Jyotisa Shastra – ସାପ୍ତାହିକ ରାଶିଫଳ (16 ମାର୍ଚ୍ଚ ରୁ 21 ମାର୍ଚ୍ଚ) ଶନିଦେବଙ୍କ କୋପ ଦୃଷ୍ଟି ଏହି 6ଟି ରାଶି ଉପରେ ରହିବ,ସତର୍କ ରୁହନ୍ତୁ
ଅଧିକାଂଶ ଲୋକ ଦିନ ରାତି କଠିନ ପରିଶ୍ରମ କରନ୍ତି, ମାତ୍ର ଧନୀ ହୋଇ ପାରନ୍ତି ନାହିଁ କାରଣ ତାଙ୍କର ଭାଗ୍ୟରେ ଅର୍ଥ ପ୍ରାପ୍ତିର ଯୋଗ ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ସବୁ ରାଶି ର ପ୍ରଭାବ ଯୋଗୁ ମଧ୍ୟ ହୋଇଥାଏ। ଆଜି ଆମେ ଏହି ଲେଖା ମାଧ୍ୟମ ରେ ଆଗାମୀ ସପ୍ତାହ ରେ କେଉଁ ରାଶି ର ଭାଗ୍ୟ କଣ ରହିବ ସେହି ବିଷୟ ରେ ଜାଣିବା ;
ମେଷ ରାଶି ,
ଏହି ରାଶିର ଲୋକମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏହି ବର୍ଷ ଆର୍ଥିକ ସ୍ଥିତି ଭଲ ରହିବ। ଏହି ବର୍ଷ ଟଙ୍କାର ଅଭାଵ ରହିବ ନାହିଁ। ପୁଞ୍ଜି ନିବେଶ କଲେ ସଫଳତା ମିଳିବ। ନୂତନ ଗୃହ ଓ ଯାନବାହାନ ଜିଣିବାର ଯୋଗ ରହିଛି ।
ବୃଷ ରାଶି ,
କର୍ମ ଏବଂ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ପରିବାର ଲୋକ ମାନଙ୍କ ସହାୟତା ସହୋଜୋଗ ମିଳିବ ।ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବ ।
ମିଥୁନ ରାଶି ,
ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି। ବ୍ୟାପାର ର ରେ ଅଚାନକ ଧନ ଲାଭ ର ସମ୍ଭାବନା ଅଛି । ଭାବି ଚିନ୍ତି ନିଷ୍ପତି ନିଅନ୍ତୁ।
କର୍କଟ ରାଶି ,
ଆୟ ଦେଖି ଖର୍ଚ୍ଚ କରନ୍ତୁ ନଚେତ୍ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି। ସମୟ ହିସାବ ରେ କାର୍ଯ୍ୟ କରନ୍ତୁ। ବନ୍ଧୁ ଙ୍କ ସହୋଯୋଗ ରହିବ।
ସିଂହ ରାଶି ,
ଆପଣ କୁ ଆପଣଙ୍କ ଘର ର ବଡ ସଦସ୍ୟ ଙ୍କ ସହଯୋଗ ପ୍ରାପ୍ତି ହେବ ଯାହା ଦ୍ୱାରା ଆପଣ ଙ୍କ ମନ ଶାନ୍ତି ରହିବ।ପ୍ରଭୁ ଜଗନ୍ନାଥଙ୍କ ଙ୍କ କୃପା ରୁ ଆପଣଙ୍କ ଭାଗ୍ୟ ବଦଳି ଯିବ । ଆପଣଙ୍କ ଭାଗ୍ୟ ରେ ନୂତନ ସୁଯୋଗ ଆସିବ ରହିଯାଇଥିବା କାର୍ଯ୍ୟ ପୂରଣ ହେବ ।
କନ୍ୟା ରାଶି ,
ସମସ୍ତଙ୍କ ପ୍ରତି ଭଲ ଭାବନା ରହିବ। ସବୁ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ପରିଶ୍ରମ ଓ ଧର୍ଯ୍ୟ ର ଉଚିତ୍ ମୂଲ୍ୟ ମିଳିବ।
ଆପଣଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବାକୁ ଯାଉଛି।
ତୁଳା ରାଶି ,
ସମ୍ପର୍କ ରେ ତିକ୍ତତା ଆସିବାର ସମ୍ଭାବନା ରହିଛି। ବ୍ୟୟ ବହୁଳ ହୋଇ ପାରେ। କଠିନ ପରିଶ୍ରମ କରି ପାରନ୍ତି। ଦମ୍ପଦ୍ୟ ଜୀବନ ସୁଖମୟ ହେବ ।
ବିଛା ରାଶି ,
ରାଜନୀତି ରେ ଥିବା ଲୋକ ମାନେ ସମାଜ ସେବା ରେ ମନ ଦେବେ । ଜୀବନରେ ମଧୁରତା ଆସିବ ଏବଂ ଏକ ଦୃଢ଼ ସମ୍ପର୍କ ସ୍ଥାପିତ ହେବ।
ଧନୁ ରାଶି ,
ବଡ଼ ସୁଯୋଗ ସହିତ ବଡ଼ ଦାୟିତ୍ଵ ନିର୍ବାହ କରି ପାରନ୍ତି । ନିଜ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଶତ୍ରୁ ମାନଙ୍କ ଠାରୁ ସାବଧାନ ହୁଅନ୍ତି।
ମକର ରାଶି ,
କୌଣସି ଏକ ବଡ଼ କାର୍ଯ୍ୟ ରେ ମନ ନିବେଶ କରି ପାରନ୍ତି । ସମାଜ ପ୍ରତି ଅଧିକ ଧ୍ୟାନ ଦେବେ। ଯାନବାହାନ ଜିଣିବାର ଯୋଗ ରହିଛି ।
କୁମ୍ଭ ରାଶି ,
କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବେ । ବହୁତ ଦିନ ରୁ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ।ଆପଣଙ୍କୁ ଆପଣ ଙ୍କ ପରିଶ୍ରମ ର ଉଚିତ୍ ଫଳ ପ୍ରାପ୍ତି ହେବ ।
ମୀନ ରାଶି ,
ପଦୋନ୍ନତି ଓ ସମ୍ମାନ ପ୍ରାପ୍ତି ର ଯୋଗ ରହିଛି । କୌଣସି କାର୍ଯ୍ୟ କୁ ଅବହେଳା କରନ୍ତୁ ନାହିଁ ନଚେତ୍ ହଇରାଣ ହୋଇ ପାରନ୍ତି । ଆଗକୁ ଅଧିକ କଠିନ ପରିଶ୍ରମ କରି ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।