Odisha News Portal

ଦେଖନ୍ତୁ ଭିଡ଼ିଓ – ଜଙ୍ଗଲକୁ ଟାଣି ନେଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ….

ତେବେ ସମାଜ ଯେତେ ଆଗକୁ ବଢ଼ିଲେ ମଧ୍ୟ ନାରୀ ମାନଙ୍କ ଉପରେ ଅତ୍ୟାଚାର ସେତେ ବଢ଼ି ବଢ଼ି ଚାଲିଛି । ଆଜି ବି ମଧ୍ୟ କୌଣସି ଘର ର ଝିଅ ସୁରକ୍ଷିତ ନାହାଁନ୍ତି । ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ନାରୀ ମାନଙ୍କୁ ଅସଦାଚରଣ ପରି ଘଟଣା ସବୁବେଳେ ଆମ ନଜର କୁ ଆସୁଛି । ଅସଦାଚରଣ , ବଳାତ୍କାର ପରି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କାଲି ନାରୀ ମାନଙ୍କ ପ୍ରତି ଏମିତି ସମସ୍ୟା ଏତେ ବଢ଼ି ଚାଲିଛି ଯାହାର କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ । ଆଜିର ଏହି ସମାଜ ରେ କୌଣସି ନାରୀ ସୁରକ୍ଷିତ ନାହାନ୍ତି। ଆଜିର ଯୁଗ ରେ ନାରୀ ଟି କେତେ ସୁରକ୍ଷିତ ଅଟେ ଏହା ଆଜି କାଲି ଘଟୁଥିବା ସମାଜ ରୁ ଜଣା ପଡି ଜାଏ ।

ତେବେ ଆଜିର ଭଦ୍ର ମୁଖା ପିନ୍ଧି ଥିବା ବ୍ୟକ୍ତି ମାନେ ହିଁ ରାକ୍ଷସ ପାଲଟି ଯାଉଛନ୍ତି। ତେବେ ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ଜଣେ ନାରୀ କୁ ଅସଦାଚରଣ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଣେ ମହିଳା ଙ୍କୁ ଏକ ଜଙ୍ଗଲ ଭିତରକୁ ଜୋର ଜବରଦସ୍ତି ଭାବେ ଟାଣି ନେଇ ମହିଳା ଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । କେବଳ ଏତିକି ନୁହେଁ ଦୁଇ ଜଣ ଯୁବକ ମହିଳା ଜଣଙ୍କ ସହିତ ଅସଦାଚରଣ କରିଥିବା ସମୟ ରେ ଆଉ ଜଣେ ଯୁବକ ଏହି ସବୁ ଦୃଶ୍ୟ ର ଭିଡିଓ ମୋବାଇଲ ରେ ରେକର୍ଡ କରିଛନ୍ତି ଆଉ ।

ତେବେ ଏହି ଭିଡିଓ କୁ ଦେଖିଲେ ଆପଣ ଜାଣି ପାରିବେ ଯେ ମଣିଷ କେତେ ତଳକୁ ଖସି ଯାଇଛି । କେବଳ ଏତିକି ରେ ତାଙ୍କ ମନ ଭରି ଯାଇଛି ତାହା ନୁହେଁ ଭିଡିଓ କରି ସାରିବା ପରେ ସେମାନେ ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ମଧ୍ୟ ଅପଲୋଡ଼ କରିଛନ୍ତି । ତେବେ ମହିଳା ଙ୍କୁ ଏକୁଟିଆ ଦେଖି ଏହି ତିନି ଜଣ ଯୁବକ ମହିଳା ସହିତ ପଶୁ ପରି ଆଚରଣ କରିଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଏହି ଭିଡିଓ ଟି ପୋଲିସ୍ ହାତ ରେ ପଡ଼ିବା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ଆଉ ତଦନ୍ତ ରେ ତିନି ଜଣ ମୁଖ୍ୟ ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଛି । ତେବେ ଏମିତି ପଶୁ ପରି ଆଚରଣ ଦେଖାଇ ଥିବା ଅଭିଯୁକ୍ତ ଙ୍କ ନାମ ହେଉଛି ରାହୁଲ,ଆକାଶ,ଭୀମଲ । ତେବେ ପୋଲିସ ଏହି ତିନି ଜଣ ମୁଖ୍ୟ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଇ ଥିବାର ସୂଚନା ମିଳିଛି। ତେବେ ଦେଖିଲେ ତ କୌଣସି ଘରେ କୌଣସି ମଧ୍ୟ ମହିଳା ସୁରକ୍ଷିତ ନୁହନ୍ତି । ଯୁଗ ଯେତେ ଆଗକୁ ଗଲେ ମଧ୍ୟ ପ୍ରତିଦିନ ଏମିତି ଅମାନବିକତାର ଘଟଣା ଆମ ସାମ୍ନା କୁ ଆସୁଥିବା ସତ୍ୱେ ଏହାର ସମାଧାନ ହେଇ ପାରୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।