Exclusive: ଯୁବକ ଖୋଲିଦେଲେ ଅନୁଭବଙ୍କ ବାହାଘର ଗୁମର !ଅନୁଭବ ମହାନ୍ତି ବାହାଘରକୁ ଗଲି , ତାଙ୍କ ସହ ଫଟୋ ଉଠେଇଲି … ଆଉ ଏହି ଯୁବତୀଙ୍କୁ ବାହା ..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଖବର ପ୍ରତ୍ୟେକ ଦିନ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ |ଆପଣଙ୍କ ଅତି ପ୍ରିୟ ଅଭିନେତା ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ବିଷୟରେ ଜଣେଇବି, ଅନୁଭବ ମହାନ୍ତିଙ୍କ ବିଷୟରେ ଆପଣ ବହୁତ କଥା ଜାଣିଥିବେ ହେଲେ ଅନୁଭବ ବର୍ତମାନ ପୁଣି ଥରେ ବାହା ହୋଇଛନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟ୍ୟମରେ ଦେଖିବାକୁ ମିଳିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ଓ ଏହାର ସତ୍ୟା ସତ୍ୟ ବିଷୟରେ ଜାଣିବା |

ଆପଣ ତ ଆପଣଙ୍କ ଅତିପ୍ରିୟ ହିରୋ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ଅନୁଭବ ମହାନ୍ତି, ତାଙ୍କର ଏଇ କିଛି ଦିନ ହେବ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଉପୁଜି ଥିବା ଦ୍ୱନ୍ଦ୍ୱ ଏ ପ୍ରଯ୍ୟନ୍ତ ଏହାର ସମାଧାନ ହୋଇନାହିଁ କି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଡିଭର୍ସ ମଧ୍ୟ ହୋଇନାହିଁ କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେ ଅନୁଭବ ମହାନ୍ତି ବିହାର କରିବାର କିଛି ଫୋଟ ସହିତ ଭିଡିଓ ମଧ୍ୟ୍ୟ ଆସିଛି |ଅନୁଭବ ମହାନ୍ତି କଣ ସତର ବିବାହ କରିଛନ୍ତି ତାହା ଏ ପ୍ରଯ୍ୟନ୍ତ କେହି ନିଶ୍ଚିତ ହୋଇ ନାହାନ୍ତି |

ଅନୁଭବ ମହାନ୍ତି ଜଣେ ବହୁତ ଭଲ ଷ୍ଟାର ସତ ହେଲେ ସେ ତାଙ୍କର ରିଏଲ ଲାଇଫରେ ମଧ୍ୟ ବହୁତ ଭଲ ଅଟନ୍ତି |ଅନୁଭବ ମହାନ୍ତି ତାଙ୍କ ବାପା ମା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ତାଙ୍କ ବାପା ମାଙ୍କ ଆଶୀର୍ବାଦ ନେଇ କରନ୍ତି ବୋଲି ଆପଣ ନିଶ୍ଚିତ ଆଗରୁ ଜାଣିଥିବେ |କିନ୍ତୁ ଅନୁଭବ ମହାନ୍ତି ଏବେ ଭାଇରାଲ ହେଉଥିବା ବିବାହର ଭିଡିଓ ଟି କେତେ ମାତ୍ରାରେ ସତ ତାହା କେହି ଜାଣନ୍ତି ନାହିଁ |ବିବାହ ମଣ୍ଡପ ଅତି ସୁନ୍ଦର ଭାବରେ ସଜା ହୋଇଥିବାର ମଧ୍ୟ୍ୟ ଜଣା ଯାଉଛି |

ଅନୁଭବ ମହାନ୍ତି ନୂଆ ବର୍ଷ କିଛି ନୂଆ ଖବର ଦେବେ କି,ଏହି ବିବାହ ତାଙ୍କର ରିଏଲ ଅଟେ ତାହାର ସତ୍ୟତା ଏ ପ୍ରଯ୍ୟନ୍ତ ଜଣା ଯାଇନାହିଁ |ହୁଏତ ଅନୁଭବ ମହାନ୍ତିଙ୍କଏହି ବିବାହ ଏକ ନୂଆ ଫିଲ୍ମରେ ରିଲସର ଭିଡିଓ ମଧ୍ୟ ହୋଇପାରେ, ଏହା ତାଙ୍କର ରିଏଲ ଲାଇଫ ମଧ୍ୟ ହୋଇ ନପାରେ |ଏହାର ସତ୍ୟତା ଆପଣ କିଛି ଦିନ ଭିତରେ ନିଶ୍ଚିତ ଜାଣି ପାରିବେ ଏହା ଅନୁଭବଙ୍କ ରିଏଲ ଲାଇଫ ନା ତାଙ୍କର ଏହା ଫିଲ୍ମର ଅଭିନୟ |ଅନୁଭବ ମହାନ୍ତିଙ୍କ ବିବାହ ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

Leave a Comment