ଯୁବତୀ ଦେଲେ କଡା ମନ୍ତବ୍ୟ ! ପାଞ୍ଚ ଦଶ ମିନିଟର ସୁଖ ପାଇଁ ଜୀବନ ସାରା ଏକ ଦୁଃଖର ପାହାଡ଼ ଥୋଇବା ଠିକ ନୁହେଁ :ଆୟେଶା,କିନ୍ନର

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ |ତେବେ ବର୍ତ୍ତମାନ ଆନ ପ୍ରତେକଟେଡ଼ ସେକ୍ସ କୁ ନେଇକି ଅନେକ ପ୍ରକାରର ଅସୁବିଧା ମାନ ଦେଖିବାକୁ ମିଳୁଛି | ଆଉ ଯାହାକୁ ନେଇକି କହିଛନ୍ତି ଆୟେଶା | ଆଉ ତାଙ୍କର କଥା ଅନୁସାରେ ଯାହା କୁହାଯାଉଛି କି ଆଜି କାଲି ଲୋକ ମାନେ 5 ମିନିଟ ର ଖୁସି ପାଇକି ଏହି ଭଳି ବିନା ପ୍ରଟେକ୍ସନ ରେ ସେକ୍ସ କରିବାକୁ ଲାଗୁଛନ୍ତି ଆଉ ଯାହା ସେମାନଙ୍କୁ ସାରା ଜୀବନ ପାଇଁକି ବିପଦରେ ପକାଉଛି ବୋଲି କୁହାଯାଉଛି | ଆଉ ଯାହା ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ଆଉ ସାରା ଜୀବନ ପାଇଁକି HIV ରେ ପୀଡିତ ମଧ୍ୟ ହେଉଥିବାର କୁହାଯାଉଛି | ତାହେଲେ ଆସନ୍ତୁ ଏହି ଘଟଣା ବିଷୟରେ କଣ କହିଛନ୍ତି ଆୟେଶା ସେ ବିଷୟରେ ଜାଣିବା |

ତେବେ ଯାହା କୁହାଯାଉଛି କି ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି HIV ଭଳି ରୋଗରେ ପୀଡିତ ଅଛନ୍ତି କିନ୍ତୁ ସେମାନେ ଜାଣି ପାରି ନାହାନ୍ତି | ଆଉ କେତେବେଳେ ଅଛନ୍ତି ଯେଉଁ ମାନେ କି HIV ହୋଇଛି ଭଳି ଭାବିକି ଟେଷ୍ଟ କରିବା ପାଇଁ ମଧ୍ୟ ଡରୁଛନ୍ତି ବୋଲି କୁହାଯାଉଛି | ତେବେ ଏହା ଯୋଗୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ର ନିଜେ ପଡିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ପକାଉଛନ୍ତି ଅସୁବିଧାରେ ବୋଲି କୁହାଯାଉଛି | ତେବେ ଏଥି ପ୍ରତି ସତର୍କ ହେବା ପାଇଁ କହିଛନ୍ତି ଆୟେଶା|


ତେବେ ଆଜି କାଲି ଗଞ୍ଜାମ ରେ ବେଶୀ HIV ସଂକ୍ରମିତ ଲୋକ ମାନଙ୍କୁ ଦେଖିବାକୁ ମିଳୁଛି ଆଉ ବହୁତ ଦିନ ରହିବା ପରେ HIV ରୋଗ ଟି AIDS ଭାବରେ ଦେଖା ଯାଉଛି | ତେବେ କିନ୍ନର ମାନଙ୍କ କଥା ମଧ୍ୟ କହିଛନ୍ତି ସେ | ଯେହେତୁ କିନ୍ନର ମାନଙ୍କର କାମ ହେଉଛି ସେକ୍ସ ତେବେ ସେମାନେ ମଧ୍ୟ ପ୍ରୋଟେକ୍ସନ ନେବା ଆବଶ୍ୟକ | ଆଉ ତାହା ନ ହେଲେ ଅସୁବିଧା ହୋଇ ପାରେ ବୋଲି କହିଛନ୍ତି | ଆଜି କାଲି ବିଭିନ୍ନ ପ୍ରକାରର ସଂସ୍ଥା ବାହାରି ଲାଣି, ଆଉ ଯାହା ସାହାଯ୍ୟରେ ସେମାନେ ନିଜର HIV ଭଳି ରୋଗ ର ଚିକିତ୍ସା ମଧ୍ୟ କରି ପାରିବେ ବୋଲି କହିଛନ୍ତି |

ଆଜି ବିଶ୍ୱ AIDS ଦିବସ ଥିବାରୁ ଏହି ରୋଗ ବିଷୟରେ କିଛି କହିଛନ୍ତି ଆୟେଶା, ଆଉ କହିଛନ୍ତି କୁ ଏହି ଭଳି ରୋଗ ଖାଲି ସେକ୍ସ ଯୋଗୁ ନୁହଁ ରୋଗୀର ଇଞ୍ଜେକେସନ ବା ସିରିଜ ସାହାଯ୍ୟ ରେ ମଧ୍ୟ ବ୍ୟାପି ପାରେ | ତେଣୁ ଏଥି ପ୍ରତି ସତର୍କ ହୋଇ 5 ମିନିଟ ର ଖୁସି ପାଇଁ ଜୀବନ ସାରା ଦୁଃଖ ନ ପାଇଁ ପାଇଁ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment