ଯୁବକ ଦେଲେ କଡା ମନ୍ତବ୍ୟ ! ବାହାଘର ପୂର୍ବରୁ ଯେଉଁ କୁତୁକୁତୁ ହେଉଛନ୍ତି ସେଇଥିପାଇଁ ଏମିତି ଘଟୁଛି ରାତିରେ …”ଗଜପତି

ବିବାହ ପୂର୍ବରୁ ଲିଭଇନରେ ରହିବା ଆଜିର ଦିନରେ ଏକ ସାଧାରଣ କଥା ହୋଇ ଗଲାଣି। ଖୁବ୍ ଅଳ୍ପ ବୟସର ଯୁବକ ଯୁବତୀ ଏଥିରେ ସାମିଲ ରହୁଛନ୍ତି। ଖୁବ୍ କମ୍ ବୟସରେ ଏମାନେ ଓୟ ଯାଉଛନ୍ତି। ଆଉ ଯେଉଁ କାରଣରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ୁଛି। ପ୍ରତିଦିନ ସମାଜରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ପ୍ରତିଦିନ ଟିଭି ଖବର କାଗଜ ଆଦିରେ ଏହି ଭଳି ଖବର ହେଡ ଲାଇନ୍ ହୋଇ ବାହାରୁଛି। ଯେଉଁ କାରଣ ପାଇଁ ପରିବାରର ମୁଣ୍ଡ ସମାଜ ଆଗରେ ତଳକୁ ହୋଇ ଯାଉଛି। ପିଲା ମାନଙ୍କ ଭୁଲ ପାଇଁ ପିତା ମାତା ଆଉ ପୁରା ପରିବାରକୁ ସମାଜ ଆଗରେ ଅପଦସ୍ତ ହେବା ପାଇଁ ପଡୁଛି।

ଭାରତର ସଂସ୍କୃତି ଅନୁଯାୟୀ ବିବାହ ପୂର୍ବରୁ ଲିଭ୍ ଇନ ରହିବା ଉଚିତ୍ ନୁହେଁ। କିନ୍ତୁ ଭାରତରେ ବିବାହ ପୁର୍ବରୁ ଅଧିକାଂଶ ଯୁବପିଢି ଲିଭ୍ ଇନ ରହିବା ପାଇଁ ପସନ୍ଦ କରୁଛନ୍ତି ତେବେ ଏ ନେଇ ମିଷ୍ଟର ଗଜପତି କଣ କହୁଛନ୍ତି ଆସନ୍ତୁ ଜାଣିବା। ସେ କହିଛନ୍ତି କି ବିବାହ ପୂର୍ବରୁ ଲିଭ୍ ଇନ ରେ ରହିବା ଆଦୌ ଗ୍ରହଣୀୟ ନୁହେଁ। ବିଶେଷ କରି ଭାରତରେ ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଭାରତରେ ସରକାର ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଆଉ ଏହି ସବୁ ଓୟକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ।

ତେବେ ଆପଣ ମାନେ ଜାଣିଥିବେ କି କିଛିଦିନ ତଳେ ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା ଅଫତାବ ପୁନାୱାଲା। ନିଜ ପ୍ରେମିକାକୁ ୩୫ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ପକାଉଥିଲା ଅଫତାବ। ଯାହା ଏକ ଚାଞ୍ଚଲ୍ୟ କର ବିଷୟ ପାଲଟି ଥିଲା। ତେବେ ଶ୍ରଦ୍ଧା ଆଉ ଅଫତାବ୍ ଦୁହେଁ ଲିଭିଇନ ରିଲେସନ ରେ ରହିଥିଲେ ଆଉ ଅଫତାବଙ୍କୁ ଯେତେବେଳେ ଶ୍ରଦ୍ଧା ବାରମ୍ବାର ବିବାହ ପାଇଁ ବାଧ୍ୟ କରୁଥିଲେ ସେହି ସମୟରେ ଅଫତାବ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କାଟିବା ପରେ ଏକ ଧାରୁଆ ଅସ୍ତ୍ରରେ କାଟି ୩୫ ଖଣ୍ଡ କରି ଦେଉଥିଲେ ଆଉ ଏସବୁ କେବଳ ଲିଭିଇନ୍ ରେଲେଶନ ପାଇଁ ହୋଇଥିଲେ।

ତେବେ ବିବାହ ଅଗାରୁ ଯଦି ରିଲେସନରେ ରହନ୍ତି ତେବେ ଏପରି ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ। ତେବେ ଆମ ଭାରତରେ ଏହି ସବୁ ଘଟଣା ପ୍ରତ୍ୟେକ ଦିନ ଘଟି ଚାଳିଛି। ଯାହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ। ନହେଲେ ଏମିତି ଅପ୍ରୀତିକର ପରିସ୍ଥିତି ଅନେକ ଘଟିବ ଆଉ ଏସବୁ କୁ ରୋକିବା ଖୁବ୍ କଷ୍ଟକର ହୋଇ ପଡିବ। ତେଣୁ ଏହା ଉପରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ବାପା ମା ମାନେ ମଧ୍ୟ ନିଜ ପିଲା ମାନଙ୍କୁ ଆକଟ କରିବା ଉଚିତ୍ ଯାହା ଦ୍ଵାରା ଏ ସବୁ କୁ ଅଟକାଇ ଯାଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment