କଲେଜ ଛାତ୍ରୀଙ୍କ କଡା ମନ୍ତବ୍ୟ ! ସୁନ୍ଦରୀ ଝିଅ ଦେଖିଲେ ,ଟୋକା ମାନଙ୍କୁ ଖାଲି ଦେହ ସୁଖ ଦରକାର,…ଦେଖନ୍ତୁ viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ କିଛି ଶିକ୍ଷା ଦେଇଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି କୁହାଯାଇଛି ଆଉ ଯେଉଁଠି ଝିଅ ମାନଙ୍କର ଇଜ୍ଜତ କୁ ନେଇକି ଓ ଆଜି କାଲି କେଉଁ ଭଳି ଭାବରେ ଆମ ଓଡ଼ିଶାରେ ଗଣ ଦୁଷ୍କର୍ମ ଭଳି କାର୍ଯ୍ୟ ବଢ଼ିବାରେ ଲାଗିଛି ସେ ବିଷୟରେ କହିଛନ୍ତି ଝିଅ ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମ ଦେଶ ସ୍ୱାଧୀନ ହୋଇଛି ଓ ସମସ୍ତେ ସ୍ୱାଧୀନତା ପାଇଛନ୍ତି ସତ କିନ୍ତୁ ଆଜି ବି ଝିଅ ପୁଅ ମାନଙ୍କ ମଧ୍ୟରେ ଭେଦ ଭାବ ରହିଛି | ଆଉ ଯେଉଁଠି ପୁଅ ମାନେ ସବୁବେଳେ ସୁରକ୍ଷିତ ରହୁଛନ୍ତି ସେତେବେଳେ ଝିଅ ମାନଙ୍କୁ ନିଜର ଦେହ ପ୍ରତି ସଜାଗ ରହିବାକୁ ପଡୁଛି | କାରଣ ନାଁ ଆଜି କାଲି ର ଲୋକ ମାନେ ଏତେ ହିଂସ୍ର ହୋଇ ଗଲେଣି ଯେ ସେମାନେ ଛୋଟ ପିଲାମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି ଖରାପ ନଜର ସେମାନଙ୍କ ଉପରେ ପକାଇବାକୁ ଲାଗୁଛନ୍ତି | ଆଉ ତାହା ସହିତ କୁହାଯାଉଛି କି ଆମ ଓଡିଶା ରେ ବିଶେଷ କରି ଅଧିକ ରେପ ହେବାରେ ଲାଗୁଛି ଆଜି କାଲି |

ଆଉ ଯେଉଁଥିପାଇଁ କୁହାଯାଉଛି କି ବଡ଼ ଘରର ଲୋକ ମାନେ କରିବାକୁ ଲାଗିଛନ୍ତି ଦୁଷ୍କର୍ମ ଆଉ ତାହା ସହିତ ଆଇନ ଓ କାନୁନ କୁ ମଧ୍ୟ ନିଜ ଆୟୋତ୍ତ ରେ ମଧ୍ୟ ରଖିଛନ୍ତି | ଆଉ ରାତି ରାତି ଭିତରେ ଟଙ୍କା ଦେଇ ଖୋଲାସ ହେବାକୁ ଲାଗୁଛନ୍ତି | ତାହା ସହିତ କୁହାଯାଉଛି କି ସରକାର ଙ୍କ ତରଫରୁ ମଧ୍ୟ ସେମିତି କିଛି ପଦକ୍ଷେପ ରେପ ହେବାକୁ ନେଇକି କରାଯାଉନି ଯାହା ଫଳରେ ଦୁଷ୍କର୍ମ ପରେ ଲୋକ ଙ୍କୁ ଜେଲ କୁ ନିଆଯାଉଛି | ଆଉ ତାହା ପରେ ଅଭିଯୁକ୍ତ ଜଣଙ୍କ ଜେଲ ଭିତରେ ରହି ଖାଉଛନ୍ତି ଆଉ ପିଉଛନ୍ତି ଆଉ କିଛି ଦିନ ପରେ ଖୋଲାସ ମଧ୍ୟ ହୋଇ ଯାଉଛନ୍ତି |

ତେବେ ଏହିଭଳି ସରକାର ଙ୍କର ଦୃଢ ପଦକ୍ଷେପ କିଛି ଏହି ଘଟଣା ଗୁଡିକ ପ୍ରତି ନ ଥିବାରୁ ଲୋକ ମାନଙ୍କର ଭୟ ଆସୁନି ଆଉ ଯେଉଁଥିପାଇଁ ଏହିଭଳି ଭୁଲ ବାରମ୍ବାର କରିବାକୁ ଲାଗୁଛନ୍ତି ବୋଲି କୁହାଯାଉଛି | ତେଣୁ ଏଥିପାଇଁ ଅଭିଯୁକ୍ତ ମାନଙ୍କୁ କଡ଼ା ଦଣ୍ଡ ଦେବା ଆବଶ୍ୟକ ବୋଲି କହିଛନ୍ତି କଲେଜ ଝିଅ ଜଣଙ୍କ |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment