ଯୁବକ ଦେଲେ କଡା ମନ୍ତବ୍ୟ ! ଛୁଆ ଯେତେବେଳ ପାଖରେ ଅଛି ସେ ଟିଚର ବୋଧେ କୋଉ ଟୋକା ସହ ଗପିଛି ..ସେ ପିଲାଟା ଦେଖିଛି:ଗଜପତି

ତେବେ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଗଜପତି ଆଜି କାଲି ର ପିଲା ମାନେ କଣ ପାଇଁ ଖରାପ ହେଉଛନ୍ତି ସେ ବିଷୟରେ ପ୍ରକାଶ କରିକି କହିଛନ୍ତି | ତାହା ବ୍ୟତୀତ ଆଜି କାଲି ର ଶିକ୍ଷୟତ୍ରୀ ମାନଙ୍କ ଡ୍ରେସିଂ ସେନ୍ସ ନାହିଁ ଆଉ ସ୍କୁଲ କୁ କେମିତି ଡ୍ରେସ ପିନ୍ଧିକି ଯିବା କଥା ସେ ସବୁ ବିଷୟରେ ଧାରଣା ନାହିଁ | ତାହା ବ୍ୟତୀତ ବିଭିନ୍ନ ପ୍ରକାରର ଆପ ମାଧ୍ୟମରେ ଆଜି ପିଲା ମାନେ ଫୋନ କୁ ବ୍ୟବହାର କରିକି ଦିନ କୁ ଦିନ ଖରାପ ହେବାରେ ଲାଗୁଛନ୍ତି ବୋଲି କହିଛନ୍ତି ଗଜପତି | ଆଉ କଣ ସବୁ କଥା କହିଛନ୍ତି ଗଜପତି ଆସନ୍ତୁ ଜାଣିବା |


ତେବେ ତାଙ୍କର କହିବା କଥା କି ଆଗରୁ ପିଲା ମାନେ ଜନ୍ମ ହୋଇ ବଡ଼ ହେଇଯାଉଥିବେ ମାତ୍ର ପାଠ ଛଡା ଅନ୍ୟ ଆଡେ ସେମାନଙ୍କର ନଜର ନ ଥିଲା | ଆଉ ଆଜିର ପିଲା ମାନେ ଜନ୍ମ ହେଇପଡ଼ି ଗୋଟିଏ ବର୍ଷ ଭିତରେ ପିଲା କେମିତି ହୁଏ ସବୁ ବିଷୟରେ ଜାଣି ଦେଉଛନ୍ତି ବୋଲି କହିଛନ୍ତି ଗଜପତି | ତାହା ବ୍ୟତୀତ ଯେଉଁ ଛୋଟ ଛୁଆଁ ଟିର ଭିଡ଼ିଓ ଭାଇରାଲ ହେଉଛି କି ତାର ଗୁରୁମା ଙ୍କୁ କହୁଛି ତାଙ୍କର ଲଭ ର ଅଛି ବୋଲି ଆଉ ଏହି ସବୁ କଥା ପଛରେ ମଧ୍ୟ ସେହି ଗୁରୁମା ଙ୍କ ହାତ ଅଛି | ଛୁଆଁ ଯଦି ନ ଶୁଣିବ ଏହି ବିଷୟରେ କଥା ତାହେଲେ ଏମିତି କଥା କେମିତି ଜାଣିବ |


ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ପୁଅ ଝିଅ ମାନେ କଥା ହେଲେ ସେମାନଙ୍କୁ ଲୋଭର୍ସ ବୋଲି କୁହାଯାଏ ବୋଲି ସମସ୍ତ କଥା କୁ ଶିଖେଇଛି ପିଲା ମାନଙ୍କୁ କେହି ଆଉ ତାହା ନ ହେଲେ ସେମାନେ କେମିତି ଜାଣିଥାନ୍ତେ ବୋଲି କୁହାଯାଇଛି | ତେବେ ଏହା ବ୍ୟତୀତ ଆଜି କାଲି ର ଗୁରୁମା ମାନେ ଯେଉଁ ଭଳି ଭାବରେ ଶାଢ଼ୀ ପିନ୍ଧିକି ପଢେଇବା ପାଇଁ ଯାଉଛନ୍ତି ଅଧେ ଛାତି କୁ ଦେଖାଇ ଆଉ ଯାହା ଫଳରେ ପିଲା ମାନେ ପାଠ କୁ ନ ଦେଖି କଣ ଦେଖୁଥିବେ ସମସ୍ତେ ଜାଣିଛନ୍ତି |

ଗଜପତି ଙ୍କ କଥା ଅନୁସାରେ ମା ମାନଙ୍କର ମଧ୍ୟ ଭୁଲ ଯୋଗୁ ପିଲା ଆଜି ଏହିଭଳି ହେଉଛି ମା ଇନଷ୍ଟା, ଫେସବୁକ ରେ 250 ଟଙ୍କିଆ ନେଟ ଶାଢ଼ୀ ପିନ୍ଧିକି ଫୋଟ ପୋଷ୍ଟ କରୁଛନ୍ତି ଆଉ ଯାହା ଫଳରେ ଖରାପ ଖରାପ କମେଣ୍ଟ ଆସୁଛି ଆଉ ଛୁଆଁ ମାନେ ମୋବାଇଲ କୁ ବ୍ୟବହାର କରିବା ବେଳେ ସେହି କମେଣ୍ଟ କୁ ପଢୁଛନ୍ତି | ଆଉ ଯାହା ଫଳରେ ଏହିଭଳି ସମସ୍ୟା ଆଜି ପିଲା ମାନଙ୍କ ପାଖରେ ଦେଖା ଯାଉଛି ବୋଲି କହିଛନ୍ତି ଗଜପତି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment