ଯୁବକ ଦେଲେ କଡା ମନ୍ତବ୍ୟ ! ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି ..ଆମଭଳି ଟୋକା ହେଇଥିଲେ….ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଆଜି କାଲି ର ଝିଅ ମାନେ ନିଜର ସଂମ୍ମାନ କୁ ନିଜେ ଖରାପ କରିବାକୁ ଲାଗିଛନ୍ତି, ଆଉ ଯାହା ଫଳରେ ସମାଜରେ ନିଜ ର ସ୍ଥାନକୁ ତଳେ ପକେଇବାକୁ ଲାଗିଛନ୍ତି | ଆଉ ଯେଉଁଠି କୁହାଯାଉଛି କି 4 ଜଣ ଝିଅ ମିଶିକି ପୁଅ ଜଣଙ୍କର ଇଜ୍ଜତ ନେଇଥିଲେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଲୋକ ଜଣଙ୍କର କହିବା ଅନୁସାରେ ନାରୀ ହେଉଛନ୍ତି ଅବଳା ଆଉ ଦୁର୍ବଳା ତାହା ମାନେ ନୁହଁ କି ନାରୀ ମାନେ ଯାହା ବି ଭୁଲ କରିବେ ସେଥିପାଇଁ କୌଣସି ଦଣ୍ଡ ନାହିଁ କେବଳ ସବୁ ଦଣ୍ଡ କେବଳ ପୁରୁଷ ମାନଙ୍କ ପାଇଁ ରହିଛି | ଆଉ ଏଠାରେ ଯେଉଁ ପୁରୁଷ ଟି ସହିତ ଏଭଳି କିଛି ଘଟିଛି ତାହାର ମଧ୍ୟ ଘର ସଂସାର ରହିଛି ଆଉ ସ୍ତ୍ରୀ ମଧ୍ୟ ରହିଛନ୍ତି | ତେବେ ଏହି ଭଳି ଏକ ଘଟଣା ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଲଜ୍ୟା କର କଥା ଅଟେ | ଏହି ଭଳି ଝିଅ ମାନଙ୍କୁ ସିଧା ଫାସୀ ଦେଇଦେବା ଉଚିତ ବୋଲି କହିଛନ୍ତି ଯୁବକ ଜଣଙ୍କ | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ନାରୀ ସଂମାନ ପାଇବା ର ଯୋଗ୍ୟ ସେହି ମାନଙ୍କୁ ସଂମ୍ମାନ ଦେବା ଉଚିତ |

ଆଉ ତାହା ବ୍ୟତୀତ ପୁରୁଷ ମାନେ ମଧ୍ୟ ନାରୀ କୁ ସଂମ୍ମାନ ଦେଉଛନ୍ତି କିନ୍ତୁ ଯଦି ଚିରା ଫୋଟା ପିନ୍ଧିକି ସମାଜ ଆଗରେ ଦେଖେଇ ହେବେ ତାହେଲେ ପୁଅ ମାନେ ଆଉ କଣ କରି ପାରିବେ | ତେବେ ଏହା ବ୍ୟତୀତ ଯୁବକ ଜଣଙ୍କ କହିଛନ୍ତି ଝିଅ ମାନେ ଦେହ ବ୍ୟବସାୟ କରନ୍ତି କିଛି ଆଶ୍ରା ନ ପାଇଁକି ଶେଷରେ | ଆଉ ନିଜର ପରିବାର କୁ ଚଳାଇବା ପାଇଁ | କିନ୍ତୁ ପୁଅ ମାନେ ବାଧ୍ୟ ହୁଅନ୍ତି ନିଜର ସୁଖ ପାଇବା ଓ ପଇସା ପାଇବା ପାଇଁ | ଆଉ ଯାହା କୁହାଯାଉଛି କି କେତେକ ଆଣ୍ଟି ଟାଇପ ର ମହିଳା ମାନେ କିଛି ଏମିତି କରିଥାନ୍ତି ବୋଲି |

ତେବେ ନାରୀ ମାନଙ୍କର ସଂମ୍ମାନ କୁ ବଢାଇବା ପାଇଁ ହେଲେ ପ୍ରଥମେ ନିଜକୁ ଠିକ କରିବା ପାଇଁ ପଡ଼ିବ ବୋଲି କୁହାଯାଇଛି | ଆଉ ନିଜେ ଯଦି ଆମେ ଠିକ ହେଇନୁ ତାହେଲେ କେହି ବି ଆମର କ୍ଷତି କରି ପାରିବେ ନାହିଁ | ନିଜର ସଂମ୍ମାନ ନିଜ ହାତରେ ତେଣୁ ନାରୀ ହୁଅନ୍ତୁ ବା ପୁରୁଷ ପ୍ରଥମେ ନିଜର ଇଜ୍ଜତ ଆଉ ସଂମ୍ମାନ ଉପରେ ଗୁରୁତ୍ୱ ଦେବା କୁ କହିଛନ୍ତି ଯୁବକ ଜଣକ | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment