ଦେଖନ୍ତୁ Viral ଭିଡ଼ିଓ ଇଂଲଣ୍ଡ ଜିତିଲା ପରେ ଭାରତ କୁ ପ୍ରଶଂସା କରିଛି …ଶୁଣିଲେ ଆପଣ ବି ଖୁସି ହେବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ କ୍ରିକେଟ ଖେଳ ବିଷୟରେ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି T-20 ବିଶ୍ୱକପ ରେ ଫାଇନାଲ ମ୍ୟାଚ ରେ ଇଂଲଣ୍ଡ ଆଉ ପାକିସ୍ତାନ ଉଭୟ ସେମାନଙ୍କର ଦମଦାର ପ୍ରଦର୍ଶନ ଦେଖାଇବାକୁ ଲାଗିଥିଲେ | ଆଉ ଦୁଇ ଦଳ ର କ୍ରିକେଟର ମାନେ ସେମାନଙ୍କର ଚେଷ୍ଟା ଜାରି ରଖିଥିଲେ ଖେଳ ରେ ବିଜୟୀ ହେବା ପାଇଁ | ଆଉ ଶେଷରେ ଇଂଲଣ୍ଡ ଖେଳ ରେ ଜିତିଥିଲା ବୋଲି କୁହାଯାଉଛି | ଆଉ ଏହି ଖେଳରେ ଜିତିବା କଥା କୁ ନେଇକି ସେ ଭାରତୀୟ କ୍ରିକେଟର ମାନଙ୍କୁ ପ୍ରସଂଶା କରିଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଭଲ ଭାବରେ ଜାଣିଥିବେ କି ସେମି ଫାଇନାଲ ରେ ଭାରତ ହାରିବା ପରେ ଫାଇନାଲ ମ୍ୟାଚ ପାଇଁ ଯାଇ ପାରି ନ ଥିଲା ଭାରତୀୟ କ୍ରିକେଟ ଦଳ | ଆଉ ଯେଉଁଠି ସେମିଫାଇନାଲ ରେ ପାକିସ୍ତାନ ଆଉ ଇଂଲଣ୍ଡ ଦୁଇ ଦଳ ବିଜୟୀ ହୋଇଥିଲେ | ଆଉ ଯାହା ଫଳରେ ସେହି ଦୁଇ ଦଳ ପରସ୍ପର ବିପକ୍ଷ ରେ ଖେଳ ଖେଳିବାକୁ ଲାଗିଥିଲେ | ଆଉ ଯେଉଁଠି କୁହାଯାଉଛି କି ସେହି T-20 ବିଶ୍ୱକପ ରେ ପାକିସ୍ତାନ ବିପକ୍ଷ ରେ ଖେଳ ଖେଳି ବିଜୟ ର ମୁକୁଟ ପିନ୍ଧିଛନ୍ତି ଇଂଲଣ୍ଡ ଦଳ | ଆଉ ବହୁତ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ନିଜ ଦେଶ ପାଇଁ |


ଆଉ ଯାହା କୁହାଯାଉଛି କି ପାକିସ୍ତାନ ବିପକ୍ଷ ରେ ଇଂଲଣ୍ଡ ଖେଳ ଜିତିବା ପରେ ବେନଷ୍ଟୋକ ଇଣ୍ଡିଆ ପାଇଁ କହିଛନ୍ତି ଏକ ବଡ଼ କଥା | ଆଉ ଯେଉଁଠି ସେ ଇଣ୍ଡିଆ କ୍ରିକେଟର ସହିତ ଇଣ୍ଡିଆନ ମାନଙ୍କୁ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ସେମାନଙ୍କ ପାଇଁ ସେ ଆଜି ଖେଳ ରେ ଜିତି ପାରିଛନ୍ତି ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି | ତେବେ ଯାହା କୁହାଯାଉଛି କି ପାକିସ୍ତାନ ଆଉ ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଚାଲିଥିବା ବେଳେ ପାକିସ୍ତାନ କୁ ହରାଇ ଇଂଲଣ୍ଡ ରୋମାଞ୍ଚକର ମ୍ୟାଚ ଜିତିଛି ବୋଲି କୁହାଯାଉଛି |

ତେବେ ବ୍ୟାନଷ୍ଟୋକ କହିଛନ୍ତି କି ଏହି ମ୍ୟାଚ ଜିତିବା ପାଇଁ ସେ ପ୍ରଥମେ ତାଙ୍କର ଦଳ ଓ ମ୍ୟାନେଜମେଣ୍ଟ କୁ ଜିତିବା ପାଇଁ ବଧାଇ ଦେଉଛି | ଆଉ ଗୋଟିଏ ସମୟ ବହୁତ କଷ୍ଟ ଥିଲା ଯେତେବେଳେ ଜିତିବା ଟା ବହୁତ କୋଷ୍ଟକର ହୋଇଯାଇଥିଲା ଇଂଲଣ୍ଡ ଦଳ ପାଇଁ | ଆଉ ଭାରତୀୟ ଦର୍ଶକ ମାନେ ଆମକୁ ବହୁତ ସପୋର୍ଟ କରିଛନ୍ତି ଯାହା ତାଙ୍କର ହୃଦୟ ଜିତି ନେଇଛି ବୋଲି କହିଛନ୍ତି | ମୋଇଦାନ ଭିତରେ ହେଉ ବା ବାହାରେ ଭାରତୀୟ ଦର୍ଶକ ମାନଙ୍କର ଏହିଭଳି ସପୋର୍ଟ କୁ ସେ ପ୍ରସଂଶା କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment