Odisha News Portal

ଯୁବତୀଙ୍କ ଅଶୀଳ ଭିଡ଼ିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା, ପ୍ରେମିକ କୁ ମନେଇବା ପାଇଁ ଦେଖାଇଲା ସବୁକିଛି…

ବଦଳୁଛି ସମୟ ଏବଂ ବଦଳୁଛି ଦୁନିଆ , ଲୋକମାନଙ୍କ ଚିନ୍ତା ଧାରା ରେ ମଧ୍ୟ ପରିବର୍ତ୍ତନ ହୋଇଛି। ତେବେ ଏସବୁ ବଦଳିବା ପଛର କାରଣ ହେଉଛି ଟେକ୍ନୋଲୋଜି, ବର୍ତ୍ତମାନର ଟେକ୍ନୋଲୋଜି ଯୋଗୁଁ ଇଣ୍ଟରନେଟର ସମ୍ଭବ ହୋଇ ପାରିଛି। ଏହାର ସହାୟତା ରେ ଲୋକେ ଗୋଟିଏ ଜାଗା ରେ ବସି ଖୁବ ସହଜ ରେ ଅନେକ କାମ କାରିପାରୁଛନ୍ତି। କହିବାକୁ ଗଲେ ଇଣ୍ଟରନେଟର ହିଁ ଆଜିର ଯୁଗରେ ଏକ ପରିବର୍ତ୍ତନ ଆଣିଛି। ତେବେ ଏହା ଯେତେ ଭଲ କାମରେ ବ୍ୟବହାର ହେଉଛି ତାଠାରୁ ଆହୁରି ଖରାପ କାମରେ ଲୋକମାନେ ଉପଯୋଗ କରୁଛନ୍ତି।

ଖାସ କରି ଆଜିର ଯୁବପୀଢ଼ି ଇଣ୍ଟରନେଟର ର ଖରାପ ଉପଯୋଗ କରୁଛନ୍ତି। ଯୁବପୀଢ଼ି ମାନେ ଅଶୀଳତା ମଧ୍ୟରେ ବୁଡି ରହୁଛନ୍ତି। ପ୍ରେମ ଭଳି ପବିତ୍ର ସମ୍ପର୍କ କୁ ଆଜିର ଯୁବପୀଢ଼ି ମାନେ ଇଣ୍ଟରନେଟର ଉପଯୋଗ କରି ଅଶୀଳତାକୁ ପ୍ରଶୟ ଦେଉଛନ୍ତି। ଆପଣ ମାନେ ଦେଖିଥିବେ ଏହି ଇଣ୍ଟରନେଟର ଖରାପ ଉପଯୋଗ କରି ଯୁବକ ଯୁବତୀଙ୍କ ଅଶୀଳ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ବିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ବିଡ଼ିଓ ବିଷୟରେ;

ତେବେ ବନ୍ଧୁଗଣ ସୂଚନା ଅନୁସାରେ, ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ଅତି ବିଶ୍ୱାସ କରଯାଇଥିଲା। ଯୁବକ ଜଣଙ୍କୁ ନିଜ ଜୀବନଠୁ ବି ଅଧିକ ଭଲ ପାଉଥିଲା। ତେବେ ଯୁବତୀ ଜଣଙ୍କ ତାଙ୍କୁ ଅନେକ ସମୟରେ ଟଙ୍କା ପଇସା ମଧ୍ୟ ସାହାଯ୍ୟ କରୁଥିଲା। କିନ୍ତୁ ଯୁବକ ଜଣଙ୍କ ମନରେ ତାଙ୍କ ପ୍ରତି ଭଲ ପାଇବା ନଥିଲା। ତାଙ୍କ ମନ ମଧ୍ୟରେ କେବଳ ଶାରୀରିକ ସମ୍ପର୍କ ସ୍ଥାପନ କରିବାର ଲାଳସା ଥିଲା। ତେବେ ଦିନେ ଯୁବତୀ ଜଣଙ୍କୁ ଭିଡ଼ିଓ କୋଲ କରି ତାଙ୍କୁ ଡ୍ରେସ ଖୋଲିବା ପାଇଁ କହିଥିଲା। ଯୁବତୀ ଜଣଙ୍କ ସେହି ଯୁବକଙ୍କ ମିଛ ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲା ଯେ ସେ ଆଗ ପଛ କିଛି ନଭାବି ଯୁବକଙ୍କ କଥାରେ ରାଜି ହୋଇ ନିଜର ଡ୍ରେସ ଖୋଲି ତାଙ୍କର ଗୁପ୍ତ ଅଙ୍ଗ ଦେଖାଇ ଥିଲା। କିନ୍ତୁ ଚତୁର ପ୍ରେମିକ ଏହି ସବୁ ଘଟଣାକୁ ନିଜ ମୋବାଇଲ ରେ ରେକଡ଼ିଂ କରି ରଖିଥିଲା।

କିଛି ଦିନ ପରେ ଯୁବତୀଙ୍କ ସହିତ କଥାବାର୍ତ୍ତା ବନ୍ଧ କରିଦେଇଥିଲା। ଏବଂ ଯୁବତୀ ଙ୍କୁ ବାରମ୍ବାର ଧମକ ଦେଉଥିଲା ଯେ ଯଦି ଶାରିରୀକ ସମ୍ପର୍କ ନ ରଖିବ ତାହାଲେ ତାଙ୍କ ସହ ଯେଉଁ ଭିଡ଼ିଓ କୋଲ ରେ ବିତେଇ ଥିବା ଖରାପ ସମ୍ପର୍କ ସବୁ ସୋସିଆଲ ମିଡିଆରେ ଭାଇରାଲ କରେଇଦେଵ। ଏହା ପରେ ଯୁବତୀ ଜଣଙ୍କ ରାଜି ନ ହେବାରୁ ତାଙ୍କ ଆଶୀଳ ଚାଟ ଏବଂ ଭିଡ଼ିଓ ସବୁ ଇଣ୍ଟରନେଟରେ ଭାଇରାଲ କରିଥିଲା। ତେଣୁ ବନ୍ଧୁଗଣ ଆପଣମାନେ କାହାରିକୁ ନିଜର ପ୍ରାଇଭେଟ ଫୋଟୋ କିମ୍ବା ଭିଡ଼ିଓ ସେୟାର କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।