ଦେଖନ୍ତୁ Socking ଭିଡ଼ିଓ – କଣ ପାଇଁ ହଠାତ ମିଡ଼ିଆ ଆଗରେ ଭୋ ଭୋ ହେଇ କାନ୍ଦି ପକାଇଲେ ଓଡ଼ିଆ ଅଭିନେତା ପୁପିନ୍ଦର ? କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ….

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଫ୍ଲିମ ଏକ୍ଟର ମାନଙ୍କୁ ନେଇକି ଖାବର ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଜଣେ ଫ୍ଲିମ ଏକ୍ଟର ଙ୍କର ଭିଡ଼ିଓ ଭାଇରାଲ ହେଉଛି ଆଉ ସେ ହେଉଛନ୍ତି ନିଜର ବାସ୍ତବ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ନିଜ ଆଡକୁ ଆକୃଷ୍ଟ କରେଇଥିବା ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ହୋସାଉଥିବା ଓ କନ୍ଦାଉଥିବା କଳାକାର ପୁପିନ୍ଦର ଙ୍କର ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି ପୁପୁନ୍ଦର କାନ୍ଦୁଥିବାର ନଜର ଆସିଛନ୍ତି |ତେବେ ଏହି ଲୁହ କୌଣସି ଅଭିନୟ ର ଲୁହ ନ ଥିଲା ଏକ ଥିଲା ସତରେ ପୁପିନ୍ଦର ଙ୍କ ଆଖିରୁ ବାହାରୁଥିବା ଲୁହ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ଓ କଣ ପାଇଁ ଏମିତି କାନ୍ଦୁଛନ୍ତି ପୁପିନ୍ଦର ଜାଣିବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନଙ୍କୁ କିଣି ନେଉଥିବା ସମସ୍ତଙ୍କର ମନଙ୍କୁ ଆକୃଷ୍ଟ କରେଇ ପାରୁଥିବା କଳାକାର ହେଉଛନ୍ତି ପୁପିନ୍ଦର | ନିଜର ଅଭିନୟ ମାଧ୍ୟମରେ ଘରେ ଘରେ ଓଡ଼ିଆ ଲୋକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଏହି କଳାକାର ଜଣକ | ଆଉ ଯାହା କୁହାଯାଉଛି କି ଓଡିଶା ର ଘରେ ଘରେ ନିଜର ପରିଚୟ ସୃଷ୍ଟି କରି ଦର୍ଶକ ମାନଙ୍କୁ ନିଜର ଅଭିନୟ ର ଯାଦୁ ରେ ହୋସାଉଥିବା ଓ କାନ୍ଦଉଥିବା କଳାକାର ଜଣଙ୍କ ଏବେ ନିଜେ କାନ୍ଦୁଥିବାର ନଜର ଆସିଛନ୍ତି |

ଆଉ ଯାହା କୁହାଯାଉଛି କି ପୁପିନ୍ଦର “ପ୍ରତୀକ୍ଷା ” ଫ୍ଲୁମ କୁ ଦେଖିବା ପାଇଁ ହୋଲ କୁ ଯାଇଥିଲେ ଆଉ ହୋଲ ରେ କଣ ଏମିତି ଦେଖିଲେ କି ତାଙ୍କର ବାପା ଙ୍କ କଥା ପୁପିନ୍ଦର ଙ୍କ ବହୁତ ମନେ ପଡିଥିଲା | ଆଉ ଯାହା ଫଳରେ ଫ୍ଲିମ ସରିବା ପରେ ପୁପିନ୍ଦର ବାହାରକୁ ଆସିଥିଲେ |ଆଉ ହୋଲ ର ବାହାରକୁ ଆସିଵା ପରେ ମିଡ଼ିଆ ଭାଇ ମାନେ ଯେତେବେଳେ ପୁପି ଙ୍କ ପାଖକୁ ଯାଇଥିଲେ ଫ୍ଲୁମ ଟି ବିଷୟରେ ପଚାରିବା ପାଇଁ ସେତେବେଳେ ଦେଖିବାକୁ ମିଳିଥିଲା କିଛି ଅଲଗା ପ୍ରକାରର କଥା | ଆଉ ଯାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ |

ଦେଖିବାକୁ ମିଳିଥିଲା କି ଭୋ ଭୋ ହୋଇ କାନ୍ଦୁଛନ୍ତି ପୁପିନ୍ଦର | ଆଉ ତାଙ୍କର କାନ୍ଦର କାରଣ ଥିଲେ ତାଙ୍କର ବାପା | ତେବେ ପୁପି ଭାବ ପ୍ରବଣ ହୋଇ ଯାଇଥିଲେ ବୋଲି କୁହାଯାଇଛି | ଆଉ ଫ୍ଲିମ ଟି କୁ ଦେଖିବା ପରେ ତାଙ୍କର ବାପା ଙ୍କ କଥା ମନେ ପଡ଼ି ଯାଇଥିଲା ବୋଲି କହିଥିଲେ ପୁପି | ତେବେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କି କଣ ଏମିତି ଦେଖିଲେ ସେ ଫ୍ଲିମ ରେ ଯାହା ଫଳରେ ସେ କାନ୍ଦି ପକାଇଲେ ବୋଲି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment