ଜିମ୍ବାୱେ ଦଳକୁ ପାକିସ୍ଥାନ ଯୁବତୀ ଙ୍କ ଅଫର… Please ଭାରତକୁ ହରାଇ ଦିଅ ମୁଁ ଜିମ୍ବାୱେ ଯୁବକ ଙ୍କୁ ବିବାହ କରିବି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆଉ ଶୁଣିଲେ ଆମର ଅଜବ ଆଉ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ତେବେ ବର୍ତ୍ତମାନ ଚାଲିଥିଲା T-20 ବିଶ୍ଵକୋପ କୁ ନେଇକି ସମସ୍ତଙ୍କର ଆଗ୍ରହ ଦେଖିବାକୁ ମିଳିଛି | ଆଉ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କିଏ ସେମି ଫାଇନାଲ ରେ ଆଗକୁ ଯିବ ଆଉ ଖେଳ ରେ କୃତକାର୍ଯ୍ୟ ହୋଇ ଫାଇନାଲ ରେ ପହଞ୍ଚିବ | ଆଉ ଏଭଳି କ୍ଷେତ୍ରରେ ପାକିସ୍ତାନୀ ଅଭିନେତ୍ରୀ ଜଣେ ଟୁଇଟ କରିକି କହିଛନ୍ତି କି ଯଦି ଜିମ୍ବାୱେ ଭାରତକୁ ମ୍ୟାଚ ରେ ହରାଇବ ତାହେଲେ ସେ ଜଣେ ଜିମ୍ବାୱେ ନାଗରିକ ଙ୍କୁ ବିବାହ କରିବେ ବୋଲି |

ତେବେ ଯାହା ଭାଇରାଲ ହେବାକୁ ଲାଗିଛି କି ପାକିସ୍ତାନୀ ଅଭିନେତ୍ରୀ ଦେଲେ ଜିମ୍ବାୱେ ଟିମ କୁ ଅଜସ୍ର ପ୍ରସ୍ତାବ | ଆଉ ଯେଉଁ ପ୍ରସ୍ତାବ ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ଚିନ୍ତିତ ହୋଇଯିବେ | ଆଉ ଯାହା ଦେଖିବାକୁ ମିଳିଛି କି ଜିମ୍ବାୱେ କୁ ଗୋଟିଏ ଲଭନୀୟ ତଥ୍ୟ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହର ସିନୱାରୀ |ଆଉ ତାଙ୍କର କହିବା କଥା କି ଜିମ୍ବାୱେ ପୂର୍ବରୁ ପାକିସ୍ତାନ କୁ ବହୁତ ଥର ହରାଇଛି |ଆଉ ଯଦି ସେ ଭାରତକୁ ଏହି ମ୍ୟାଚ ରେ ହରାଇବ ତାହେଲେ ସେ ଜଣେ ଜିମ୍ବାୱେ ଯୁବକଙ୍କୁ ମେରେଜ କରିବେ ବୋଲି |

ତେବେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ଗତ 6 ତାରିଖରେ ହେବାକୁ ଯାଉଛି ଭାରତ ଆଉ ଜିମ୍ବାୱେ ମଧ୍ୟରେ ମ୍ୟାଚ | ଆଉ ଯାହା ପରେ ଜଣା ପଡିବ କି ସେମି ଫାଇନାଲ କୁ କେଉଁ ଦଳ ସିଲେକ୍ଟ ହେଲା ବୋଲି | ତେବେ 3 ଟି ମ୍ୟାଚ ପରେ ଜଣା ପଡିବ କି ଫାଇନାଲ ପାଇଁ କିଏ ଖେଳିବ | ତେବେ ଯେଉଁଠି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ ସହିତ ଓ ପାକିସ୍ତାନ ବାଂଲାଦେଶ ସହିତ ଓ ଭାରତ ଜିମ୍ବାୱେ ସହିତ ଖେଳିବ | ଆଉ ସେଥିରେ ବିଜୟ ପରେ ଫାଇନାଲ କୁ ଯିବ ବୋଲି କୁହାଯାଇଛି | ଆଉ ଯେଉଁଥିପାଇଁ ହିରୋଇନ ଜଣଙ୍କ କହିଛନ୍ତି |

ଆଉ ତାଙ୍କର କହିବା କଥା କି ଯଦି ଭାରତ ମ୍ୟାଚ ରେ ହାରିଯିବ ତାହେଲେ ପାକିସ୍ତାନ ପାଇଁ ସମସ୍ତ ରାସ୍ତା ସଫା ହୋଇଯିବ ଓ ସେ ଫାଇନାଲ ଖେଳିବା ପାଇଁ ଯିବ | ତେବେ ହିରୋଇନ ଜଣଙ୍କର ଏହିଭଳି ଟ୍ୱିଟ ଦେଖିବା ପରେ ଇଉଜର ମାନେ ଟ୍ରଲ କରିବା ଆରମ୍ଭ କରି ଦେଇଛନ୍ତି | ଆଉ ଜଣେ ଇଉଜର କହିଛନ୍ତି କି ଏହା କେବେବି ସମ୍ଭବ ନୁହଁ, ତେଣୁ ଆପଣ ସାରା ଜୀବନ ଅବିବାହିତ ରହିବା ପାଇଁ ରେଡି ହୋଇଯାଆନ୍ତୁ | ଆଉ ପାକିସ୍ତାନୀ ହିରୋଇନ କଣଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment