ବେଳେ ବେଳେ ଏମିତି ଘଟଣା ଦେଖିବାକୁ ମିଳୁଛି ଯାହା ସମସ୍ତେ ଦେଖିବା ପରେ ସ୍ତବ୍ଧ ହୋଇ ଯାଇ ଥାଆନ୍ତି। ଆଉ ପ୍ରତ୍ୟେକ ମଣିଷର ଜୀବନ ଶୈଳୀ ମଧ୍ୟରେ ବିବାହ ପ୍ରଥା ରହିଛି। ସେହି ଦିନ ଠାରୁ ଯୁବକ ଓ ଯୁବତୀ ମାନଙ୍କର ନୂଆ କରି ଜୀବନ ଆରମ୍ଭ ହୋଇଥାଏ ଯାହା ତାଙ୍କର ପରବର୍ତ୍ତୀ ପିଢ଼ି ପାଇଁ ଉତ୍ସାହିତ କରିଥାଏ। ଏହିଭଳି ପଶ୍ଚିମବଙ୍ଗ ରେ ନବ ଦମ୍ପତିଙ୍କର ବାହାଘରର କିଛି ଦିନ ପରେ ଯେପରି ଘଟଣା ଘଟିଗଲା ତାହା ଜାଣିବା ପରେ ଆଖିରେ ଲୁହ ଆସିଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।
ଏହିଠାରେ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ଯାହାର ତଦନ୍ତ ଏବେ ବିଚାରଧୀନ ଅବସ୍ଥାରେ। ଏହି ଘଟଣା ରେ ଦୁଇ ନବ ଦମ୍ପତିଙ୍କର ଜୀବନ ଚାଲିଗଲା ଘରର ଚାରି କାନ୍ଥ ମଧ୍ୟରେ। ଯାହାଙ୍କୁ ଉଦ୍ଧାର କରିବା ପାଇଁ ପାଖରେ କେହି ବି ନଥିଲେ ହେଲେ ସେହି ମୁହୂର୍ତ୍ତରେ ସାଙ୍ଗ କୁ ଫୋନ କରି ଜଣେଇଥିଲେ କିନ୍ତୁ ଜୀବନ ବଂଚି ପାରି ନଥିଲା। ଆଉ ଏହି ଘଟଣାର କିଛି ଦିନ ପୂର୍ବରୁ ଦୁହିଁଙ୍କର ବିବାହ ବହୁତ ଧୁମଧାମ ରେ ହୋଇଥିଲା ଯାହା ତାଙ୍କର ହୋଇଗଲା କାଳ। ଏଠାରେ ସେ ତାଙ୍କର ବିବାହ ସରିବା ପରେ କିଛି ଦିନ ପରେ ଶଶୁର ଘର ବୁଲିବାକୁ ଆସିଥିଲେ।
ଘଟଣା ଟି ପଶ୍ଚିମବଙ୍ଗ ର ଅଞ୍ଚଳରେ ଦେଖା ଦେଇଥିଲା ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା। ବିବାହ ପରେ ଏମିତି ଘଟଣା ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଏଠାରେ ଶୁଣିବାକୁ ମିଳୁଛି ଯେ ସେହିଦିନ ବୁଲିବାକୁ ଆସିଥିଲେ ଦୁହେଁ ଆଉ ରାତିରେ ରହିଥିବା ଅବସ୍ଥାରେ କେହି ଆଗ ପଟୁ କବାଟ ଦେଇଥିଲେ ତା ପରେ ସେହି ଘରେ ନିଆଁ ଲଗେଇ ଦେଇଥିଲେ। କିଛି ସମୟ ପରେ ସେହି ନୂଆ କରି ବିବାହ କରିଥିବା ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ତା ସାଂଗ ଫୋନ କରି କହିଥିଲେ ପୋଲିସ ଓ fire ଗାଡି କୁ ଜଣେଇବା ପାଇଁ ହେଲେ ସେ ତାଙ୍କ ବାପା ଙ୍କୁ ଫୋନ କରିଥିଲେ ମଧ୍ୟ ଲାଗି କଥା ହୋଇ ପାରି ନଥିଲେ। ଆଉ ପରେ ପୋଲିସ ଏବଂ ନିଆଁ ଲିଭା ଗାଡି ପହଁଚିଲା ବେଳ କୁ ଆଉ ନାହାନ୍ତି।
ଏହି ଘଟଣା ରେ ସକାଳ କୁ ଦେଖିବା ବେଳକୁ ଦୁହିଁଙ୍କର ଦେହ ପୁରା ଜୀଅନ୍ତା ଦଗ୍ଧ ହୋଇ ଯାଇଛି। ଯାହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆଉ ଘଟଣାର ଏତେ ଦିନ ପରେ ତାହାର ନ୍ୟାୟ ମିଳିବ ଦରକାର । ଏମିତି ଘଟଣା ଜଣ ନବ ଦମ୍ପତି ଙ୍କ ପାଇଁ ହୋଇଗଲା କାଳ। ତାଙ୍କର ନୂଆ କରି ଜୀବନ ଗଢିବା ସମୟରେ ଜୀବନର ଶେଷ ରାତି ହୋଇଗଲା ଯାହା କାହାକୁ ଜଣା ନଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।