Odisha News Portal

Exclusive : ଜୀବନ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡିଲେ ଟ୍ରାଫିକ କର୍ମଚାରୀ… ଆଉ ତା’ ପରେ…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ଗଣ ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ସମସ୍ତ ନିଜ ନିଜର ସ୍ୱାର୍ଥ କୁ ଦେଖୁଥିଲା ବେଳେ | ଏ ଦୁନିଆ ରେ ଏମିତି ବି ମଣିଷ ଅଛନ୍ତି ଯେଉଁ ମାନେ ଲୋକଙ୍କ ସାହାଯ୍ୟ କରିବା ପାଇଁ ନିଜର ଜୀବନ କୁ ମଧ୍ୟ ବାଜି ଲଗାଇ ଥାନ୍ତି | ତେବେ ସେହିପରି ଏକ ମଣିଷ ଆଜିର ଏହି ଦୁନିଆ ରେ ପାଇବା ବହୁତ କଷ୍ଟ କର ହେଇଥିବା ବେଳେ ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ଜଣା ପଡୁଛି ଆଜି ବି କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ କୁ ଖାତିର ନ କରି ନିଜ ଜୀବନ କୁ ଖାତିର ନ କରି ଅନ୍ୟ ପାଇଁ ମୃତ୍ୟୁ ମୁହଁ ଡେଇଁପଡୁଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |

ତେବେ ବନ୍ଧୁ ଗଣ ମିଳିଥିବା ସୂଚନା ଅନୁଯାୟୀ ଜଣେ ଟ୍ରାଫିକ କର୍ମଚାରୀ ନିଜ ଜୀବନ କୁ ଖାତିର ନ କରି ଏକ ଗଭୀର ନାଳ କୁ ଡେଇଁପଡି ଦୁଇଜଣ ଅଜଣା ବ୍ୟକ୍ତି ଙ୍କ ଜୀବନ ରକ୍ଷା କରିଛନ୍ତି | ତେବେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳ ରେ ଲୋକମାନେ ଟ୍ରାଫିକ କର୍ମଚାରୀ ଙ୍କୁ ପ୍ରଶଂସା କରିବା ସହିତ ଆଜି କା ସମୟରେ ଏହି ପରି ବହୁତ କମ ଲୋକ ଦେଖିବାକୁ ମିଳନ୍ତି ବୋଲି କହିଛନ୍ତି | କାରଣ ଆଜି କାଲି ମଣିଷ ମାନେ ନିଜର ସ୍ୱାର୍ଥ ପାଇଁ କାହାକୁ ମାରିଦଉଛନ୍ତି ତ ପୁଣି କାହାର କ୍ଷତି କରିବା ପାଇଁ ଚିନ୍ତା କରିଥାନ୍ତି | ସେଥିପାଇଁ ଟ୍ରାଫିକ କର୍ମ ଚାରୀ ଙ୍କ ଏହି ସାହସୀକତା ଏବେ ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି | କାରଣ ଟ୍ରାଫିକ କର୍ମଚାରୀ ଜଣଙ୍କ ଯାହା କରିଛନ୍ତି ତାହା ହୁଏତ ନିଜର ଲୋକ ବି କରିବେନି | କାରଣ ଏହି ଗଭୀର ନାଳ ଯିଏ କେହି ଦେଖିଲେ ବି ଭୟ କରିବ |

ତେବେ ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଯାଉଥିବା ରାସ୍ତାରେ ଯାଉଥିବା ଦୁଇଜଣ ବାଇକ ଆରହୀ ନିଜର ଭାର ସାମ୍ୟ ହରାଇ ଏକ ଗଭୀର ନାଳ ଖସି ପଡିଥିଲେ | ମୃତ୍ୟୁ ସାଙ୍ଗରେ ଦୁଇ ଜଣ ଯୁବକ ସଂଘର୍ଷ କରୁଥିବା ଦେଖି ଜଣେ ଟ୍ରାଫିକ କର୍ମଚାରୀ ନିଜର ନିଜ କଥା ନିଜ ପରିବାର କଥା ଚିନ୍ତା ନ କରି ସିଧା ଡେଇଁପଡ଼ିଥିଲେ ସେ ଗଭୀର ନାଳ କୁ ଓ ବଞ୍ଚାଇଦେଇଥିଲେ ଦୁଇ ଜଣ ବାଇକ ଆରହୀ ଙ୍କ ଜୀବନ କୁ | ତେବେ ସୋସିଆଲ ମିଡିଆରେ ରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ହେବା ପରେ ଲୋକମାନେ ଏହାକୁ ଦେଖି ଟ୍ରାଫିକ କର୍ମଚାରୀ ଙ୍କୁ ଉତ୍ସାହିତ କରିବା ସହିତ ପ୍ରସଂସା କରିଥିବା ରେ ମଧ୍ଯ ଦେଖା ଯାଇଛି |

ତାହାଲେ ଦର୍ଶକ ବନ୍ଧୁ ଏହା ସେହି ଭାଇରାଲ ଭିଡ଼ିଓ ଆଉ ଯେଉଁଠି ଟ୍ରାଫିକ କର୍ମଚାରୀ ଙ୍କର ସାହାଯ୍ୟ ର କଥା ଚାରିଆଡେ ଚର୍ଚ୍ଚା ଚାଲିଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବା ସହିତ ଲୋକ ମାନେ ଏହା ଦେଖି ଟ୍ରାଫିକ କର୍ମଚାରୀ ଙ୍କ ପ୍ରସଂଶା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।