ଜୋତା ପଲିସ କରୁ କି ଭିକ ମାଗୁ ଜଗନ୍ନାଥଙ୍କ ପାଇଁ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି କିଛି କହିଛନ୍ତି ଓକିଲ ବର୍ଗ ଗଣ, ସେମାନେ ରାସ୍ତା ଉପରେ ବସି ଲୋକ ମାନଙ୍କର ଜୋତା ସଫା କରୁଛନ୍ତି ଆଉ ଟଙ୍କାte ଲେଖାଏ ଉଠାଇ, ଜଗନ୍ନାଥ ଙ୍କ ଉପରେ ବସିଥିବା ଫାଇନକୁ ସୁଧୀବ ପାଇଁ ଚାହୁଁଛୁ |କାରଣ ଆମ ଜଗନ୍ନାଥଙ୍କ ହାତ ନାହିଁ ବୋଲି କହିଛନ୍ତି ଓକିଲ ଜଣଙ୍କ |

ଶ୍ରୀମନ୍ଦିରର ଖଣି ଖାନାନ , ତାର ରିପେଆରିଙ୍ଗ ଓ ମନ୍ଦିରରେ ଫାଟ କୁ ସଜାଡ଼ିବା ର କଥା ନେଇ ସୁପ୍ରିକୋଟର ଦ୍ୱାରସ୍ଥ ହେଇଥିଲେ , ତେଣୁ ଓକିଲ କହିଛନ୍ତି କି ଏବେ ଶ୍ରୀମନ୍ଦିରରେ ଯାହା ପାଇଖାନା ବା ଅନ୍ୟ ଯାହା ସବୁ ନିର୍ମାଣ ହେବାକୁ ଥିଲା ତାହା ହେଇଯାଇଛି ଓ ଏବେ ଯାହା ହେବ ସବୁ ଆଇନ ଅନୁସାରେ ହେବ ସେ ମନ୍ଦିରରେ ସୁରକ୍ଷା ହେଉଛି ବା ନିର୍ମାଣ

ଆଉ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଆମ ଓଡ଼ିଶା ର ଏ. ଏସ. ଆଇ କହୁଛି ସେମାନେ ଅନୁମତି ଦେଇନାହାନ୍ତି କିନ୍ତୁ ଦିଲ୍ଲୀରେ କହିଲେ ତାଙ୍କର କୋୖଣସି ଓବଯେକ୍ସନ ନାହିଁ,ଆଉ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଓଡିଶାରୁ ଯୋଉ କେଶ ନେଇକି ଯାଇଥିଲେ ଅର୍ଧେନ୍ଦୁ ଦାଶ ସେ କଣ ନିଜ କେଶ ନେଇକିସୁପ୍ରିମକୋର୍ଟ କୁ ଯାଇଥିଲେ ଆଉ ତାଙ୍କୁ ଲକ୍ଷେ ଟଙ୍କାର ଜୋରିମାନା କରାଗଲା | କିନ୍ତୁ ସେ କହିଛନ୍ତି କି ଯୋଉ କୋଟ ରେ ଅଯୋଧ୍ୟା ରେ ରାମ ମନ୍ଦିରଠୁ ଆରମ୍ଭ କରି , ମଧୁର କାଶୀ ବିଶ୍ୱନାଥ ମଦିର ପରି ସବୁ ମନ୍ଦିରରେ ଶୁଣାଣି ହେଉଛି ତେବେ ସେଇଠି ଆମ ଓଡିଶା ର ଜଗନ୍ନାଥ ମନ୍ଦିର ପାଇଁ ଏତେ କୋଟକଣା କାହିଁକି ଆଉ ଲକ୍ଷେ ଟଙ୍କା ଜୋରିମାନା କାହିଁକି |

ଆହୁରି ମଧ୍ୟ ସେ କହିଛନ୍ତି ଯେ ଅର୍ଧେନ୍ଦୁ ହେଇଛନ୍ତି ଏତେ ବଡ ନିୟୁଜ ରିପୋର୍ଟର ଘଣ୍ଟା ଘଣ୍ଟା ମିଡ଼ିଆ ଆଗରେ ବସନ୍ତି ତେବେ ସେ କଣ ତାଙ୍କର ପାରସନାଲ କଥା କୁ ନେଇକି ଯାଇଥିଲେ କି, ଆମ ଓଡିଶା କୁ ଏପରି ଗୋଟିଏ ଛୋଟ ଆଉ ଗରିବ ରାଜ୍ୟ ଭଳି ଭାବିକି ଜଗନ୍ନାଥ ଙ୍କ ଉପରେ ଜୋରିମାନା ଲଗାଇଦିଆଯାଇଛି | ଯୋଉଠି ଅନ୍ୟ କୋୖଣସି ମନ୍ଦିର ପାଇଁ ଜୋରିମାନା ନାହିଁ |

ଆଉ ଯଦି ଆପଣଙ୍କ ପାଖରେ ଜଗନ୍ନାଥଙ୍କ କେଶ ଶୁଣିବା ପାଇଁ ସମୟ ନଥିଲା ତେବେ ଆପଣ ପ୍ରଥମରୁ କେଶକୁ ଖାରଜ କରିଦେଲେଣି , ଦେଢଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି କେଶ ଶୁଣୁଥିଲେ କଣ ପାଇଁ | ତେଣୁ ଆମ ଜଗନ୍ନାଥଙ୍କ ହାତ ନାହିଁ ଓ ଆମେ ଯୋଉ ଜୋରିମାନା ହେଇଛି ତାର ପୂରଣ ପାଇଁ ଓଡ଼ିଶା ବାସି ମାନେ ରାସ୍ତାରେ ବସି ଭିକ ମାଗିବେ ଓ ଜୋତାକୁ ପୋଲିସ କରି ତାଙ୍କର ଜୋରିମାନାକୁ ପୂରଣ କରିବା କଥା କହିଛନ୍ତି |

ବର୍ତମାନ ଏହି ଘଟଣା ଟି ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି ଓ ସୁପ୍ରିମକୋର୍ଟ ର ଏପରି ଶୁଣାଣୀକୁ ସମସ୍ତେ ନିନ୍ଦା କରିଛନ୍ତି, ଏହା ସତରେ ଆମ ଓଡିଶା ପାଇଁ ଅନ୍ୟାୟ ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment