Odisha News Portal

ପୁଣି ସାମ୍ମନା କୁ ଆସିଛି ଲଜ୍ୟାଜନକ ଘଟଣା ! ଯୁବତୀକୁ ଦୁଷ୍କର୍ମ କରିବା ପରେ ଆକ୍ରଣର ଅଭିଯୋଗ !

0 3

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଆମ ସମାଜରେ ପ୍ରତ୍ୟେକ ଦିନ କେଉଁଟି ନା କେଉଁଟି ଘଟୁଛି । ତେବେ କେବେ ଏପରି କାମ ସମାଜରୁ ନିପାତ ହେବ ତାହା କେହି କହିପାରିବେ ନାହିଁ । ଲୋକମାନେ କେବେ ସାମାଜିକ ହେବେ କେବେ ସେମାନଙ୍କ ମନରେ ସତ ବୁଦ୍ଧି ଆସିବ ତାହା କେବଳ ସେହି ଅସାମାଜିକ ଲୋକମାନେ ହିଁ ଜାଣିଛନ୍ତି । ତେବେ ଆମେ ଆପଣ ମାନଙ୍କୁ ଏକ ଦୁଷ୍କର୍ମ ବିଷୟରେ କହିବୁ । ୟେଉଁଥିରେ କି ଜଣେ ଯୁବତୀକୁ ଜଣେ ଯୁବକ ପୂର୍ବ ଶତ୍ରୁତା ରଖି କରି ତାହାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଛି ।

ତେବେ ଏବେ ଶତ୍ରୁତାରେ ମଧ୍ୟ ଝିଅ ମାନେ ବଲି ପଡୁଛନ୍ତି । କେବେ ଏ ସମାଜରେ ଏପରି ହୀନ ପ୍ରକାର ମଣିଷ ମାନଙ୍କର ନିପାତ ହେବ ତାହା ସେହି ଭଗବାନ ହିଁ ଜାଣନ୍ତି । କାରଣ ମନୁଷ୍ୟ ଏବେ ଆଉ ତାର ମାନସିକତା , ବୁଦ୍ଧି , ବିବେକ ସମସ୍ତ ହରାଇ ବସିଛି । ତେବେ ଆସନ୍ତୁ ଜାଣିବା ସେହି କତା ବିଷୟରେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବତୀକୁ ତାଙ୍କ ପଡୋଶୀର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ,ସୂଚନା ଅନୁୟାୟୀ ବାଲେଶ୍ୱର ଜିଲ୍ଲା ସୋରଥାନା ପଥର ପେଣ୍ଟ ଅଞ୍ଚଳର ଉମାକାନ୍ତ ବାରିକ ନାମକ ଜଣେ ସାବାଳିକ ଝିଅକୁ ସେହି ଗ୍ରାମର ଶିବା ବାରିକ ନାମକ ଜଣେ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଏକ ଧାରୁଆ ଅସ୍ତ୍ରରେ । ଯୁବତୀର ହାତ ଏବଂ ଗୋଡକୁ କାଟିଯିବାର ଜଣାପଡିଛି ।

ତେବେ ଗ୍ରାମବାସୀ ମାନେ ଯୁବତୀକୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଟି ତାହାକୁ 108 ଆମ୍ବୁଲାନ୍ସ ସାହାର୍ଯ୍ୟରେ ସୋର ଡାକ୍ତରଖାନାକୁ ପଠାଇଥିଲେ । ସୂଚନା ଯୋଗ୍ୟ କି ଗତ ଏପ୍ରିଲ ମାସ 25 ତାରିଖରେ ଶିବା ବାରିକ ବାପା ଯୁଧିଷ୍ଟିର ବାରିକ ଏହି ଯୁବତୀକୁ ଦୁଷ୍କର୍ମ କରି ଜେଲରେ ଥିବା ବେଳେ ପୁଅ ଶିବା ବାରିକ ରାଗ ସୁଝେଇବାକୁ ଯାଇ ପୁଣଇ ଯୁବତୀକୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ମରଣାତ୍ମକ ଆକ୍ରମଣ କତରିଥିବା ଯୁବତୀର ବାପା ଗଣନିଧିର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

 

 ଯୁବତୀର ବାପା କହିଛନ୍ତି କି ସେ ସକାଳେ ବାହାରେ କିଛି କାମ ପାଇଁ ବାହାରକୁ ଯାଇଥିଲେ ତେବେ ତାଙ୍କ ଜିଅ ବାହାରକୁ ଶୌଚ ହେବା ପାଇଁ ୟାଇତିଲା । ସେହି ସମୟରେ ଯୁଧିଷ୍ଟିର ବାରିକର ପୁଅ ଶିବା ବାରିକ ତାହାକୁ ସେହି ଯୁବତୀକୁ ଧରି ନେଇଛି ।

ତେବେ ଧରି ନେବା ପରେ ଯୁବତୀଟି ବହୁତ ଛାଟିପିଟି ହୋଇଛି ଏବଂ ପାଟି ମଧ୍ୟ କରିଛି । ତେବେ ଅପରି ପାଟି କରିବା ପରେ ଗ୍ରାମର ଥିବା ଲୋକତମାନେ ଦୋଡି ଆସିଛନ୍ତି ଯ ୟାହା ଫଳରେ କି ଶିବା ବାରିକ ତାହାକୁ ଛାଡି ଦେଇ ତାହାର ହାତ ଗୋଟକୁ କାଟିଦେଇଛି । ତାହା ପରେ ସେମାନେ ତାହାକୁ ସୋର ମେଡିକାଲକୁ ନେଇ ଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।