ଯୌନ ଅକ୍ଷମତା କାହିଁକି ହୁଏ? | ଜାଣନ୍ତୁ ଏହାର ଚିକିତ୍ସା । – Dr. Ankita Patle

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପୁରୁଷ ମାନଙ୍କର ଯୌନ ଅକ୍ଷମତା ଗୋଟିଏ ବହୁତ ବଡ଼ ସମସ୍ୟା ପୁରୁଷ ମାନଙ୍କ ପାଇଁକି ବୋଲି କୁହାଯାଇଥାଏ | ଆଉ ଯେଉଁ କାରଣ ରୁ ବିବାହ ପରେ ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ ପୁରୁଷ ମାନଙ୍କୁ ତାହା ସହିତ ସେହି ସମସ୍ୟା ସେମାନଙ୍କର ଜୀବନରେ ଅନେକ ଅସୁବିଧା ଆଣି ଦେଇଥାଏ | ଆଉ ସେହି ଭଳି କିଛି ଅସୁବିଧା ର କାରଣ ଗୁଡିକ କଣ ରହିଛି ଓ ତାହା ସହିତ ସେହି ଭଳି ସମସ୍ୟା ପାଇଁକି ଆମେ କଣ ସବୁ ନିରାକରଣ ର ଉପାୟ ମାନ ଆପଣାଇବା ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |

ଯୌନ ଅକ୍ଷମତା ର କାରଣ କଣ ରହିଛି :-

ବିଶେଷ ଭାବରେ ଡକ୍ଟର ଙ୍କର କଥା ଅନୁସାରେ ଯାହା କୁହାଯାଉଛି କି ଯୌନ ଅକ୍ଷମତା ପୁରୁଷ ମାନଙ୍କ ନିକଟରେ ବିଶେଷ କରିକି 23 -40 ବର୍ଷ ବୟସର ପିଲାମାନଙ୍କ ନିକଟରେ ଦେଖା ଯାଇଥାଏ | ଆଉ ସେହି ସମୟରେ ସେମାନଙ୍କର ଅସୁବିଧା ହେଲେ ଯଦି ପୁରୁଷ ଜଣଙ୍କ ବିବାହ କରିଥିବେ ତାହେଲେ ତାହା ସେମାନଙ୍କର ଉପରେ ପ୍ରଭାବ ପକାଇଥାଏ | ଏହା ସହିତ କୁହାଯାଉଛି କି ଏହା ଆପଣ ଙ୍କର ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ |

ତାହା ଛଡା ଆପଣ ମାନେ ଯଦି ମାନସିକ ସ୍ତରରେ ଦୁର୍ବଳ ହୋଇଥିବେ ତାହେଲେ ମଧ୍ୟ ଏହି ଭଳି କିଛି ସମସ୍ୟା ମାନ ମଧ୍ୟ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି | ଏହା ଛଡା କୁହାଯାଉଛି କି ପୁରୁଷ ମାନଙ୍କ ଶରୀରରେ ଯଦି ଟେଷ୍ଟ ଷ୍ଟିରନ ହର୍ମୋନ ର ପରିମାଣ କମିଯାଏ ତାହେଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ | ତାହା ସହିତ କମ ବୟସର ପିଲାମାନଙ୍କ ର ଓ ନୂଆ ବିବାହ କରିଥିବା ଯୁବକ ଙ୍କ ନିକଟରେ ଏହି ଭଳି କିଛି ସମସ୍ୟା ଦେଖା ଯାଇଥାଏ |

ଯୌନ ଅକ୍ଷମତାର ଚିକିତ୍ସା :-

ତେବେ ଯୌନ ଅକ୍ଷମତାର ଚିକିତ୍ସା ପାଇଁ ସୋସିଆଲ ପ୍ରୋବ୍ଲେମ, ଫେମିଲି ପ୍ରୋବ୍ଲେମ ଓ ପୋରସନାଲ ପ୍ରୋବ୍ଲେମ ଉପରେ ଗୁରୁତ୍ୱ ଦେବାକୁ ପଡିବ ବୋଲି କୁହାଯାଉଛି |ତାହା ଛଡା ଛୋଟ ବେଳରୁ ସେକ୍ସୱାଲ ଉପରେ କିଛି ପ୍ରୋବ୍ଲେମ ଅଛି କି ଵା ଆପଣ ଙ୍କର ଫିମେଲ ପାର୍ଟନର ର ଏକ୍ଟିଭିଟି କେମିତି ରହିଛି ସେ ସବୁ କୁ ଦେଖିକି ଆମେ ଏହାର ଚିକିତ୍ସା କରି ପାରିବା ବୋଲି ମଧ୍ୟ କୁହାଯାଉଛି |

ଆଉ ସେଥିପାଇଁ ବଥ ମେଲ ଓ ଫିମେଲ ପାର୍ଟନର ର କାଉନ ସେଲିଙ୍ଗ କରିବା ଓ ପ୍ରପୋର ଇଭା ଲୁଏସନ କରିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି କୁହାଯାଉଛି |ଆଉ ତାହା ସହିତ ଡାକ୍ତର ଙ୍କର ପରାମର୍ଶ ନେବା ନିହାତି ଆବଶ୍ୟକ ହୋଇଥାଏ |ତେବେ ଏହା ଥିଲା ଯୌନ ଅକ୍ଷମତା ଭଳି ସମସ୍ୟା ର କାରଣ ଓ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ସୂଚନା |

Leave a Comment