନେ ଜୀବନରେ ଅନେକ ସଫଳତା ପାଇଥାନ୍ତି ! ନିଜ ଲକ୍ଷ୍ୟସ୍ଥଳରେ ଗୋଟିଏ ହୋଇଥାନ୍ତି …..

ଆପଣ ଙ୍କ ଶରୀରରେ କୌଣସି ନାଁ କୌଣସି ସ୍ଥାନରେ କଳା ଜାଇ ରହିଥାଏ । ଏପରି ମଧ୍ୟ ଶରୀରେ ପ୍ରକ୍ୟେକ ଜାଗାର କଳା ଜାଇ ଆମ ଆଚାର ବ୍ୟବହାର ବିଷୟରେ କହି ଥାଏ ଏବଂ ଏହା ସହିତ ଭବିଷ୍ୟତ ବିଷୟରେ ମଧ୍ୟ ଅନେକ ଆଗୁଆ ସୂଚନା ଦେଇ ଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବ ରେ ଜାଣିଥିବେ ଯେ ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛା ତଥା ଆଗ୍ରହ ହୋଇଥାଏ । କିନ୍ତୁ ଏହା ପୂରଣ ହୋଇ ନଥାଏ କିମ୍ବା ବେଳେ ବେଳେ ସମ୍ଭବ ମଧ୍ୟ ହୋଇ ନଥାଏ ।

କିନ୍ତୁ ପୁରୁଷ ଙ୍କର ଏହି ନିର୍ଦ୍ଧିଷ୍ଟ ଅଙ୍ଗରେ କଳା ଜାଇ ଥିଲେ ସେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । କୁହା ଯାଏ କି ଲକ୍ଷାଧିକ ଲୋକ ମାନଙ୍କ ମଧ୍ୟରୁ ଜଣେ ଲୋକଙ୍କର ଏପରି ସ୍ଥାନରେ କଳା ଜାଇ ଥାଏ ଏବଂ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।


ଆପଣ ମାନେ ଦେଖି ଥିବେ ଯେ କେତେକ ଲୋକ ଙ୍କ ଓଠ ରେ କଳା ଜାଇ ଥାଏ ଏବଂ କେତେକ ଙ୍କ ହାତ ରେ ମୁଣ୍ଡ ରେ , ଗୋଡ ରେ ଥାଏ । କିନ୍ତୁ ଆଜି ଆମେ ଏପରି ଏକ ସ୍ଥାନ ରେ କଳା ଜାଇ ଥିବା ବିଷୟରେ ଜାଣିବା ଯାହା ଲକ୍ଷାଧିକ ଲୋକ ମାନଙ୍କ ମଧ୍ୟରୁ ଜଣେ ଲୋକ ଙ୍କ ଠାରେ ଦେଖିବାକୁ ମିଳେ । ତେବେ ସେହି ସ୍ଥାନ ଟି ହେଉଛି ଛାତିର ମଝିରେ ।


ଯେଉଁ ବ୍ୟକ୍ତିର ଛାତିର ମଝିରେ କଳା ଜାଇ ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇ ଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ସମାଜ ରେ ବହୁତ ସଫଳତା ପ୍ରାପ୍ତି କରିବା ସହିତ ବହୁତ ମାନ ସମ୍ମାନ ମଧ୍ୟ ପାଇ ଥାଏ । ଏହା ସହିତ ଅନେକ ଯଶ ମଧ୍ୟ ଅର୍ଜନ କରି ଥାଏ । ଏହି ବ୍ୟକ୍ତି ବହୁତ ଉତ୍ତମ ସ୍ବଭାବ ର ହୋଇ ଥାନ୍ତି ଏବଂ ତାଙ୍କ ହୃଦୟ ମଧ୍ୟ ସଂମ୍ପୂର୍ଣ୍ଣ ପରିଷ୍କାର ହୋଇ ଥାଏ । ଏମାନେ ପରସ୍ପର କୁ ବହୁତ ଭଲ ଭାବରେ ବୁଝିଥାନ୍ତି ଏବଂ ସ୍ମାର୍ଟ ମଧ୍ୟ ଦେଖା ଯାଇଥାନ୍ତି । ଏମାନେ ଯାହାକୁ ବି ବିବାହ କରିଥାନ୍ତି ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜ ସ୍ତ୍ରୀ , ପରିବାରକୁ ସବୁ ବେଳେ ଖୁସିରେ ରଖିଥାନ୍ତି ।


ତେବେ ଏହି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ବ ଖୁବ୍ ଆକର୍ଷଣୀୟ ହୋଇ ଥାଏ ଏବଂ ଏମାନେ ସମସ୍ତଙ୍କୁ ନିଜ ବ୍ୟବହାର ରେ ଆକର୍ଷିତ କରିଥାନ୍ତି । ଏହା ସହିତ ଏମାନେ ଯେଉଂ କାମ ରେ ବି ହାତ ଦିଅନ୍ତି ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିଥାନ୍ତି । ଆଉ ପର୍ଯ୍ୟାପ୍ତ ପରିମାଣ ରେ ଅର୍ଥ ମଧ୍ୟ ଲାଭ କରିଥାନ୍ତି । ତେବେ ଏହା ଥିଲା ପୁରୁଷ ମାନଙ୍କ ର କେଉଁ ଜାଗା ରେ କଳା ଜାଇ ଥିଲେ ସେମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।