ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏ ହରି ଆପଣ ମାନଙ୍କୁ ହସେଇ ଚାଲିଥିବ… ନିଜ ସ୍ତ୍ରୀ ବିଷୟରେ କଣ କହିଲେ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବହୁତ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଆପଣ ମାନେ ସମସ୍ତେ ଦେଖିଥିବେ | ତେବେ ଏହି ସମସ୍ତ ଭାଇରାଲ ଭିଡ଼ିଓ ଭିତରୁ କେତେକ ଆମକୁ ଭଲ ଲାଗିଥାଏ ତୋ ପୁଣି କେତେକ ଭିଡ଼ିଓ ଆମ ମନକୁ ନିରାଶ କରିଥାଏ | ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କ ମନ କୁ ଛୁଇଁଛି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ବନ୍ଧୁଗଣ ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହର ହର ମହାପାତ୍ର ଙ୍କର | ତେଵେ ନିଜର ଅଭିନୟ ମାଧ୍ୟମ ସେ ଲୋକଙ୍କ ମନ କୁ ଜିତି ଆଜି ସେ ଏ ସ୍ଥାନରେ ପହଞ୍ଚିଛନ୍ତି | 1995 ମସିହା ଠାରୁ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜକୁ ନିୟଜିତ କରିବା ପରେ | ସେବେ ଠାରୁ ସେ ଦର୍ଶକ ମାନଙ୍କ ମନ ରେ ହସ ଭରି ଆସିଛନ୍ତି | କୁହାଯାଏ ଯେ ଦୁନିଆରେ ସବୁଠାରୁକ୍ଯୁ କଷ୍ଟ କାମ ହେଉଛି କାହାକୁ ହସାଇବା | ତେବେ ସେ ନିଜକୁ 1995 ମସିହା ଠାରୁ ଲୋକଙ୍କ ମୁହଁରେ ହସ ଫୁଟାଇବା ନିଜକୁ ସମର୍ପଣ କରିଛନ୍ତି | ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ ସେ ଜଣେ ଭଲ ରାଜନେତା ବୋଲି ମଧ୍ୟ କୁହାଯାଏ |

ତେଵେ ଏବେ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତାହା ଏକ ସାକ୍ଷାତ କାର ଭିଡ଼ିଓ ଯେଉଁ ଥିରେ ଦେଖା ଯାଇଛି ଯେ ହରି ଭାଇ କିଛି ଯୁବକ ଓ ଯୁବତୀ ମେଳ ରେ ବସିଛନ୍ତି ଓ ସେମାନଙ୍କୁ କମେଡି ଶିକ୍ଷା ଦେଉଛନ୍ତି | ତେବେ ସୂଚନା ଅନୁଯାୟୀ ହରି ଙ୍କ ପାଖରୁ କିଛି ଶିଖିବା ପାଇଁ ବହୁ ଦୂରରୁ ଯୁବକ ଓ ଯୁବତୀ ମାନେ ସେମାନଙ୍କର ମୂଲ୍ୟ ବାନ ସମୟ ଦେଇଥାନ୍ତି | ତେବେ ହରିହର ମହାପାତ୍ର କହିବା କଥା ଅନୁଯାୟୀ ସେ ବହୁତ ଗୁଡ଼ାଏ ଚଳଚ୍ଚିତ୍ର ମାନଙ୍କରେ ସେ କମେଡିଆନ ଭାବରେ ଅଭିନୟ କରିଛନ୍ତି ଓ ଲୋକମାନେ ତାଙ୍କୁ ବହୁତ ସନ୍ନମାନ ଦେଇଛନ୍ତି |

ଏହା ସହିତ ସେ ବହୁତ ଗୁଡ଼ାଏ ଚଳଚ୍ଚିତ୍ର ରେ ଡିରେକଟର ଙ୍କ ସହିତ ମିଶି ନିଜେ ଡାଇଲଗ ଲେଖିଛନ୍ତି | ଯେତେବେଳ ସିଡିର ଜମାନା ଥିଲା ସେତେବେଳେ ସେ ଏକ କମେଡି ନିଜେ କରିଥିଲେ ଯାହାର ନା ଥିଲା ଗେଣ୍ଡୁ ବାବା ଙ୍କ ଭାଣ୍ଡାମି | ସେହି କମେଡି ମାଧ୍ୟମ ରେ ହରିଙ୍କ ପାଇଁ ଲୋକଙ୍କୁ ଭଲ ପାଇବା ଅଧିକ ରହିଥିଲା | ଯାହା ଆଜି ବି ସେମିତି ଭଲ ପାଇବା ହରିଙ୍କ ପ୍ରତି ଅଛି | ତେବେ ଶେଷରେ ଗୋଟିଏ କଥା ହରିହର ମହାପାତ୍ର କହିଥିଲେ ଯେ | ମୋର ଶେଷ ନିଶ୍ୱାସ ଯାଏ ମୁଁ ମୋର ଦର୍ଶକ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିବି | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment