Odisha News Portal

Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, ବୃଷ, ମେଷ, କନ୍ୟା ଓ କୁମ୍ଭ ରାଶି ଅଟେ,ତେବେ ଜାଣନ୍ତୁ ଶନିଦେବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..

ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା ଙ୍କୁ ପୂଜା କରାଯାଏ। ଏମାନଙ୍କ ମଧ୍ୟରେ ଶନି ଦେବ ଙ୍କୁ ମଧ୍ୟ ପୂଜା କରାଯାଇଥାଏ । ତେବେ ଶନିବାର ଦିନକୁ ଆମେ ମାନେ ଶନି ଦେବ ଙ୍କୁ ପୂଜା କରିଥାଉ।ଯଦି ଆମେ ଶନି ଦେବ ଙ୍କ କଥା କହିବା ତେବେ ତାଙ୍କୁ ସବୁ ଗ୍ରହ ର ନିଷ୍ପକ୍ଷ ନ୍ୟାୟକରି ବୋଲି କୁହାଯାଏ ଓ ଶନି ଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ। ଯଦି ଶନିଦେବ ପ୍ରସନ୍ନ ରହିବେ ତେବେ ଆପଣ କୁ କେବେବି ଧନ ର ଅଭାବ ରହିବ ନାହିଁ। ଶନି ଦେବ ଙ୍କୁ ସମସ୍ତେ ରାଗି ବୋଲି କହି ଥାଆନ୍ତି କିନ୍ତୁ ପ୍ରକୃତ ରେ ଶନି ଦେବ ଖୁବ୍ ଶାନ୍ତ ସ୍ଵଭାବ ର ହୋଇ ଥାଆନ୍ତି ଓ ସବୁବେଳେ ସମସ୍ତଙ୍କ କର୍ମ ର ଉଚିତ୍ ଫଳ ଦେଇ ଥାଆନ୍ତି।

ଶନି ଦେବ ପ୍ରସନ୍ନ ରହିଲେ ସବୁ କାର୍ଯ୍ୟ ସହଜ ରେ ଓ ସରଳ ରେ ହୋଇ ଯାଇଥାଏ। କୁହାଯାଏ ଶନି ଦେବ ଙ୍କ କୃପା ପଡ଼ିଲେ ଭାଗ୍ୟ ଚମକି ଉଠିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ତ୍ତମାନ ସନିଦେବ କିଛି ରାଶି ମାନଙ୍କ ଉପରେ ବେଶ୍ ପ୍ରସନ୍ନ ଅଛନ୍ତି ଯାହା ଫଳରେ ତାଙ୍କର ଆଗକୁ ଆସୁଥିବା ସମସ୍ତ ବିଘ୍ନ ଦୁର ହେବାକୁ ଯାଉଛି ତେବେ କଣ ଅଟନ୍ତି ସେହି ସବୁ ରାଶି ଆସନ୍ତୁ ଜାଣିବା ;

ମେଷ ରାଶି ,

ଶନି ଦେବ ଙ୍କ କୃପା ରୁ ଆପଣଂକୁ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ବହୁତ ସଫଳତା ମିଳିବ । ଏହି ସମୟ ରେ ଆପଣ ଚାହିଁଲେ କୌଣସି ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ କରିପାରିବେ । ଆପଣ ସବୁ କ୍ଷେତ୍ର ରେ ସଫଳ ହେବ । ପରିବାର ରେ ଖୁସି ଲାଗି ରହିବ।

ବୃଷ ରାଶି ,

ଶନି ଦେବ ଙ୍କ କୃପା ରୁ ଆପଣଙ୍କ ସମୟ ବହୁତ ଭଲ ରହିବ । ବ୍ୟବସାୟ ଓ ଚାକିରୀ ଉଭୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଚାରି ଦିଗରୁ ସଫଳତା ହାସଲ ହେବ । ଯାତ୍ରାଯୋଗ ରହିଛି । ବହୁତ୍ ଦିନ ରୁ ଶନି ଦେବ ଙ୍କ କୋପ ଦୃଷ୍ଟି ଥିଲା ବର୍ତ୍ତମାନ ଏହି କୋପ ଦୃଷ୍ଟି ଦୁର ହେବାକୁ ଯାଉଛି।

ସିଂହ ରାଶି ,

ଶନି ଦେବ ଙ୍କ କୃପା ରୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ।ସମାଜ ରେ ଲୋକ ଆପଣଙ୍କୁ ମାନ ସମ୍ମାନ ଦେବେ ।ଏହି ରାଶି ର ବ୍ୟକ୍ତି ଙ୍କୁ ବ୍ୟବସାୟ ରେ ବ୍ୟାପାର ବାଣିଜ୍ୟ ବହୁତ ଭଲ ହେବ।

ତୁଳା ରାଶି ,

ଶନି ଦେବ ଙ୍କୁ କୃପା ରୁ ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଚାକିରି କ୍ଷେତ୍ର ରେ ଆପଣଙ୍କ ର ପଦ ଉନ୍ନତି ର ଯୋଗ ରହି ଅଛି।

କନ୍ୟା ରାଶି ,

ଶନି ଦେବ ଙ୍କ କୃପା ରୁ ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ର ଅନ୍ତ ଘଟିବ । ଏମାନଙ୍କ ଜୀବନ ଧନ ଓ ସୁଖ ସମୃଦ୍ଧି ର ପରିପୂର୍ଣ୍ଣ ହୋଇଯିବ ।

କୁମ୍ଭ ରାଶି ,

ଶନି ଦେବ ଙ୍କ କୃପା ରୁ ଆପଣଙ୍କ ସମୟ ବହୁତ ଭଲ ରହିବ । ବ୍ୟବସାୟ ଓ ଚାକିରୀ ଉଭୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।