ଯୁବକଙ୍କ ହାତ ପାପୁଲିରୁ ପାଣି ପିଉଛି ବିଷଧର ସାପ, ଚୋଟ ନମାରି ଏତେ ସ୍ଥିର ଭାବରେ କିପରି ପିଉଛି ପାଣି… ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ଏହିଠାରେ ଏମିତି ଭିଡ଼ିଓ କୁ ଦେଖି ବହୁଳ ମାତ୍ରାରେ ଶେୟାର ମଧ୍ୟ ହୋଇଥିବାର ସୋସିଆଲ ମିଡ଼ିଆରେ ରେ ଦେଖିବାକୁ ମିଳିଛି। ବେଳେବେଳ ଏମିତି ଏକ ଘଟଣା ଆସିଥାଏ ଯାହାକୁ ଦେଖିବାପରେ ନଜର ହଟି ନଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଦେଖିବା ଏହିଠାରେ ସେହିପରି ଏକ ହିଂସ୍ର ଜନ୍ତୁ ଓ ଯୁବକ ମଧ୍ୟରେ ଅଜଣା ସମ୍ପର୍କ। ଏଠାରେ ଜଣେ ବ୍ୟକ୍ତିଙ୍କ ହାତ ରୁ ସାପ ପାଣି ପିଇଥିବାର ଦୃଶ୍ୟ ନଜରକୁ ଆସିଛି। ସେ ଗୋଟିଏ ହିଂସ୍ର ଜନ୍ତୁ ଯେଉଁଠି ଅନ୍ୟକୁ ସେ ଦଂଶନ କରିବା କଥା ହେଲେ ସେ ଏଠି ନିଜକୁ ସମର୍ପିତ କରି ଦେଇଛି। ଆଉ ସେ ପୁଣି ହାତ ପାପୁଲି ରେ ଟିକିଏ ପାଣି କୁ ନିଜ ପାଟିରେ ପିଉଛି। ଯାହା ଏବେ ଆଶ୍ଚର୍ଯ୍ୟ କରି ଦେଇଛି ସମସ୍ତଙ୍କୁ। ଆଉ ଏହି ସାପ ଟି ନିଜର ହିଂସ୍ର ରୂପ କୁ ନ ଦେଖାଇ ତାର ନମ୍ର ରୂପ ଦେଖେଇଛି।

ଏହିଠାରେ ବିଷଧର ସାପ ର ଘଟଣା ସାମ୍ନାକୁ ଆସିଛି। ବିଷଧର ସାପ ଯଦି ଜଣଙ୍କୁ ଚୋଟ ମାରିବ ତେବେ ତାର କିଛି ସମୟ ଭିତରେ ସେ ମୃତ୍ୟୁ ବରଣ କରି ଦେବ। ହେଲେ ଏଠାରେ ଓଲଟା ସାପ ଟି ଦଂଶନ କରିବା ବଦଳରେ ଗୋଟିର ଯୁବକ ହାତ ରୁ ପାଣି ପିଇ ଥିବାର ଭିଡ଼ିଓ ଦେଖିବାକୁ ମିଳିଛି। ହିଂସ୍ର ଜନ୍ତୁ ସର୍ବଦା ତାଙ୍କର ହିଂସ୍ର ଆଚରଣ ଦେଖେଇ ଥାଆନ୍ତି ହେଲେ ଏଠାରେ ମାନବିକତା ଦେଖେଇଛି।

ପ୍ରକୃତରେ ସତ କହିବାକୁ ଗଲେ ଖରାରେ ବୁଲି ସାପ ଟି ଶୋଷିଲା ହୋଇ ପଡିଛି ଯାହା ସେଠାରେ ଜଣେ ବ୍ୟକ୍ତି ତାକୁ ନିଜ ହାତର ପାପୁଲିରେ ପାଣି ପିଇଆଉଛନ୍ତି କିନ୍ତୁ ସେ ଏଠାରେ ଚୋଟ ମାରୁନାହିଁ ଏବଂ ସେ ନିଜକୁ ଏଠାରେ ସାଧୁତା ବୋଲି ପ୍ରମାଣିତ କରୁଛି କାରଣ ହିଂସ୍ର ଜନ୍ତୁ ସର୍ବଦା ଆକ୍ରମଣ କରି ଥାଏ। ଏହି ଭଳି ସ୍ଥିର ଭାବରେ ପାଣି ପିଉଛି ସାପଟି ଯାହା ସେଠି ସାହାସିକତା ର ସହିତ ହାତ ରେ ପାଣି ଦେଇଛନ୍ତି ଯୁବକଟି। ଆଉ କିଛି ସମୟ ଭିଡ଼ିଓଟି ଜଣେ IFS ଅଧିକାରୀ ଶୁଶାନ୍ତ ନନ୍ଦ ତାଙ୍କର ସୋସିଆଲ ମିଡ଼ିଆରେ ଆକାଉଣ୍ଟ ଟୁଇଟର ରେ ଶେୟାର କରିବା ସହିତ ସେଠାରେ ଥିବା କ୍ୟାପ୍ସନ ରେ ଲେଖିଛନ୍ତି ଯେ ” ତୁମର କେଇ ବୁନ୍ଦା ପାଣି କାହାର ବି ଜୀବନ ବଞ୍ଚେଇ ଦେଇପାରେ।

ଆପଣ ମାନଙ୍କ ବଗିଚାର ପାତ୍ରରେ କିଛି ପାଣି ରଖନ୍ତୁ କାରଣ ଏହା ଅନେକ ପଶୁ ଓ ପକ୍ଷୀ ଙ୍କ ପାଇଁ ଜୀବନ ଓ ମରଣ ଭିତରେ ବିକଳ୍ପ ହୋଇ ପାରିବ” ଏହି ଭିଡ଼ିଓ କୁ ଲକ୍ଷେ ଲକ୍ଷେ ଲୋକ ଲାଇକ ଓ ଶେୟାର ମଧ୍ୟ କରିଛନ୍ତି। ଏହି ଯୁବକଟି ର ହାତ ପାପୁଲିରେ କିଛି ବୁନ୍ଦା ପାଣି ପିଇବା ଦେଖି ଅଧିକାଂଶ ଲୋକ ଏହାକୁ ନେଇ ବହୁଳ ମାତ୍ରାରେ ପ୍ରଶଂସା କରିଛନ୍ତି। ଏହା ସମସ୍ତଙ୍କୁ ଗୋଟିଏ ପ୍ରେରଣା ଦେଇଛି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment