ଦେଖନ୍ତୁ Socking ଭିଡ଼ିଓ -ଯୌତୁକ ପାଇଁ ବୋହୂକୁ ମାରିଦେଲା ଶାଶୁଘର ଲୋକ ,ଦେଖନ୍ତୁ Video …

ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ବିଷୟରେ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ପାଣି ଆସିଯିବ | ଆଉ ଯେଉଁଠି କୁହାଯାଉଛି କି ଝିଅ କୁ ହରେଇ ମା ଜଣଙ୍କ ମୁଣ୍ଡ ଫୋଟେଇ କାନ୍ଦିବାକୁ ଲାଗିଛନ୍ତି | ଆଉ ଯେଉଁ ଥିରେ ଝିଅ ର ସଵାରୀ ଉଠିଥିଲା ସେହି ସ୍ଥାନରୁ ବର୍ତ୍ତମାନ ଝିଅ ର କୋକେଇ ଉଠିଛି ଆଉ ଯାହା କୁ ସହି ପାରି ନାହାନ୍ତି ମା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଦୁଖଃଦ ଘଟଣା ଉପରେ ନଜର ପକାଇବା |

ତେବେ ମିଳଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟନଗର ଗାଁ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଗାଁ ର କବିର ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଲତାଞ୍ଜଳି ଦୀର୍ଘ 6 ମାସ ତଳେ | ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବେଶ ଭଲ ମଧ୍ୟ ଥିଲା ଆଉ ଯାହା କୁହାଯାଉଛି କି ଦୁଇ ଜଣ ପ୍ରେମ ବିବାହ ମଧ୍ୟ କରିଥିଲେ ଆଉ ଘରୁ ଛାଡିକି ପଳେଇ ଯାଇଥିଲେ | ମାତ୍ର ପରେ ଘରେ ଆସି ରହୁଥିଲେ ଆଉ ଦୀର୍ଘ 4 ମାସ ହେବ ସେମାନଙ୍କ ମଧ୍ୟ ରେ ସମ୍ପର୍କ ବେଶ ଭଲ ଥିଲା |

ଆଉ ସ୍ୱାମୀ ଜଣଙ୍କ ମହାରାଷ୍ଟ୍ର ରେ ରହିକି କାମ କରୁଥିବା ବେଳେ ଲତାଞ୍ଜଳି ଘରେ ରହୁଥିଲେ ବୋଲି କୁହାଯାଇଛି | ତେବେ 4 ମାସ ପରେ ଲତାଞ୍ଜଳି ଙ୍କୁ ଦିଆଯାଇଥିଲା ଯୌତୁକ ନିର୍ଯାତନା | ଆଉ ଯେଉଁଠି ବାରମ୍ବାର ସ୍ୱାମୀ ଙ୍କ ସହିତ ତାଙ୍କର ଶାଶୂ, ଶଶୂର ସମସ୍ତେ କରିବାକୁ ଲାଗିଥିଲେ ଯୌତୁକ ନିର୍ଯାତନା | ଆଉ ଶେଷରେ ଝିଅ କୁ ମାରିକି ତାଙ୍କୁ ଫାସୀ ରେ ମଧ୍ୟ ଟାଙ୍ଗୀ ଦେଇଥିଲେ ବୋଲି କୁହାଯାଇଛି | ଆଉ ଝିଅ ଜଣ କ ସୁଇ ସାଇଟ କରିଛି ବୋଲି କହିବାକୁ ଲାଗିଛନ୍ତି | ତେବେ ଏହି ଘଟଣା କୁ ନେଇକି ଥାନା ରେ ଏତଲା ଦେବା ପରେ ଘଟଣା ର ତଦନ୍ତ ଆରମ୍ଭ ହୋଇଛି ବୋଲି କୁହାଯାଉଛି |

ଆଉ ଯେଉଁଠି ଚାନ୍ଦବାଲି ଏସ ଡି ଓ ଧାରା 382 ଅନୁସାରେ ଘଟଣା ର ତଦନ୍ତ ଆରମ୍ଭ କରୁଛି | ଆଉ ପ୍ରକୃତ ଘଟଣା କଣ ଥିଲା ବୋହୂ କଣ ପାଇଁ ସୁଇ ସାଇଟ ଭଳି ଏଟେମ୍ପଟ ନେଇଛି ଆଉ ସମ୍ପୂର୍ଣ୍ଣ ଘଟଣା ଟି କଣ ରହିଛି ତାହା ବିଷୟରେ ତଦନ୍ତ ଆରମ୍ଭ କରିଛି ଓ ପୋଷ୍ଟ ମୋଟମ ରିପୋର୍ଟ ମଧ୍ୟ ପୋଲିସ ଗ୍ରହଣ କରୁଛି | ଆଉ ଘଟଣା ର ସମ୍ପୂର୍ଣ୍ଣ ସୂଚନା ମିଳିଲା ପରେ ପୋଲିସ ଏକ୍ସନ ନେବ ବୋଲି କହୁଛି |:ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment