ଯୋନିରେ ସଂକ୍ରମଣ ( Vaginal Infection ) କାହିଁକି ହୁଏ ଏବଂ ଏହାର ନିରାକାର | Dr. J. Dhivyalakshmi

ନାରୀ ମାନଙ୍କ ପାଖରେ ଅନେକ ସମସ୍ୟା ଦେଖା ଯାଇଥାଏ ଆଉ ସେହି ଭିତରୁ ଭ୍ରଯାଇନା ଇନଫେକସନ ଗୋଟିଏ ମୁଖ୍ୟ ।ତେବେ ଭ୍ରଯାଇନାରେ ଗୋଟିଏ PH ରହିଥାଏ ଆଉ ସେହି PH ସବୁବେଳେ ବେଲେନ୍ସ ହେଇ ରହିଲେ ଇନଫେକସନ ହୁଏ ନାହିଁ ଆଉ ସେହି PH ଯଦି ଇମବେଲେନ୍ସ ହୁଏ ତାହେଲେ ସେତେବେଳେ ଯାଇ ଇନଫେକସନ ହେବାକୁ ଲାଗିଥାଏ ।ତେବେ ଯେତେବେଳେ ପିରିୟଡ଼ ହୁଏ ଯେତେବେଳେ ଓ ଧଳାଶ୍ରାବ ହେଲେ ଭ୍ରଯାଇନା ଇନଫେକସନ ହେଇଥାଏ ଆଉ ପ୍ରେଗନେନ୍ସି ସମୟରେ ,ଏଣ୍ଟିବାୟଟିକ ବ୍ୟବହାର ଜରୁଥିଲେ ଓ ଦ୍ରଗସ ପାଇଁ ବି ଇନଫେକସନ ହେଇଥାଏ ।

ଲକ୍ଷଣ:-

ବହୁତ ପ୍ରକାରର ଭ୍ରଯାଇନା ଇନଫେକସନ ହେଇଥାଏ ଆଉ ସବୁଥିରେ ଲକ୍ଷଣ ଭିନ୍ନ ଭିନ୍ନ ଦେଖା ଯାଇଥାଏ ।

1.ବେକ୍ଟେରିଆ ଇନଫେକସନ:-

ଏହି ଇନଫେକସନ ହେଲେ ଏଥିରେ ଧଳା ଓ ଗ୍ରେ ରଙ୍ଗର ଧଳାଶ୍ରାବ ହେଇଥାଏ ଆଉ ଏଥିରେ କିଛି କୁଣ୍ଡେଇ ହେବ ନାହିଁ ।ଆଉ ଏଥରେ ଆମିଷ ସ୍ମେଲ ଆସିଥାଏ ।

2.କେଣ୍ଡିଡା ବା ଫୋଙ୍ଗଲ ଇନଫେକସନ:-

ଏଥିରେ ଧଳାଶ୍ରାବ ଛେନା ପରି ହେଇଥାଏ ଏଥରେ ସେମିତି କିଛି ସ୍ମେଲ ହୁଏ ନାହିଁ କିନ୍ତୁ ପରିସ୍ରା ସମୟରେ ଜଳାପୋଡା ହେଇଥାଏ ।

3.ଟ୍ରାଇକୋମନାଶ ଇନଫେକସନ:-

ଏଥରେ ଧଳାଶ୍ରାବ ହଳଦିଆ ରଙ୍ଗର ହେଇଥାଏ ତେବେ ଏହି ଧଳାଶ୍ରାବ ହେଲେ ଉଭୟ ପତିପତ୍ନୀଙ୍କ ପରାମର୍ଶ ନେଇ ଥାଆନ୍ତି ଡାକ୍ତର ମାନେ ।

ଭ୍ରଯାଇନାର ଚିକିତ୍ସା:-

-ତେବେ ଆପଣଙ୍କ ର ଯେକୌଣସି ପ୍ରକାରର ଭ୍ରଯାଇନାର ଇନଫେକସନ ହେଉଥିଲେ କି ସେଥିରୁ ସ୍ମେଲ ହେଉଥିଲେ ବି ଆପଣ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯାଆନ୍ତୁ ଆଉ ମେଣ୍ଟାଲି ପ୍ରିପେଆର କରିଥିବେ କି ଡାକ୍ତର ଆପଣଙ୍କ ର କିଛି ଟେଷ୍ଟ କରିବେ ଆଉ ଡାଇବେଟିସ ଥିଲେ ସୁଗାର ଲେବୁଲ ଚେକ କରିବାକୁ କହିବେ ଆଉ ପିରିୟଡ଼ ସମୟ କଥା ବି ପଚାରିବେ ।ଆଉ ଏହି ଚିକିତ୍ସା ରେ ଡାକ୍ତର କିଛି ମେଡ଼ିସିନ ଦେଇ ଥାଆନ୍ତି ଖାଇବା ପାଇଁ ।

ଘରୋଇ ଚିକିତ୍ସା:-

-ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପରେ ବ୍ୟବହାର କରୁଥିବା ଅଣ୍ଡର ଗାର୍ମେଣ୍ଟ କୁ 10 ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ବୁଡ଼େଇ ତାକୁ ଭଲ କରି ଶୁଖିଲା ପରେ ବ୍ୟବହାର କରିବା ଉଚିତ ।

-ଭ୍ରଯାଇନା ଜାଗାରେ କିଛି ସାବୁନ ବା କେମିକାଲ ବ୍ୟବହାର କରିବେ ନାହିଁ ସେହି ଜାଗାକୁ ସବୁବେଳେ ସଫା ଓ ଶୁଖିଲା ରଖିବା ଦରକାର ।

-ଆଉ ଅଧିକ କ୍ଷୀର ଓ ଦହି ଖାଇଲେ ଏହା ଦ୍ବାରା ଇନଫେକସନ ଜଲଦି ଭଲ ହେଇଥାଏ ।

କେମିତି ରୋକିବା ଏହି ଇନଫେକସନ କୁ:-

-ତେବେ ସବୁବେଳେ ସଫା ଓ କଟନ ଅଣ୍ଡର ଗାର୍ମେଣ୍ଟ ବ୍ୟବହାର କରିବ ସହିତ ପିରିୟଡ଼ ସମୟରେ ଅଧିକ ହାଇଜେନ ମେଣ୍ଟେନ କରନ୍ତୁ ।

-ଇଣ୍ଟରକର୍ଷ ପରେ ପରିସ୍ରା ଯାଇ ନିଜର ଭ୍ରଯାଇନା ଏରିଆ କୁ ଧୋଇବା ଦରକାର ।

ଡାକରଙ୍କ ଟିପ୍ସ:-

-ସବୁବେଳେ ଯେକୌଣସି ପ୍ରକାରର ଭ୍ରଯାଇନାର ଇନଫେକସନ ହେଇଥିଲେ ବି ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ବ୍ୟବହାର କରିବା ଉଚିତ ଆଉ ପ୍ରେଗନେନ୍ସି ସମୟରେ ଭୁଲରେ ବି କିଛି ମେଡ଼ିସିନ ନେବେ ନାହିଁ ବିନା ଡାକ୍ତରଙ୍କ ପରାମର୍ଶରେ ନହେଲେ ଏହାର ପ୍ରଭାବ ମାଆ ଓ ପିଲା ଉଭୟଙ୍କ ପାଖରେ ଦେଖାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment