Odisha News Portal

ପୁଣି ଓଡ଼ିଶାର ବିଦ୍ୟୁତ୍ ବିଭାଗ (OPTCL) ପକ୍ଷରୁ ଆସିଲା ବଡ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ ନଚେତ ପସ୍ତେଇବେ…

ବର୍ତ୍ତମାନ ର ଏହି ମହାମାରୀ କରୋନା ସମୟରେ ନିଯୁକ୍ତି ଟିଏ ପାଇବା ବହୁତ କଷ୍ଟକର ହୋଇ ପଡିଲାଣି । କିନ୍ତୁ ଏହି ଜଟିଳ ପରିସ୍ଥିତି ରେ ମଧ୍ୟ ପୁଣି ଆସିଛି ଗୋଟିଏ ବହୁତ ବଡ ନିଯୁକ୍ତି ଖବର । ତେବେ ଓଡ଼ିଶା ର ବିଦ୍ୟୁତ୍ ବିଭାଗ ରେ ନିଯୁକ୍ତି ର ସୁବର୍ଣ୍ଣ ସୁଯୋଗ ଆସିଛି ଆପଣ ମାନଙ୍କ ପାଇଁ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଡିଟେଲସ୍ । ଜାଣି ନେବା ଆପଣ ଏହାକୁ କେମିତି ଆବେଦନ କରିବେ, କଣ କରିବେ ପୂରା ଡିଟେଲ୍ସ୍ । ତେବେ Odisha Power Transmission Corporation Limited (OPTCL) ତରଫରୁ ଆସିଲା ପୁଣି ଗୋଟିଏ ବହୁତ ବଡ ନିଯୁକ୍ତି ସୁଯୋଗ ।

ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଏଥିରେ ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର ପିଲାମାନଙ୍କ ପାଇଁ ।ତେବେ ବିଦ୍ୟୁତ୍ ବିଭାଗ ତରଫରୁ ଆସିଥିବା ନିଯୁକ୍ତି ଖବର ଓଡ଼ିଶାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନେଇ ଆସିଛି ବହୁତ ବଡ ଖୁସି ଖବର । ତେବେ ଏହାକୁ ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ (MBBS) ପାସ୍ କରିଥିବା ପିଲା ମାନେହିଁ ଆପ୍ଲାଏ କରି ପାରିବେ ଏବଂ 3 ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।

ତେବେ ଯଦି ଆପଣ ମାନେ ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ ପାସ୍ କରି ସାରିଛନ୍ତି ତେବେ ଆପଣ ମାନେ ଆଉ ଆଦୌ ବିଳମ୍ବ ନକରି ଆଜି ହିଁ ଏହି ପଦବୀ ପାଇଁ ଆବେଦନ କରି ପାରିବେ । ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ । ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏଥିପାଇଁ । ଏହାସହିତ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସଂପର୍କରେ ।

ଦ ନାମ- 1.ଡେପୁଟି ଜେନେରାଲ ମ୍ୟାନେଜର
2.ମେଡିକାଲ୍ ଅଫିସର୍
3.ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର୍।
ପଦବୀ- ମୋଟ୍ 3 ଟି ପଦବୀ ରହିଛି ।
ଶିକ୍ଷାଗତ ଯୋଗ୍ୟତା- ବେଚଲର ଡିଗ୍ରୀ କିମ୍ବା ଏମ୍ ବି ବି ଏସ ପାସ୍ କରିଥିବେ ।
ଆବେଦନ ତାରିଖ- ଶେଷ ତାରିଖ ରହିଛି 3 ଡିସେମ୍ବର 2020 ।


ଆବେଦନ ମାଧ୍ୟମ- ଅନଲାଇନ୍ ରେ ହିଁ ଆପ୍ଲାଏ କରିବାକୁ ପଡ଼ିବ ।
ବୟସ ସୀମା- ଆପଣଙ୍କ ବୟସ 48 ବର୍ଷ ଭିତରେ ହୋଇଥିବା ଆବଶ୍ୟକ ।
ଦରମା- 70,000 – 78,800 ଟଙ୍କା ଦରମା ।
ଜବ୍ ଲୋକେଶନ- ଓଡ଼ିଶାର ଯେ କୌଣସି ସ୍ଥାନରେ ।

ଆବେଦନ ପ୍ରକ୍ରିୟା- ତେବେ ବିଦ୍ୟୁତ୍ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଓଡ଼ିଶା ସରକାରଙ୍କର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଜାରି ହୋଇଥିବା (www.optcl.co.in) ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ନୋଟିଫିକେସନ୍ ପାଇବା ସହିତ ଆବେଦନ କରି ପାରିବେ,ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ବୀବରଣୀ ଦେବାକୁ ପଡ଼ିବ । ତେବେ ଧ୍ୟାନ ଦେବେ ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ । ଏହାସହିତ ଆପଣଙ୍କର ଯାହା ଡାଉଟ୍ ରହିଛି ତାହା (recruitment@optcl.co.in) ଏହି ୱେବ୍ ସାଇଟ୍ କୁ ଭିଜିଟ୍ କରି ଦୂର କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।